ଦୁଇ ଦିନରେ କଟିଲାଣି ୭ ଲକ୍ଷ ଟଙ୍କାର ଚାଲାଣ
କଟକ ଅଫିସ,୨୭ା୩: ରାଜ୍ୟରେ ‘ଲକ୍ଡାଉନ୍’ ନିର୍ଦ୍ଦେଶ ବଳବତ୍ତର ଥିଲେ ସୁଦ୍ଧା ଲୋକେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳସ୍ବରୂପ ଗତ ଦୁଇ ଦିନରେ କଟକ ସହରରେ ଗାଡ଼ିଚାଳକମାନଙ୍କଠାରୁ ପୋଲିସ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଲାଣ କାଟିସାରିଲାଣି। ବିଭିନ୍ନ ଥାନା...
ହେଲ୍ପଲାଇନ୍ ନମ୍ବର ଜାରି କଲା ପୋଲିସ
କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ...
ଅତ୍ୟାବଶ୍ୟକ ସେବା ପାଇଁ ୮ ଅଟୋ
କଟକ ଅଫିସ୍,୨୭ା୩: ଲକ୍ଡାଉନ୍ ଯୋଗୁ କଟକ ସହରରେ ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଜରୁରୀ ପରିସ୍ଥିତିରେ ମଧ୍ୟ ଲୋକେ ଅଟୋରିକ୍ସା ପାଇପାରୁନାହାନ୍ତି। ଏଭଳି ସମୟରେ ସହାୟତା ପାଇଁ ଆଗେଇ ଆସିଛି କଟକ ଅଟୋରିକ୍ସା ମହାସଂଘ। ଏନେଇ ମହାସଂଘ ପକ୍ଷରୁ କଟକ...
ବାଦାମବାଡ଼ି-ଲିଙ୍କ୍ରୋଡ୍କୁ ଘୁଞ୍ଚିବ ଛତ୍ରବଜାର
କଟକ ଅଫିସ,୨୭ା୩: ପ୍ରଶାସନର ନାନା କଟକଣା ସତ୍ତ୍ବେ ଛତ୍ରବଜାରରେ ଲୋକଙ୍କ ଭିଡ଼ କମୁନାହିଁ। ବୁଧବାର ଗ୍ରାହକ ଓ ଦୋକାନୀଙ୍କ ପାଇଁ ଚିହ୍ନ ଦିଆଯାଇଥିଲା। ହେଲେ ଗୁରୁବାର ତାହାକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ କମ୍ ଜାଗା...
କରୋନା ସହାୟତା: ଓସିଏ ସଭାପତି ଦେଲେ ୧ କୋଟି
କଟକ ଅଫିସ,୨୬।୩- କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଉଦ୍ୟମ ଜାରି ରହିଛି । ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିଶାଳ ଭିତ୍ତିଭୂମି ନିର୍ମାଣ ପାଇଁ ଯୋଜନା ଏହି ପରିପ୍ରେକ୍ଷୀରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସଭାପତି ପଙ୍କଜ...
ନିରତାରରେ କ୍ୱାରାଣ୍ଟାଇନ ବ୍ୟବସ୍ଥା ନ କରିବାକୁ କେନ୍ଦ୍ରୀୟ ସଚିବଙ୍କ ଅନୁରୋଧ
କଣ୍ଟାପଡା,୨୬ା୩(ଡି.ଏନ୍.ଏ.)- କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍ ଭି ନିରତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ରରେ କ୍ୱାରାଣ୍ଟାଇନ କ୍ୟାମ୍ପ ନ କରିବାକୁ କେନ୍ଦ୍ରୀୟ ବିଭାଗୀୟ ସଚିବ ଶକୁନ୍ତଳା ଡି...
ମାସକର ଖାଦ୍ୟ ମାଗଣାରେ ଦେବାକୁ ନିବେଦନ
କଟକ ଅଫିସ୍,୨୬ା୩: କରୋନାକୁ ଦୃଷ୍ଟିରେ ରଖି ୨୧ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି। ତେବେ ଏଥିଯୋଗୁ ଦିନମଜୁରିଆ, ଚୁକ୍ତିଭିିିତ୍ତିକ ଶ୍ରମିକ, ନିର୍ମାଣ ଶ୍ରମିକ, ପାଚିକା, ପରିଚାରିକା, ରିକ୍ସା ଚାଳକ, ଅଟୋ ଚାଳକ, ଉଠାଦୋକାନୀ, ଚାଷୀ ପ୍ରମୁଖଙ୍କ...
ସିଏମ୍ସି ପକ୍ଷରୁ ହୋମ ଡେଲିଭରି ସେବା
କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍ଡାଉନ୍ ସମୟରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ ନିଆଯାଇଛି। ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ସିଏମ୍ସି କମିଶନର...
ଯୋଗାଣ ଅନୁନିରୀକ୍ଷିକାଙ୍କ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ
କଣ୍ଟାପଡା,୨୫। ୩ (ଡି.ଏନ.ଏ): କରୋନା ଭାଇରସ ଭୂତାଣୁ ପାଇଁ ସାରା ଭାରତ ୨୧ଦିନିଆ ଲକଡାଉନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏହାସହ କେତେକ ଜରୁରୀ ଆବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ସବୁ ବନ୍ଦ ରହିବାର ଘୋଷଣା ହୋଇଥିଲା। ଫଳରେ ଜନସାଧାରଣ...
ଫାଇନ୍ ଦେଲେ, ସଚେତନ ହେଲେ
ଚୌଦ୍ୱାର,୨୫ା୩ (ଡି.ଏନ୍.ଏ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ସାରା ବିଶ୍ୱ ସଚେତନତା ଉପରେ ଗୁରୁତ୍ୱ ଦେଇଛି। ସେହିପରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଗାମୀ ୨୧ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଘରୁ ନ ବାହାରିବା ପାଇଁ ନିବେଦନ...
କଟକଣା ସତ୍ତ୍ୱେ ଛତ୍ରବଜାରରେ ଭିଡ଼: ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି
କଟକ ଅଫିସ,୨୫।୩: କରୋନା (କୋଭିଡ୍-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମାତ୍ର କଟକ ଛତ୍ରବଜାରରେ ଏହି କଟକଣାକୁ ଲୋକେ ମାନୁ ନ ଥିବା ଦେଖିବାକୁ ମିଳୁଛି। ଲକ୍ଡାଉନ୍ ସତ୍ତ୍ୱେ ପ୍ରବଳ ଭିଡ଼ ଜମୁଛି।...
ଏଟିଏମ୍ରେ ନାହିଁ ସାନିଟାଇଜର ବ୍ୟବସ୍ଥା
ନିଶ୍ଚିନ୍ତକୋଇଲି,୨୪।୩(ସ୍ବ.ପ୍ର)- ଭାରତରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ଲକ୍ଡାଉନ୍ କରିଦିଆଯାଇଛି। ଏହି ସମୟରେ ଜରୁରିକାଳୀନ ସେବା ହିସାବରେ ପରିବା ଦୋକାନ, ଔଷଧ ଦୋକନ, ବ୍ୟାଙ୍କ ଭଳି ଏଟିଏମ୍ ସେବା ଚାଲୁ...
Archives


