ଢେଙ୍କାନାଳ

ଆଉ ୧୦ ଲକ୍ଷ ଟଙ୍କା ଦେଲେ ଏମ୍‌ପି

ଢେଙ୍କାନାଳ ଅଫିସ, ୨୯। ୩: କରୋନା ମୁକାବିଲା ପାଇଁ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ନିଜର ଏମ୍‌ପି ଲାଡ୍‌ରୁ ୩୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଶୁକ୍ରବାର ସେ ୨୬ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ଶନିବାର ଆଉ ୧୦ ଲକ୍ଷ…

ଆଗୁଆ ଦରମା ଦେଲା ନର୍ଭେରାମ

ଓଡ଼ାପଡ଼ା, ୨୭।୩(ଡି.ଏନ.ଏ):ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀ ପକ୍ଷରୁ କୋଭିଡ୍‌-୧୯କୁ ନଜରରେ ରଖି ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ ଶ୍ରମିକ ଏବଂ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମା ଆଗୁଆ…

ଜୀବନ ଯୁଦ୍ଧରେ ଜୀବିକା ପ୍ରଭାବିତ

ଭୁବନ, ୨୭।୩(ଡି.ଏନ.ଏ.):କରୋନା ମହାମାରୀ ଆତଙ୍କରେ ବିଶ୍ୱ ଥରହର। ଗଡୁଛି ହଜାର ହଜାର ମୁଣ୍ଡ। ଆକ୍ରାନ୍ତଙ୍କ ସଂଖ୍ୟା କଳିବା ଅସମ୍ଭବ। କେତେବେଳେ ଆଉ କେମିତି ଏହି ମାରାତ୍ମକ ଭାଇରସ୍‌ କାହାକୁ ଗ୍ରାସିବ ତାହାର ଜଣାପଡୁନାହିଁ। ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ସାରା ବିଶ୍ୱ…

ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର

ଢେଙ୍କାନାଳ ଅଫିସ, ୨୭।୩:ଧୀରେ ଧୀରେ ସମୂହ ସଂକ୍ରମଣ ଆଡକୁ ଗତି କରୁଛି ମହାମାରୀ କରୋନା। ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତିକୁ ଆହୁରି ଜୋର୍‌ଦାର କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ…

ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ହେଉଛନ୍ତି ୧୯୯୨ ବ୍ୟାଚ୍‌ର ବରିଷ୍ଠ ଓଏଏସ୍‌ ଅଧିକାରୀ। ଏଥିପୂର୍ବରୁ ସେ ଭୁବନେଶ୍ୱର ଇଡ୍‌କୋରେ ଜମି…

‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଜନତା ପୂର୍ଣ୍ଣ ସହଯୋଗ କଲେ ଅଳ୍ପ ଦିନରେ ସବୁକିଛି ସ୍ବାଭାବିକ…

କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ ଅମାନ୍ୟ ଅଭିଯୋଗରେ ବୁଧବାର ୨୧ଜଣଙ୍କୁ ଗିରଫ କରାଯାଇଛି। ୨୧ ଗାଡ଼ି ଜବତ କରାଯିବା ସହ…

ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ ମେଶିନ, ୪୬୪ ବୋତଲ ନକଲି ମଦ, ସ୍ପିରିଟ୍‌, କଲର, ଏସିଡ୍‌, ବାରକୋଡ଼, ଲେବୁଲ, ଖାଲି…

ଲକଡାଉନ ନ ମାନି ୧୦ ଗିରଫ

ଢେଙ୍କାନାଳ ଅଫିସ୍, ୨୫ା୩- ସାରା ଦେଶରେ ଲକଡାଉନ ଜାରିଥିବାବେଳେ ଅନେକ ଲୋକେ ଏହାକୁ ନ ମାନି ବାହାରକୁ ବାହାରୁଥିବା  ଦେଖାଯାଉଛି। ଏହି ନିୟମ ନ ପାଳିବା ଅଭିଯୋଗରେ ଢେଙ୍କାନାଳ ପୋଲିସ ବୁଧବାର ୧୦ ଜଣଙ୍କୁ ଗିରଫ କରିଛି। ଏଥତ୍ସହ ୧୦ଟି ବାଇକ୍…

୫ ବଖରା ଜଳିଗଲା

ଭୁବନ/ମାଧପୁର, ୨୫ା୩(ଡି.ଏନ.ଏ.)- ଅଗ୍ନିକାଣ୍ଡ ଘଟି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବର୍ଣ୍ଣାଳି ଗ୍ରାମର ଈଶ୍ୱର ମାହୁନ୍ତଙ୍କ ୨ ବଖରା ଘର ମଙ୍ଗଳବାର ରାତିରେ ଜଳିଯାଇଛି । ସମସ୍ତେ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଈଶ୍ୱରଙ୍କ ପରିବାର ଲୋକେ ବାହାରକୁ…

ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା

ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ଟାଟାଷ୍ଟିଲ ବିଏସ୍‌ଏଲ୍‌, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ, ଶକ୍ତିସୁଗାର୍ସ ଲିମିଟେଡ୍‌ ଏବଂ ଏମ୍‌ଜିଏମ୍‌…

ଦାନା ଛଡ଼ାଇନେଲାଣି କରୋନା

କାମାକ୍ଷାନଗର, ୨୫।୩(ଡି.ଏନ.ଏ.) – କରୋନା କଟକଣା ପାଇଁ ପ୍ରଭାବିତ ହୋଇଛି ସ୍ବାଭାବିକ ଜୀବନଯାତ୍ରା। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବାକୁ ଜାରି ହୋଇଛି କଡ଼ା ନିର୍ଦ୍ଦେଶ। ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କର ଘରୁ ଗୋଡ଼ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri