ଗଞ୍ଜାମ

ସ୍ପଷ୍ଟ କଲେ ଗଞ୍ଜାମ ଜିଲାପାଳ: କୋଭିଡ ନିୟମରେ ହେବ ତାରାତାରିଣୀ ଯାତ୍ରା; ସେବାୟତଙ୍କ ହେବ କରୋନା ଟେଷ୍ଟ

ଛତ୍ରପୁର, ୧୨।୩(ଡି.ଏନ.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ତାରାତାରିଣୀ ଚୈତ୍ର ମଙ୍ଗଳବାର ଯାତ୍ରା କୋଭିଡ ଗାଇଡ୍‌ଲାଇନରେ ପାଳିତ ହେବ। ଏଥିପାଇଁ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ…

6 years ago

ବୋହୂକୁ ଖାଇବାକୁ ଦେଉ ନାହାନ୍ତି ଶାଶୁ ଘର ଲୋକେ

ବ୍ରହ୍ମପୁର ଅଫିସ,୧୧ା୩: ବ୍ରହ୍ମପୁରର ଜଣେ ଡାକ୍ତର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୁଟୁ ନାହିଁ। ଗୁରୁବାର ପୁଣି ବ୍ରହ୍ମପୁର ସ୍ଥିତ ଶାଶୁଘର ସମ୍ମୁଖରେ ଗଣ୍ଡଗୋଳ ଦେଖିବାକୁ…

6 years ago

ମହାଶିବରାତ୍ରିରେ ଭକ୍ତ ଶୂନ୍ୟ ହେଲା ବୁଦ୍ଧଖୋଲ ଶୈବପୀଠ

ବୁଗୁଡ଼ା,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାରେ ଥିବା ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଆଜି ମହାଶିବରାତ୍ରି ଅବସରରେ କୋଭିଡ୍‌ କଟକଣା ଯୋଗୁ ଭକ୍ତଶୂନ୍ୟ ହୋଇ ଖାଁ…

6 years ago

ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ବାଇକ୍‌ରେ…

6 years ago

ରମ୍ଭା-ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି: ଭୁବନେଶ୍ୱରର ୭ ଗଲେ ଜେଲ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା -ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି କରୁଥିବାବେଳେ ଭୁବନେଶ୍ୱରର ୭ ଜଣଙ୍କୁ ବ୍ରହ୍ମପୁର ଆରପିଏଫ୍‌ ଟିମ ଗିରଫ କରିଛନ୍ତି। ସେମାନଙ୍କ…

6 years ago

ପୁରୁଷୋତ୍ତମପୁର ତହସିଲ: ୩ ମାସରେ ୬୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ

ପୁରୁଷୋତ୍ତମପୁର, ୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ନୀତିଶ କୁମାର ତ୍ରିପାଠୀ ଯୋଗ ଦେବା ଇତିମଧ୍ୟରେ ୩ ମାସ ହୋଇଯାଇଛି। ତେବେ ଏହି ୩…

6 years ago

ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମା’…

6 years ago

ପୋତାଗଡ଼ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ତହସିଲଦାର

ଗଞ୍ଜାମ,୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାରରେ ଚାଲିଛି l ମଙ୍ଗଳବାର ତହସିଲଦାର ଅରୁଣ କୁମାର ନାୟକ ପୋତାଗଡ଼ ଗ୍ରସ୍ତ କରି…

6 years ago

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ

ପୁରୁଷୋତ୍ତମପୁର,୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଏଥିରେ ସମସ୍ତ ସଭ୍ୟଙ୍କ ସହମତିରେ ନିର୍ବାଚନ ବଦଳରେ କର୍ମକର୍ତ୍ତା ଚୟନ…

6 years ago

ସମ୍ପତ୍ତି ଲୋଭରେ ଭାଇବୋହୂଙ୍କୁ ହତ୍ୟାକଲେ ଦେଢ଼ଶୁର

ବ୍ରହ୍ମପୁର ଅଫିସ, ୮।୩ : ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ହତ୍ୟାକାଣ୍ଡ ଘଟିଛି । ରବିବାର ରାତିରେ ଝାଡ଼ାଙ୍କୁଲି ଗ୍ରାମର…

6 years ago