ଗଜପତି

ନଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ମୋହନା,୧୧ା୪,(ମନ୍ମଥ ମିଶ୍ର): ନଳକୂପରୁ ବାହାରୁଛି ନାଲି ପାଣି। ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ। ଯେଉଁ ପାଣି ପାଟିରେ ବି ମାରି ହେବନି, ତୃଷା ମେଣ୍ଟାଇବା ପାଇ ବାଧ୍ୟ ହୋଇ ଗ୍ରାମବାସୀ ସେହି ପାଣି ପିଉଛନ୍ତି।…

ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଗଡ଼,୭ା୪ (ଯୋଗ୍ୟବନ୍ତ ପରିଛା): ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ଖଜୁରିପଦା ଫାଣ୍ଡି ଅନ୍ତର୍ଗତ ସୁରଙ୍ଗି ଛକଠାରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସର୍ଗି ସାହି ଗ୍ରାମର ହୋଷେୟ ମଣ୍ଡଳ (୨୩)। ସୂଚନାଯୋଗ୍ୟ ହୋଷେୟ କୌଣସି କାମରେ…

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି ଦର୍ଶନ ପାଇଁ ଗତ ଶୁକ୍ରବାର ଯାଇଥିଲେ। ସେଠାରେ ସେ ଦର୍ଶନ ସାରି ରବିବାର ଘରକୁ…

ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ମୋହନା, ୫ା୪(ମନ୍ମଥ ମିଶ୍ର): ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲା ମୋହନା ବ୍ଲକ ରାଇଜୁକା ଗାଁର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଟୁକୁ ବସ୍ତରାଏ। ତେବେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।…

ସହକାରୀ ଯନ୍ତ୍ରୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ସହକର୍ମୀ-ଜନସାଧାରଣ ମନେରଖିବେ

ଜି.ଉଦୟଗିରି, ୨।୪(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକର ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମରମଣି ମଲ୍ଲିକଙ୍କ ନିଷ୍ଠାପର, କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟ ପରାୟଣତା କେହି ଭୁଲି ପାରିବେ ନାହିଁ ବୋଲି…

ପ୍ରଭୁ ଆନନ୍ଦେସ୍ବର, ମା’ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଆରମ୍ଭ: ଭକ୍ତଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୨।୪(ଶିଶିର ପଟ୍ଟନାୟକ):ଜି. ଉଦୟଗିରି ସହରରେ ମା’ ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆରମ୍ଭ ହୋଇଛି । ପ୍ରଥମେ ପାଟଭୁକ୍ତା ଶରଣ ପଞ୍ଜର ମାଝୀ, ଅଧିକାରୀ ଲାଲୁ ପରିଛା, ଅସ୍ମିନ ନାୟକ ସମେତ ୧୩ ଭୁକ୍ତା କାମନା…

ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ

ଗଜପତି(ଗିରିଧାରୀ ପରିଛା):୩୧।୩: ଉତ୍କଳ ଦିବସ ଅବଶରରେ ନିଜର ପ୍ରଥମ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ। ସମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ପାଣିଗ୍ରାହି କହିଛନ୍ତି, ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ…

ଇଦ୍‌ ଉଲ୍‌ ଫିତର ପାଳିତ

ଜି.ଉଦୟଗିରି,୩୧ା୩ (ଚିନ୍ମୟ କୁମାର ସେଠୀ): ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍‌ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ପର୍ବକୁ ବିଶ୍ୱବାସିଙ୍କ ଖୁସି କାମନା କରି ପାଳନ କରାଯାଇଛି। ପବିତ୍ର ରମଜାନ…

ଜଳସଙ୍କଟଙ୍କୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ଗଜପତି,୨୭।୩(ଗିରିଧାରୀ ପରିଛା):ଜିଲାରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲା ଜଳସଙ୍କଟ ଦେଖିବାକୁ ମିଳିଛି। ଜିଲାରେ ବିଗତ ବର୍ଷ ଅଗଷ୍ଟ ମାସଠାରୁ ବର୍ଷା ଗାୟବ ହୋଇଯାଇଛି। ଜିଲାର ଜଳ ଉତ୍ସଗୁଡିକ ଶୁଷ୍କ ହୋଇଯାଇଥିବା ବେଳେ…

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି। ସେ ହେଲେ ସାନକରଞ୍ଜ ସାହି ଗାଁର ଦିବାକର ଭୂୟାଁ। ତାଙ୍କ ଦେହରେ ୩ଟି ଗୁଳି…

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ୍ୟୁ ମାମଲା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗଜପତି,୨୪।୩(ଗିରିଧାରୀ ପରିଛା): ରବିବାର ଗଜପତି ଜିଲା ରାମଗିରି ଠାରେ ଛତୁଆ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ବ୍ରହ୍ମପୁର ବଡ ମେଡିକାଲ ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ଶିଶୁଙ୍କ ଶବ…

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?