ମେଲାଣି ନେଲେ ମା’: ଦୁଲୁକିଲା ସହର
କାମାକ୍ଷାନଗର, ୧୦।୧୦(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ ମେଢ଼ ମଧ୍ୟରୁ ୧୪ଟି ସାମିଲ ହୋଇଥିଲେ। ବାଜାବାଣ ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ସମଗ୍ର…
ମା’ଙ୍କୁ ମେଲାଣି: ବାଜାବାଣରେ ଦୁଲୁକିଲା କାମାକ୍ଷାନଗର
କାମାକ୍ଷାନଗର, ୯।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ଟି ମେଢ଼ ମଧ୍ୟରୁ ୧୪ଟି ସାମିଲ ହୋଇଥିଲେ। ବାଜାବାଣ ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ସମଗ୍ର ସହର। ହଜାର…
ଅବକାରୀ ଚଢ଼ାଉ, ୬ ଗିରଫ
ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ଭୁବନ ଥାନା ଟିପିଲେଇ ଛକ ଏବଂ ପଳାସପିଠିଆରୁ ୮୦ ବୋତଲ ବିଦେଶୀ ମଦ ସହ ଏକ ବାଇକ୍ ଜବତ…
ପୋଖରୀରେ ବୁଡ଼ି ୨ ଶିଶୁ ମୃତ
ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ୨ଜଣ ଶିଶୁଙ୍କ ମୃତ୍ୟୁ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ମୃତକ ହେଲେ ସତ୍ୟବ୍ରତ ରାଉତ ଏବଂ…
କେନାଲ ବୁଡ଼ି ଜଣେ ମୃତ
ପରଜଙ୍ଗ, ୮।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗ୍ରାମର ଜଣେ ବୃଦ୍ଧ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବସନ୍ତ ବେହେରା (୫୯)। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସୋମବାର ମଧ୍ୟାହ୍ନରେ ବସନ୍ତ କଟାବାହାଳ ଶାଖା କେନାଲ ହୁଡା ଦେଇ…
ଆଜି ଐତିହାସିକ ବଳଦଯାତ୍ରା: ଦୁଲୁକୁଛି ଭୁବନ
ଭୁବନ, ୮।୧୦(ଡି.ଏନ.ଏ.)-ଐତିହାସିକ ବଳଦଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭୁବନ। ରଙ୍ଗବେରଙ୍ଗର ଆଲୋକମାଳା, ସୁଉଚ୍ଚ ତୋରଣ ସାଙ୍ଗକୁ ମେଢ ସାଜସଜ୍ଜା ଯାତ୍ରାକୁ କରିଦେଇଛି ଅଧିକ ଆକର୍ଷଣୀୟ। ବାଜାବାଣରେ ସହର ଦୁଲୁକୁଥିବାବେଳେ ବନ୍ଧୁବାନ୍ଧବଙ୍କ ଭିଡ଼ ସୃଷ୍ଟି କରିଛି ଉତ୍ସବମୁଖର ପରିବେଶ। ଚଳିତ ବର୍ଷ ଭୁବନରେ…
ମନ୍ତ୍ରଧ୍ୱନିରେ କମ୍ପୁଛି କାମାକ୍ଷାନଗର
କାମାକ୍ଷାନଗର, ୮।୧୦(ନି.ପ୍ର.)-ଆଜି ପବିତ୍ର ଦଶହରା। ମନ୍ତ୍ରଧ୍ୱନି, ଚଣ୍ଡୀପାଠ, ହୋମଯଜ୍ଞରେ କମ୍ପୁଛି ପୂଜାମଣ୍ଡପ। ମା’ଙ୍କ ଏହି ଶାରଦୀୟ ମହୋତ୍ସବରେ ନିଜକୁ ସାମିଲ କରିଛି କାମାକ୍ଷାନଗର। ସୋମବାର ମହାନବମୀ ପରେ ମଙ୍ଗଳବାର ପାରମ୍ପରିକ ନୀତି ଅନୁଯାୟୀ ମହାଦଶମୀ ପୂଜା ଆରମ୍ଭ ହୋଇଛି। ମା’ଙ୍କ ଦର୍ଶନ…
ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍ଟିପିସି ପ୍ରକଳ୍ପ ପାଉଁଶ ପାଣି
କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ ଦେବୀଙ୍କ ପୀଠ ନିକଟ ପୂର୍ତ୍ତ ବିଭାଗ ରାସ୍ତା ଉପରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି…
ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ
ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ ଘରେ…
ଆଲୋକମାଳାରେ ଝଲସୁଛି ବଇଣ୍ଡା ପୂଜା ମଣ୍ଡପ
ବଇଣ୍ଡା,୬ା୧୦(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ରୋଡ ଓ ଡେବେରାପାଲି ଗ୍ରାମରେ ଶନିବାରଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇପଡ଼ିଛି। ଶୁକ୍ରବାର ଅପରାହ୍ନରେ ଚନ୍ଦନ ପୋଖରୀରୁ କଳସରେ ପାଣି ଆଣିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ରଙ୍ଗବେରଙ୍ଗ…
ଗୁରୁଜନଙ୍କୁ ସର୍ବଦା ସମ୍ମାନ ଦିଅ
ବଇଣ୍ଡା,୬ା୧୦(ଡି.ଏନ.ଏ)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ବ୍ଲକ ଷୋଳପଦା ଡିଗ୍ରୀ କଲେଜରେ ଶୁକ୍ରବାର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ ଅଧ୍ୟକ୍ଷା ପ୍ରତିମା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ତରୁଣ ପ୍ରଧାନ, ସରୋଜ ବାଗ, ରତ୍ନାକର…
ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ
ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଦଶହରା ଛୁଟି…
Archives


