ଗଜପତି

କମୁଛି ଚାଷ ଜମି, ବଢୁଛି ଘରବାରି

ପାରଳାଖେମୁଣ୍ଡି,୧୨ା୬ (ଡି.ଏନ୍‌.ଏ): ଗ୍ରାମାଞ୍ଚଳ ଗୁଡିକରେ ଚାଷ ଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି ବଢୁଥିବାର ପରିଲିକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳର ଆଖପାଖରେ ଥିବା ଚାଷ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବଂ…

ପୋଖରୀ ଖନନ କଲେ ଗ୍ରାମବାସୀ

ମୋହନା,୯ା୬: ବସୁଧା ଯୋଜନା ଓ ଅମୃତ ସରୋବର ଯୋଜନା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏମିତି କିଛି ଗାଁ ରହିଛି ଯେଉଁଠି ଏହି ଯୋଜନାର ସୁଫଳ ପାଉନାହାନ୍ତି ଲୋକେ। ଗାଁରେ ଜଳସମସ୍ୟା ପାଇଁ ପ୍ରଶାସନକୁ…

କାଶୀନଗର ବିକାଶ ପାଇଁ ଅନୁମୋଦନ ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

କାଶୀନଗର, ୮।୭(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ଏନଏସି ଓ ବ୍ଲକର ବିଭିନ୍ନ ବିକାଶକୁ ନେଇ ସରକାର ଅନୁମୋଦନ ରାଶି ଦେଇଥିବା ନେଇ ଏନଏସି ଅଧ୍ୟକ୍ଷା ଖବରଦାତା ସମ୍ମିଳନୀ କରିଥିଲେ। ଉକ୍ତ ସମ୍ମିଳନୀରେ ଜିଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଉପାଧ୍ୟକ୍ଷ…

ଚିକିତ୍ସାଧୀନ ଶିଶୁର ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡି, ୭।୬ (ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଚିତ ସଇଁସାଙ୍କୁ ଗତ ଏପ୍ରିଲ ୭ରେ ଡାକ୍ତରଖାନାରେ ଏକ୍ସପାଏରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଗତ ମେ’ ୨୩ରେ…

ସମୁହ ଛୁଟିରେ ଥିବା ଅମଲାଙ୍କ ଧାରଣା ଜାରି

ଆର.ଉଦୟଗିରି,୬ା୬(ଡି.ଏନ.ଏ.): ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆର.ଉଦୟଗିରି ଶାଖା କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ଆର.ଉଦୟଗିରି ଶାଖାର ବିଭିନ୍ନ ବିଭାଗ ଯଥା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସମନ୍ବିତ ଶିଶୁ ବିକାଶ ବିଭାଗ, ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟର…

ପାରଳା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି,୫ା୬(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପୁରାତନ ପୌରପରିଷଦରେ ରାସ୍ତାଘାଟର ପ୍ରଶସ୍ତୀକରଣ କରାଯାଇ ନଥିବା ବେଳେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିପାଉଛି। ଏହି ପୌରପରିଷଦ ୧୮୮୫ରେ ଗଠନ ହୋଇ ୧୩୮…

ହାଣ୍ଡି, ମାଠିଆ ଧରି ରାସ୍ତାରୋକ

ପାରଳାଖେମୁଣ୍ଡି,୧ା୬(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ନିକଟସ୍ଥ ସିଦ୍ଧମାଡଙ୍ଗ ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ମାଠିଆ ଧରି ରାୟଗଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି…

ସମସ୍ୟା ଦେଇ ଗତିକରୁଛି ଜିଲା ମୁଖ୍ୟ ଚିକିତ୍ସାଳୟ

ପାରଳାଖେମୁଣ୍ଡି,୨୮ା୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ସ୍ଥାଣୁ ପାଲଟିଛି। ରୋଗୀଙ୍କୁ ଠିକ୍‌ ଭାବେ ସେବା ମିଳୁନି କି ନିରାମୟ କେନ୍ଦ୍ରରେ ଔଷଧ ମିଳୁନି। ଖାଲି ସେତିକି ନୁହେଁ, ଡାକ୍ତରମାନଙ୍କ ଘୋର ଅଭାବ ରହିଛି। ରକ୍ତ…

ହଠାତ ପହଞ୍ଚିଲା ପୋଲିସ, ଘରୁ ଜବତ କଲା ୩ ଦେଶୀ ବନ୍ଧୁକ

ପାରଳାଖେମୁଣ୍ଡି,୨୭।୫: ଗଜପତି ଜିଲା ମୋହନା ବ୍ଳକ ଅଡ଼ବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ ହୋଇ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। କୋଣସି ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍‌ ଗ୍ରାମର ପ୍ରମୋଦ ମଳିକଙ୍କ ଘରେ ଚଢ଼ାଉ…

ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ

ପାରଳାଖେମୁଣ୍ଡ/କାଶୀନଗର,୨୫ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ। ଏହି ଗ୍ରାମର ଚନ୍ଦ୍ରଶେଖର କାର୍ଜି ଓ ତାଙ୍କ ସ୍ତ୍ରୀ ଉର୍ମିଳା…

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ବଳାକତ୍ାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେ ହେଲେ ଅଡ଼ବା ଥାନା ଅନ୍ତର୍ଗତ କାଟ୍ରାକା ଗ୍ରାମର ସାମନ୍ତ ନାୟକ(୨୭)। ଅଭିଯୁକ୍ତଙ୍କର ଏକ…

୧୦୩୪କେଜି ଭାଙ୍ଗ ଜବତ, ଡ୍ରାଇଭର ଗିରଫ

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.)- ମୋହନା ଥାନା ଅନ୍ତର୍ଗତ ମୋହନାଠାରୁ ବଡଗଡ଼ ଯିବା ରାସ୍ତା କେନ୍ଦୁପଦା ଛକରେ ମୋହନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ ଟାଟା ଏସିଇ (ନଂ ଓଡ଼ି୦୨ବିକେ-୫୦୪୨)ରେ ଚୋରା ଚାଲାଣ ହେଉଥିବା ୧୦୩୪କେଜି ଭାଙ୍ଗକୁ ଜବତ କରିଛି। ଜବତ ସମୟରେ ନୟାଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri