ଢେଙ୍କାନାଳ ଅଫିସ, ୧୮।୧୦: ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରୁଛି ଢେଙ୍କାନାଳର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ଅରବିନ୍ଦ ବଜାର ମହିଷାପାଟ।…
ବଇଣ୍ଡା,୧୮।୧୦(ଡି.ଏନ୍.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଏକ…
ଢେଙ୍କାନାଳ ଅଫିସ, ୧୫।୧୦: ଢେଙ୍କାନାଳ ମହିଷାପାଟ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାର ଶୁକ୍ରବାର ଥିଲା ୫ମ ସନ୍ଧ୍ୟା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନର…
ଢେଙ୍କାନାଳ ଅଫିସ, ୧୫ା୧୦: ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍ ଜୁବିଲି ସମାରୋହର ଶୁକ୍ରବାର ଥିଲା ୫ମ ସନ୍ଧ୍ୟା। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରଜଙ୍ଗ…
ଢେଙ୍କାନାଳ ଅଫିସ, ୧୫।୧୦: ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍ ଅଞ୍ଚଳରେ ଥିବା କାଳିକାନଗର ପୂଜା ପ୍ରତିଷ୍ଠାନ ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ।…
କାମାକ୍ଷାନଗର, ୧୫ା୧୦(ଡି.ଏନ୍.ଏ.): ୨୦୧୮ ଅକ୍ଟୋବର ୨୭। ମା’ ଲକ୍ଷ୍ମୀଙ୍କ ପୂଜାରେ ସାରା ଢେଙ୍କାନାଳ ଜିଲା ଉତ୍ସବମୁଖର ହୋଇଉଠିଥିବାବେଳେ ଓଡ଼ାପଡ଼ା ବ୍ଲକ କମଳାଙ୍ଗରୁ ହାତୀକୁ ନେଇ ଆସିଥିଲା ଦୁଃଖଦ…
କାମାକ୍ଷାନଗର,୧୪ା୧୦(ଡି.ଏନ୍.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭଏରପୁର ପଞ୍ଚାୟତ ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟରେ ଥିବା ଚାଷଜମିରୁ ଏକ ଦନ୍ତାହାତୀର ମୃତଦେହ…
କାମାକ୍ଷାନଗର,୧୩ା୧୦(ଡି.ଏନ୍.ଏ.): ଜଣେ ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ଫଳରେ ଏହି ବନ୍ଦର…
ଢେଙ୍କାନାଳ ଅଫିସ, ୧୩।୧୦: ଅଶିଣର ହାଲୁକା ହାଲୁକା ଶୀତରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ଦେବୀ। ଲକ୍ଷ୍ମୀ ଠାକୁରାଣୀଙ୍କ ଆଗମନରେ ଏକାକାର ସମଗ୍ର ସହର। ନାହିଁ ଜାତି,…
ଢେଙ୍କାନାଳ ଅଫିସ, ୧୧।୧୦: ଭାଇଚାରା ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜାରେ ଅନ୍ୟତମ ଆକର୍ଷଣ ସାଜିଛି କଳାକୁଞ୍ଜ ଏବଂ ବିଭିନ୍ନ ମୁଦ୍ରାରେ ବିରାଜମାନ କରିଥିବା…