ସଚେତନତା, ଯାଞ୍ଚ କଡ଼ାକଡ଼ି ହେଉ ନ ଥିବାରୁ ଅସନ୍ତୋଷ
ଢେଙ୍କାନାଳ,୧୬ା୯(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଶୁକ୍ରବାର ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅଗଷ୍ଟ ମାସ ମଧ୍ୟରେ ଜିଲାରେ ସଡ଼କ ଦୁର୍ଘଟଣାରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୫ଦିନ ମଧ୍ୟରେ…
ବାଇକ୍ ଧକ୍କାରେ ଯୁବ କାଉନସିଲରଙ୍କ ମୃତ୍ୟୁ
କାମାକ୍ଷାନଗର,୧୪।୯(ସୁଧୀର କୁମାର ପରିଡ଼ା)ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍ଏସି ୫ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ସରୋଜ କୁମାର ମହାଲିକ (୩୫) ବୁଧବାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ଜିରିଡାମାଳି ନିକଟରେ ଏକ ହୋଟଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା…
ସମନ୍ବୟ ଅଭାବରୁ ସମସ୍ୟାରେ ସହରବାସୀ
ଢେଙ୍କାନାଳ,୧୩।୯(ରତନ ନାୟାର): ଢେଙ୍କାନାଳ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଯେଉଁଥିପାଇଁ ଢେଙ୍କାନାଳ ସହର ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତାକୁ ନେଇ ସମସ୍ୟା ଭୋଗିବାକୁ ପଡ଼ୁଛି ସହରବାସୀଙ୍କୁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ…
ତାଳଚେର ରୋଡ୍ରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଢେଙ୍କାନାଳ,୧୧ା୯(ରତନ ନାୟାର): ପୁରୀରୁ ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ପରୀକ୍ଷାମୂଳକ ଭାବେ ସୋମବାର ତାଳଚେର ରୋଡ୍ ପର୍ଯ୍ୟନ୍ତ ଗଡ଼ିଛି। ପୁରୀରୁ ଏହି ଟ୍ରେନ ଟି ଆଗାମି ଦିନରେ ରାଉରକେଲା ଅଭିମୁଖେ ଚାଲିବ ବୋଲି ଜଣାପଡିଛି। ପରୀକ୍ଷାମୂଳକ ଭାବେ ଏହି…
ରେଙ୍ଗାଳି ବାମ ମୁଖ୍ୟ କେନାଲରେ ଘଳିଆ
କାମାକ୍ଷାନଗର,୧୧ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଳି ମୁଖ୍ୟ କେନାଲର କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଶିବୁଳାପସି ଗ୍ରାମ ନିକଟରେ ରବିବାର ଏକ ୧୫ ଫୁଟର ଘଳିଆ ହୋଇଛି। ଫଳରେ ସେହି ଅଞ୍ଚଳରେ ଥିବା ଚାଷ ଜମି ଜଳମଗ୍ନ…
ଆମ ବସ୍ଷ୍ଟାଣ୍ଡ, ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ନେଇ ସନ୍ଦେହ
ଢେଙ୍କାନାଳ,୧୧ା୯(ରତନ ନାୟାର): ଢେଙ୍କାନାଳ ସହରରେ ନିର୍ମାଣାଧୀନ ଆମ ବସ୍ଷ୍ଟାଣ୍ଡ ଓ ମହିଷାପାଟସ୍ଥିତ ଅତ୍ୟାଧୁନିକ ବସ୍ ଟର୍ମିନାଲ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଜିଲା ଆଞ୍ଚଳିକ ପରିବହନ ବିଭାଗ, ଜିଲା ବସ୍ ମାଲିକ ସଂଘ ଏପରିକି…
ଡାକ୍ତର ନାହାନ୍ତି, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ
ଢେଙ୍କାନାଳ,୬।୯(ରତନ ନାୟାର): ଢେଙ୍କାନାଳ ସହର ବାଜିଚୌକସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୩ଦିନ ହେଲା ଡାକ୍ତର ନ ଥିବାରୁ ଜଣେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ନିକଟରେ ଖବର ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି…
ହାତୀ ଉପଦ୍ରବ: ଘରୁ ଟେକିନେଲା ଭାତ ହାଣ୍ଡି
ଢେଙ୍କାନାଳ,୫।୯: ଢେଙ୍କାନାଳ ଜିଲା ଗନ୍ଦିଆ ବ୍ଲକ ଦଲାର ଓ ହରିପୁର ଗ୍ରାମ ନିକଟ ପାହାଡରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ଗୋଠଛଡା ଦନ୍ତା ପଶି ଆସି ଉପଦ୍ରବ କରିଛି। ପ୍ରଥମେ ଦନ୍ତାଟି ନଦୀ ପାର ହୋଇ ଭୁଷଳ ପଞ୍ଚାୟତର କିର୍ତ୍ତନପୁର…
କଇଁଛଙ୍କ ସୁରକ୍ଷା ନେଇ ବଢ଼ିଲାଣି ଚିନ୍ତା
ଢେଙ୍କାନାଳ,୪ା୯(ରତନ ନାୟାର): ନଦୀରୁ କଇଁଛ ଶିକାର କରିବା ଆଇନଗତ ଅପରାଧ। ଏଥିପାଇଁ ଜେଲ୍ ସହ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଢେଙ୍କାନାଳ ଜିଲାରେ କଇଁଛଙ୍କ ଚୋରାଚାଲାଣ ବଢ଼ିବାରେ ଲାଗିଛି। ବିଶେଷକରି ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱର କେତେକ ଢାବାରେ କଇଁଛ ମାଂସ…
ଜିଆଇ ଟ୍ୟାଗ୍ ଅନ୍ତିମ ପର୍ଯ୍ୟାୟରେ ମଗଜି ଲଡୁ
ଢେଙ୍କାନାଳ,୨ା୯(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଜିଓଗ୍ରାଫିକାଲ ଜର୍ନାଲ ମାଗାଜିନର ପୃଷ୍ଟା-୪୫ରେ ମଧ୍ୟ ଏହା ସ୍ଥାନ ପାଇସାରିଛି। ଏହି ଖବର ଜଣାପଡ଼ିବା ପରେ ଢେଙ୍କାନାଳ ଜିଲାରେ…
ଜିଏମ୍ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଆହତ
ପରଜଙ୍ଗ, ୩୦ା୮ (ନିଗମାନନ୍ଦ ଦଳବେହେରା)/ ଢେଙ୍କାନାଳ (ରତନ ନାୟାର): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ପଞ୍ଚାୟତର କୁଲେଇସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ର ୩ ନମ୍ବର ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଛି।…
ଝିଅ ମୃତ, ମା’ ଉଦ୍ଧାର
ରାସୋଳ, ୨୭।୮(ସରୋଜ ମିଶ୍ର)ଗାଧୋଇବାକୁ ଯାଉଥିବାବେଳେ ଆକ୍ରମଣ କରିବାକୁ ଗୋଡ଼ାଇଲେ ମାଙ୍କଡ଼ ପଲ। ଜୀବନ ବଞ୍ଚାଇବା ଲାଗି ଆଗପଛ ବିଚାର ନ କରି ପୋଖରୀକୁ ଡେଇଁ ପଡ଼ିଲେ ମା’ ଏବଂ ଝିଅ। ଏଥିରେ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ଙ୍କୁ ଉଦ୍ଧାର କରିବାରେ ସଫଳ…
Archives


