କଟକ

ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ ମହାଦେଶର ଏହି ସର୍ବବୃହତ୍‌ ଚିଡ଼ିଆଖାନା ଉପରେ କରୋନା ମାଡ଼ ପଡ଼ିଛି। ମାର୍ଚ୍ଚ ୧୫ରୁ ନନ୍ଦନକାନନରେ…

ସଙ୍ଗରୋଧ କେନ୍ଦ୍ରରେ ଭୀଷଣ ଅବ୍ୟବସ୍ଥା: ଭାଜପାର ଦାବିପତ୍ର

କଟକ ଅଫିସ,୨୭ା୫: କଟକ ଜିଲାରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସାଂଘାତିକ। ସେଠାରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ କରି ଭାଜପା ପକ୍ଷରୁ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବୁଧବାର ଦାବିପତ୍ର ଦିଆଯାଇଛି। ଦଳର ଅଭିଯୋଗ ହେଉଛି, ଜିଲାରେ ୬୧୨ଟି ଅସ୍ଥାୟୀ…

ଜୁଲାଇ ୨୪ ସୁଦ୍ଧା ସରିବ ସବୁ ପରୀକ୍ଷା

କଟକ ଅଫିସ,୨୭ା୫: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଜୁନ୍‌ ୧୭ ପରେ ବିଶ୍ୱବିଦ୍ୟାଳୟ ଖୋଲିଲେ ବାକି ଥିବା ସମସ୍ତ ପରୀକ୍ଷା ସାରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ କିଛି ବିଭାଗରେ ଇଣ୍ଟରନାଲ…

କୁଖ୍ୟାତ ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୭ା୫: ସହରର ଦୁଇ କୁଖ୍ୟାତ ଲୁଟେରାଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏହି ଦୁଇ ଜଣ ହେଲେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର…

ମାଗୁରା ନୌକାବିହାର ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଚୌଦ୍ୱାର,୨୭।୫(ଡି.ଏନ.ଏ)-ଚୌଦ୍ୱାର ବିରୂପା ନିକଟରେ ନିର୍ମାଣ ଚାଲିଥିବା ମାଗୁରା ନୌକାବିହାର କମ୍ପ୍ଲେକ୍ସକୁ ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି। ଏଥିସହିତ ଏହି କମ୍ପ୍ଲେକ୍ସର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌବିକ ବିଶ୍ୱାଳ ଓ…

କଟକରେ ଖୋଲିଲା ପାର୍କ

କଟକ ଅଫିସ,୨୭।୫: କଟକରେ ଖୋଲିଲା ପାର୍କ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏ ପାର୍କ ଖୋଲା ରହିବ। ତେବେ ପାର୍କରେ ମାସ୍କ ପିନ୍ଧିବା…

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର

କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ ଏକ ବୋଲେରୋ (ଓଡି୦୨ ଏପି ୪୨୮୮)ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଆସୁଥିଲେ। ମହାନଦୀର ମୁଣ୍ଡଳୀ ବ୍ରିଜ୍‌…

ପ୍ରବାସୀଙ୍କୁ ସହାୟତା ବେଳେ ରୋକିଲା ପୋଲିସ: ଡିଜିପିଙ୍କୁ ଦାବିପତ୍ର

କଟକ ଅଫିସ,୨୬।୫: କଟକ ଦେଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜରାସ୍ତାରେ ଖାଦ୍ୟ ପାନୀୟ ବାଣ୍ଟୁଥିଲା ଏସ୍‌ୟୁସିଆଇ (ସି) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ। କିନ୍ତୁ ଏହାକୁ ପୋଲିସ ବନ୍ଦ କରିଦେଇଛି। ସୋମବାର ସକାଳ ସାଢ଼େ ୧୦ଟା ବେଳେ…

କରୋନା ଯୋଦ୍ଧା ସମ୍ମାନିତ

ଚୌଦ୍ୱାର,୨୬ା୫(ଡି.ଏନ୍‌.ଏ.): କରୋନା ଯୋଗୁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଥିବା ବେଳେ କିଛି ଦିନ ସଟ୍‌ଡାଉନ ମଧ୍ୟ ଥିଲା। ଏହି ସମୟରେ କଟକ ଜିଲା ଚୌଦ୍ୱାର ସହରବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଡା. ରବିନ୍ଦ୍ର କୁମାର ମହାପାତ୍ରଙ୍କୁ ଓଡ଼ିଶା ବାପ୍‌ଟିଷ୍ଟ…

ପ୍ରଥମ ଦିନରେ ୧୭୪୨ ଲିଟର ବିକ୍ରି

କଟକ ଅଫିସ,୨୫।୫-ନାନା ବାଦ ବିବାଦ ଭିତରେ ପ୍ରାୟ ଦୁଇ ମାସ ପରେ କଟକ ଜିଲାରେ ସୋମବାରଠାରୁ ମଦ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୭୪୨ ଲିଟର ମଦ ବିକାଯାଇଛି। ଜିଲା ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଜିଲାରେ ୩୬ଟି…

ପଥରରେ ଜୀବନ୍ତ ରୂପ ନେଲେ ଦଶଭୁଜା

କଟକ ଅଫିସ,୨୫ା୫: ନିହାଣ ମୁନରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ଲକ୍‌ଡାଉନ୍‌ ସମୟର ସଦୁପଯୋଗ କରି ସେ ଏକ ଚମତ୍କାର ମୂର୍ତ୍ତି ନିର୍ମାଣ କରିଛନ୍ତି। ପଥରରେ ଦୁର୍ଗାଙ୍କ ଦଶଭୁଜା ମୂର୍ତ୍ତି ପ୍ରତିଫଳିତ ହୋଇଛି। ମହାନଦୀ…

କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri