କଟକ

ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍‌ ମଜୁମ୍‌ଦାର

ଭୁବନେଶ୍ୱର,୧୧ା୧୦: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।...

ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା: ସିପି

କଟକ,୧୦ା୧୦: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ...

କଟକ ଦଶହରା ଗଣ୍ଡଗୋଳ: ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୯ା୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ...

ବାଲିଯାତ୍ରା ଗ୍ରାଉଣ୍ଡ୍‌ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା: ନିର୍ଦ୍ଦେଶନାମା ଜାରି

କଟକ,୮ା୧୦: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା...

ଆଜି ରାଜ୍ୟବ୍ୟାପୀ କଲମଛାଡ଼: କୋଟିଏ ଟଙ୍କା କ୍ଷତିପୂରଣ ଦାବି

କଟକ,୮।୧୦(କାର୍ତ୍ତିକ ସାହୁ): ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ...

କଟକରୁ ହଟିଲା କର୍ଫ୍ୟୁ: ଇଣ୍ଟରନେଟ ସେବାକୁ ନେଇ ବଡ଼ ସୂଚନା ଦେଲେ ପୋଲିସ କମିଶନର

କଟକ,୭।୧୦: ଶେଷରେ କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି। ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ। ପରିସ୍ଥିତି ଦେଖି ଇଣ୍ଟରନେଟ...

କଟକ ସହରରେ କର୍ଫ୍ୟୁ କଟକଣା କୋହଳ: ଜୀବନଯାତ୍ରା ସ୍ବାଭାବିକ

କଟକ,୭।୧୦: କଟକ ସହରରେ କଟକଣା କୋହଳ ହୋଇଛି। ପରବର୍ତ୍ତୀ କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଫଳରେ କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଜି ସକାଳ ୧୦ଟା...

କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

କଟକ,୬।୧୦: କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଧ ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ଜିଲା ପ୍ରଶାସନର ପ୍ରସ୍ତାବ ଦେଇଥିଲା। ତେବେ କିଛି ସମୟ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିଛି। ଏ ନେଇ କଟକ ଅତିରିକ୍ତ ଜିଲାପାଳ...

କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ

କଟକ,୬ା୧୦: କଟକ ସହରରେ ଅଶାନ୍ତି ସୃଷ୍ଟି କରିଥିବା ଘଟଣାରେ ୮ ଜଣଙ୍କୁ ସୋମବାର ଗିରଫ କରିଛି ପୋଲିସ। ଏନେଇ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଭସାଣି ସମୟରେ ଅଶାନ୍ତି ସୃଷ୍ଟି କରି ଭଙ୍ଗାରୁଜା ଏବଂ ପୋଲିସକୁ...

ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ: ଆକ୍ସନ ମୋଡ୍‌ରେ ପୋଲିସ

କଟକ,୫।୧୦: ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ...

ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଲା ବଡ଼ ଷଡ଼ଯନ୍ତ୍ର

ଚୌଦ୍ୱାର,୫ା୧୦: ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା...

ଭସାଣରେ ଗୋଷ୍ଠୀ ସଂଘର୍ଷ: ଢେଲାପଥର ମାଡ଼ରେ ଡିସିପିଙ୍କ ଆଖି ଫାଟିଲା, ଅଟକିଲା ମେଢ଼

କଟକ,୪ା୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri