କୟଳପଡ଼ାରେ ହାତୀ, ଲୋକେ ଭୟଭୀତ
ଚୌଦ୍ୱାର,୧୨ା୧(ଡି.ଏନ୍.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଚଷାପଡା ଗ୍ରାମର ସୁବ୍ରତ ରାଉତ…
ପରମହଂସ ସେତୁରେ ଲୁଟେରାଙ୍କ ଦୌରାତ୍ମ୍ୟ
କଟକସଦର,୧୨ା୧(ଡି.ଏନ୍.ଏ.): କାଠଯୋଡ଼ି ନଦୀର ପରମହଂସ ସେତୁରେ ରାତିରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ କେତେଜଣ ଯୁବକ ସେତୁ ଉପରେ ଆଡ୍ଡା ଜମାଉଛନ୍ତି। ଫଳରେ ପରମହଂସ, ଗୋବିନ୍ଦପୁର, ରାଉତ୍ରାପୁର, କଳପଡ଼ା ଅଞ୍ଚଳର ଲୋକମାନେ ଯିବା ଆସିବାରେ ନିରାପଦ…
ଆତ୍ମହତ୍ୟା ପୂର୍ବରୁ ଭିଡିଓ ଶୁଟିଂ କଲେ ଯୁବକ, ପ୍ରେମିକାଙ୍କ ପ୍ରତାରଣା ସହି ନ ପାରି ଏଭଳି କରିଥିବା କହିଲେ
କଟକ ଅଫିସ,୧୧।୧: ପ୍ରେମିକାଙ୍କ ପ୍ରତାରଣାକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ କାରଣ ଦର୍ଶାଇ ଏକ ଭିଡିଓ ଶୁଟିଂ କରିଛନ୍ତି। ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳଧାରଣାରୁ ଜିଆର୍ପି ପୋଲିସ ସମ୍ପୃକ୍ତ ଯୁବକଙ୍କ…
ଏସ୍ସିବି ଆଇସିୟୁରୁ ହ୍ୟାଣ୍ଡକଫ୍ ଅବସ୍ଥାରେ ଅଭିଯୁକ୍ତ ଚମ୍ପଟ୍
କଟକ ଅଫିସ,୧୧।୧: ଏସ୍ସିବି ଆଇସିୟୁରୁ ହ୍ୟାଣ୍ଡକଫ୍ ଲାଗିଥିବା ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଛନ୍ତି। ତାଙ୍କ ନାମ ହେଉଛି ଆଲୋକ କୁମାର ସାହୁ। ଆଲୋକଙ୍କୁ ଏକ ଚୋରି ମାମଲାରେ ଜଗତ୍ସିଂହପୁର ଜିଲା ରଘୁନାଥପୁର ଥାନା ପୋଲିସ ଗିରଫ…
ମାଞ୍ଜାସୂତାରେ ଗୁଡ଼ି ଉଡ଼ାଇବା ନିଷେଧ
କଟକ ଅଫିସ, ୧୧ା୧: କଟକରେ ମାଞ୍ଜାଦିଆ ସୂତା ଗୁଡ଼ିଉଡ଼ା ନିଷେଧ। ଗୁଡ଼ିଉଡାକୁ ପ୍ରଶାସନ ପକ୍ଷରୁ ବନ୍ଦ କରା ନ ଯାଇ ଗୁଡ଼ି ଉଡ଼ା ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗୁଡିଉଡା ପାଇଁ ପ୍ରଶାସନ ପକ୍ଷରୁ ୧୦ଟି ସ୍ଥାନ…
ମହାନଦୀରେ ଡଙ୍ଗା ବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ
ବଡମ୍ବା,୧୧ା୧(ଡି.ଏନ୍.ଏ.): ମହାନଦୀରେ ନୌବିହାର ବେଳେ ଡଙ୍ଗାବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଥିବାବେଳେ ୨ଜଣଙ୍କୁ ସ୍ଥାନୀୟ କେତେଜଣ ଲୋକ ଉଦ୍ଧାର କରିଛନ୍ତି। ବଡମ୍ବା ଥାନା ଅନ୍ତର୍ଗତ ମା’ଭଟ୍ଟାରିକାଙ୍କ ପୀଠ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏହି ଘଟଣା। ଦେଖଣାହାରୀଙ୍କ କହିବା ମୁତାବକ ସେମାନେ…
ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର
କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ ଗଳିର ଏହି ସହରର ପ୍ରତ୍ୟେକ ସାହିବସ୍ତିର ନାଁ ପଛରେ ଲୁଚି ରହିଛି ଚମତ୍କାର କାହାଣୀ।…
ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ବାଙ୍କୀ,୧୦।୧(ବି.ପ୍ର): ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍କୀ ବ୍ଲକ ଅନ୍ତର୍ଗତ ସହଗଁା ଗୋପାଳପୁର ଗ୍ରାମର ସମୀର କୁମାର ସିଠ(୩୩)। ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ…
ଏରସମା ଫାଶୀଦଣ୍ଡ ମାମଲା:୨୪ରେ ପରବର୍ତ୍ତୀ ଶୁଣାଣି
କଟକ ଅଫିସ,୧୦।୧: ଜଗତ୍ସିଂହପୁର ଜିଲା ଏରସମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଫାଶୀଦଣ୍ଡ ପାଇଥିବା କାଳିଆ ମାନା ମାମଲା ଉପରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଜବାବ…
ବାରିପଦା ଫାଶୀଦଣ୍ଡ ମାମଲା: ୧୪ରେ ପରବର୍ତ୍ତୀ ଶୁଣାଣି
କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ ଦଣ୍ଡାଦେଶ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ବିଚାରପତି ଜଷ୍ଟିସ ଅକ୍ଷୟ କୁମାର ମିଶ୍ର…
ମଧ୍ୟାହ୍ନଭୋଜନ ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ, କଟକ ବଡ଼ ମେଡିକାଲରେ ଭର୍ତ୍ତି
ନରାଜ,୯।୧(ଡି.ଏନ୍.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ଉପ୍ରା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରୁଥିବା ୨୫ଜଣ ପିଲାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ସୂଚନାନୁଯାୟୀ, ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ…
କଳାହାଣ୍ଡି ଜିଲାପାଳ, ଏସ୍ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ
କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ…
Archives


