ଯୁବ ଚାଷୀଙ୍କୁ ପାଦରେ ଦଳିଦେଲା ହାତୀ: ଫସଲ ଜଗିବାକୁ ଯାଉଥିବାବେଳେ…
ଦେବଗଡ,୧୨।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡରେ ଜାରି ରହିଛି ହାତୀ-ମଣିଷ ଲଢେଇ । ଏହି କ୍ରମରେ ଶନିବାର ସଂଧ୍ୟାରେ ଦେବଗଡ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୋଲଡିହୀ ଗ୍ରମ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି...
ବାପାଙ୍କୁ ହାଣି ମାଟିରେ ପୋତିଦେଲେ ପୁଅ
ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ନିଜ ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଔତଳ ଗାଁରେ। ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା...
ଦ୍ୱିଦିବସୀୟ ହକି ପ୍ରତିଯୋଗିତାରେ ଜୀବନ ଜ୍ୟୋତି କ୍ଲବ ଚାମ୍ପିୟନ, ବିଜେତା ଦଳକୁ ମିଳିଲା ଟ୍ରଫି ସହ ବଡ ଖାସି
ଦେବଗଡ,୮।୧୦(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଗଜୁରିବଣୀ ଗ୍ରାମରେ ପିଜି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିଦିବସୀୟ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ରାଜଗାଙ୍ଗପୁର ରାମବାହାଳ ଆର୍ଏମ୍ବିଏଲ...
ରିଆମାଳ ବନାଞ୍ଚଳ ଦନ୍ତା ହାତୀର ମୃତହେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ଦେବଗଡ,୮।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଆମାଳ ବନାଞ୍ଚଳ ଏକ ଦନ୍ତା ହାତୀ ମୃତ। ରେଙ୍ଗାଳବେ ସେକ୍ସନ ଅନର୍ଗତ କାଉଁସିତଇଲା ଗାଁ ରାସ୍ତା ନିକଟରେ ହାତୀର ମୃତ ହେହ ଠାବ ହୋଇଛି। ହାତୀର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ...
ଯୁବନେତା ଶୁକଦେବ ଭଞ୍ଜଙ୍କୁ ଗୁରୁ ଦାୟିତ୍ୱ: ଦେବଗଡର ସୋସିଆଲ ମିଡିଆ କୋଡିନେଟର ଭାବେ ମନୋନୀତ
ଦେବଗଡ,୭।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ କୋଡିନେଟର ଭାବେ ଯୁବନେତା ଶୁକଦେବ ଭଞ୍ଜ ମନୋନୀତ ହେଇଛନ୍ତି। ତେଣୁ ଶୁକଦେବ ଭଞ୍ଜ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ସୋସିଆଲ...
ଏପଟେ ଜଳୁଥିଲା ପ୍ରେମିକ।ଙ୍କ ଜୁଇ, ସେହି ଶ୍ମଶାନରେ ରଶି ଲଗାଇ ଝୁଲିପଡ଼ିଲେ ପ୍ରେମିକ
ଦେବଗଡ଼, ୫।୧୦ (ଶଶାଙ୍କ ଶେଖର ଝାଙ୍କର): ପ୍ରେମିକାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ଼ ପୌରାଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେବଗଡ଼ ପୌରାଞ୍ଚଳ ଦୋଳମଣ୍ଡପ ସାହିର ପ୍ରଦୀପ ନାଏକଙ୍କ ପୁଅ ସିଦ୍ଧାନ୍ତ...
ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ, ପାଦ ଚିହ୍ନ ଠାବ ପରେ ଭୟରେ ଲୋକେ
ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ଗତ କିଛି ଦିନ ହେଲା ବାଘ ବୁଲୁଥିବା ସୂଚନା ରହିଥିବା ବେଳେ ପ୍ରଥମଥର ପାଇଁ ବାଘ ପାଦ ଚିହ୍ନ ଲୋକ ଲୋଚନକୁ ଆସିଛି ।...
ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କାର୍କୁ ପଛପଟୁ ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…
ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟତନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍କୁ ଧକ୍କା ଦେଇ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି...
୮ ଦଫା ଦାବି: ଗାଁ ସାଥୀ ସଂଘର ଚେତାବନୀ
ଦେବଗଡ,୨୭।୯(ଶଶାଙ୍କ ଶେଖର ଝାଙ୍କର): ଗ୍ରାମାଞ୍ଚଳରେ କାମ କରୁଥିବା ଗାଁସାଥୀ(ମେଟ) ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୮ ଦଫା ଦାବିରେ ଓଡିଶା ପ୍ରଦେଶ ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଦେବଗଡ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର...
ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ
ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମଲାରବାହାଳ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଜିଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ବାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶାଶୁ...
ଇସି ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ପାଇଁ ଜିଲାପାଳଙ୍କୁ ଦାବିପତ୍ର
ଦେବଗଡ,୨୧।୯(ଶଶାଙ୍କ ଶେଖର ଝାଙ୍କର): ସିଏଲଏଫ ଓ ଜିପିଏଲଏଫ ତଥା ଇସି ପୁନର୍ଗଠନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ ଇସି ମାନଙ୍କ ମଧ୍ୟରେ ଭାଳେଣି ପଡିବା ସହ ଏହାକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ଦେବଗଡ...
ବନ୍ୟଜନ୍ତୁ ଶିକାର କରିବାକୁ ବିଦ୍ୟୁତ୍ ଫାଶ ବିଛାଉଥିଲେ ଯୁବକ, ପୋଲିସକୁ ଦେଖି…
ଦେବଗଡ,୨୦।୯(ଶଶାଙ୍କ ଶେଖର ଝାଙ୍କର): ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ଫାଶ ବିଛାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣକ ଦେବଗଡ ଥାନା ନୂଆଁଭୁଇଁ ଗ୍ରାମର ସୁନୀଲ ସାହୁ(୨୬)ବୋଲି ଜଣାପଡିଛି । ବନ...
Archives


