ଭାରସାମ୍ୟ ହରାଇ ଜଳଖିଆ ଦୋକାନରେ ପଶିଲା ବାଇକ୍: ଜଣେ ମୃତ, ଦୁଇ ଗୁରୁତର
ବୌଦ୍ଧ,୩୧।୮(ଡି.ଏନ୍.ଏ.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ହରେକୃଷ୍ଣପୁର ଶିବମନ୍ଦିରଠାରେ ଶନିବାର ସକାଳେ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ସୂଚନାମୁତାବକ, ୩ ଯୁବକ ଏକ ବାଇକ୍ ଯୋଗେ ମନମୁଣ୍ଡାରୁ ନିଜ ଗ୍ରାମ ନୟାଗଡ଼କୁ...
ଦୁଇ ଦିନ୍ ଉତାରୁ ନୂଅଁ।ଖାଇ:ଘର ସଜାବାରେ ସଭେ ବାଇ
ଘଣ୍ଟାପଡା, ୩୧।୮ (ଡି.ଏନ୍.ଏ.): ଦୁଇ ଦିନ୍ ଉତାରୁ ଗଁାଗଁଲିରୁ ସହର ତକ୍ ସବୁନେ ଜାକ୍ଜମକରେ ପାଲନ ହେବା ପଶ୍ଚିମ ଓଡ଼ିଶାର ସିଘା ପରବ୍ ନୂଅଁାଖାଇ। ସେଥିରଲାଗି ଗଁାରୁ ସହର ତକ୍ ସବୁଠାନେ ଜୁକାନ ବଜାର, ହାଟ ହଟଲି, ବସ୍ଷ୍ଟାଣ୍ଡ, ରେଲ...
ଆବାସ ଯୋଜନାରୁ ବଁଚିତ୍ ପୂର୍ଣ୍ଣବାସୀ
ଜହ୍ନାପଙ୍କ, ୨୮।୮ (ଡି.ଏନ୍.ଏ.): ବୌଦ୍ଧ ଜିଲା ତେଲିବନ୍ଧ ପଁଚେତ୍ ଅଧୀନ ରାମପୁର ଗଁାର ପୂର୍ଣ୍ଣବାସୀ ଦାସ ଗୁଟେ ଭଂଗା ଦଦ୍ରା ଘରେ ଜୀବନ୍କେ ପାଏନ୍ ଛଡ଼େଇ ରହୁଛନ୍। ଇଆଡ଼େ କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ବାସହୀନ ପରିବାରମାନକୁ...
ଗଞ୍ଜେଇ ବୋଝେଇ ପିକ୍ଅପ୍ ଜବତ: ଡ୍ରାଇଭର ଗିରଫ
କଣ୍ଟାମାଳ ,୨୭।୮(ଡି.ଏନ୍.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୋରିଗୁଭା ଛକରେ ମଙ୍ଗଳବାର ଏକ ଗଞ୍ଜେଇ ବୋଝେଇ ପିକ୍ଅପ ଭ୍ୟାନକୁ ପୋଲିସ ଜବତ କରିଛିି। ଗାଡ଼ି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉକ୍ତ...
ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍ ମୃତ
ବୌଦ୍ଧ,୨୬।୮(ଡି.ଏନ୍.ଏ.) : ବୌଦ୍ଧ ଜିଲା ଏଡିଏମ୍ ରମାକାନ୍ତ ସେଠୀ(୫୫)ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସେଠୀ ସୋମବାର ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କରଡ଼ାକୋଠା ନିକଟରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ...
ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍ ଗୁରୁତର
ବୌଦ୍ଧ,୨୬।୮(ସ୍ବ.ପ୍ର.) : ବୌଦ୍ଧ ଜିଲା କରଡ଼ାକୋଠା ନିକଟରେ ସୋମବାର ସକାଳୁ କାର୍ ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍ ରମାକାନ୍ତ ସେଠୀ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କରଡ଼ାକୋଠା ନିକଟରେ କାର୍ଟି ଭାରସାମ୍ୟ...
ଭତ୍ତା ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର
ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତର...
ଭତ୍ତା ଟଙ୍କା ନେଇ ଯାଉଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଟ୍ର ଶିକାର
କଣ୍ଟାମାଳ,୧୬।୮(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା- ଲମ୍ବସରି ରାସ୍ତାର ଯୋଗୀନ୍ଦ୍ରପୁର ନିକଟରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିପୁଳ ଦାସଙ୍କଠାରୁ ଲୁଟ୍ ହୋଇଛି। ସୂଚନାଯୋଗ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ନେଇ କାର ଯୋଗେ...
୬ ମାସ ହେଲା ସଏଲାନ ବିଜୁ ପକ୍କାଘର କାମ୍: ବିଲ୍ ଲାଗି ହିତାଧିକାରୀ ବାରଦୁଆର
ବୌଦ୍ଧ, ୧୫ା୮(ସ୍ବ.ପ୍ର.): କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ନିଅଁାସି ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍। ଯେନ୍ ହିତାଧିକାରୀମାନେ ଧାଯ୍ ସମିଆ ଭିତରେ...
ତେଲନଦୀରେ ବନ୍ୟାଜଳ: ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
କଣ୍ଟାମାଳ,୧୩।୮(ଡି.ଏନ୍.ଏ.): ବୌଦ୍ଧ ଜିଲାର ତେଲନଦୀରେ ବନ୍ୟାଜଳ ଆସିବାରୁ ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉଦେପୁରଠାରେ କଣ୍ଟାମାଳ-ବାଲିଗୁଡା ରାସ୍ତାରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକ...
ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର
ଜହ୍ନାପଙ୍କ, ୧୨ା୮(ଡି.ଏନ୍.ଏ.): ବୌଦ୍ଧ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍ ଅଧୀନ ନାରାୟଣ ନଗର। ଇ ଗଁାରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ-୨ ଅନେକ ଦିନ୍ ହେଲା ଦରଖଁଡ଼ିଆ ଅବସ୍ତାରେ ପଡ଼ିରହିଛେ। କେନ୍ଦ୍ରର ନିଜର ଘର ନାଇଁଥିଲାବେଲେ କରମୀ ଝନ୍କ...
ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୌଦ୍ଧ,୯।୮(ଡି.ଏନ୍.ଏ.): ବୌଦ୍ଧ ଜିଲା ମନମୁଣ୍ଡା କୁଣ୍ଡାମାଲ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅଚ୍ୟୁତ ସୁନା। ଗୁରୁବାର ରାତିରେ ସେ କୌଣସି କାମରେ ପଲସାଜୋରା ଗ୍ରାମକୁ ଯାଇ ଆଉ...
Archives


