ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା
ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍ ଡାଉନ ଯୋଗୁ କାମ ଧନ୍ଦା ଠପ୍ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୩ ମାସର ଚାଉଳ ଦେବା ସହିତ ହଜାରେ ଟଙ୍କା ମଧ୍ୟ ଦେବାର...
କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ
ପୁରୁଣାକଟକ, ୧୬୪(ଡି.ଏନ୍.ଏ.): ବୌଦ୍ଧ ଜିଲା ବିଜେଡି ଉପସଭାପତି ତଥା ହରଭଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ ଗୁରୁବାର କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏକ ଚେକ...
ବିଲରେ ବିଦ୍ୟୁତ ତାର ଲାଗି ଯୁବକଙ୍କ ଦେହ ପୋଡ଼ିଗଲା
ମନମୁଣ୍ଡା, ୧୬।୪ (ଡି.ଏନ.ଏ):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ରତାଖଣ୍ଡିର ଲବ ପାଣ୍ଡେ(୨୨) ଗୁରୁବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର ବହୁ ଅଂଶ ପୋଡି ଯାଇଛି। ତାଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନା ଏବଂ ପରେ...
ସାମାଜିକ ଦୂରତାକୁ ମାନୁନାହାନ୍ତି ବ୍ୟବସାୟୀ
ଜହ୍ନାପଙ୍କ, ୧୫।୪ (ଡି.ଏନ.ଏ): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ହାଟପଦାରେ ବସୁଥିବା ଦୈନିକ ବଜାରରେ ବ୍ୟବସାୟୀମାନେ ଦଳ ଦଳ ହୋଇ ପନିପରିବା ବିକ୍ରି କରୁଥିବା ଦେଖାଯାଉଛି। ଚାଷୀମାନେ ଆଣୁଥିବା ପନିପରିବା ପହଞ୍ଚତ୍ବା ମାତ୍ରେ ତାଙ୍କ ଚାରିପାଖେ ଖୁଚୁରା ବ୍ୟବସାୟୀମାନେ...
ଲକ୍ଡାଉନ ଉଲଂଘନ, ୫୧ ଗାଡି ଜବତ
ବୌଦ୍ଧ, ୧୫ା୪(ସ୍ବ.ପ୍ର): ଲକଡାଉନ ନିୟମ ଅମାନିଆ ବାଇକ ଚାଳକଙ୍କୁ ସାବାଡ କରିବାକୁ ବୌଦ୍ଧ ପୋଲିସ ପକ୍ଷରୁ ଉଦ୍ୟମ ହୋଇଛି। ବୁଧବାର ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡିମୋଟର ଯାଞ୍ଚ କରାଯିବା ସହିତ ୫୧ ଗୋଟି ବାଇକ୍ ଜବତ କରାଯାଇଛି। ଜବତ...
ରେଡକ୍ରସ ରିଲିଫ ପାଣ୍ଠିକୁ ସଞ୍ଚିତ ଅର୍ଥ ଦେଲେ ଛାତ୍ରୀ
ବୌଦ୍ଧ, ୧୪ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ମଙ୍ଗଳବାର ବୌଦ୍ଧ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ମୃୁତି ଆରାଧନା ବେହେରା ନିଜ ସଞ୍ଚିତ ଅର୍ଥରୁ ରାଜ୍ୟ ରେଡକ୍ରସ ରିଲିଫ ପାଣ୍ଠିକୁ ୧୨ହଜାର ଟଙ୍କା ଆର୍ଥକ ସହାୟତା ପ୍ରଦାନ...
ବୌଦ୍ଧରେ କୋଭିଡ୍ ହେଲ୍ଥ କେୟାର ସେଣ୍ଟର
ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍-୧୯ ହେଲ୍ଥ କେୟାର ସେଣ୍ଟର ସୋମବାର ଉଦ୍ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର ଉଦ୍ଘାଟନ କରିଥିଲେ । ଏହି ହେଲ୍ଥ କେୟାର ସେଣ୍ଟରରେ ୧୨୦ଟି ନୂତନ ଶଯ୍ୟା...
ପରମ୍ପରା ଆଗରେ ହାର ମାନିଲା କଟକଣା : ବୌଦ୍ଧରେ ପାଳନ ହେଲା ଦଣ୍ଡଯାତ୍ରା
ବୌଦ୍ଧ,୧୩।୪(ସ୍ବ.ପ୍ର): ସୋମବାର ଝାମୁଯାତ୍ରା ଅବସରରେ ପରମ୍ପରା ଆଗରେ ହାର ମାନିଛି ସବୁ କଟକଣା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଗ୍ରାମରେ ଦଣ୍ଡପର୍ବ ସହ ବହୁ ପୀଠରେ ଝାମୁଯାତ୍ରା ପାଳନ କରାଯାଇଛି। ଲକଡାଉନ କଟକଣା ଯୋଗୁ ଯଦିଓ ଯାତ୍ରାରେ ସାଧାରଣ ଲୋକ...
୪ ଦୋକାନକୁ ସିଲ୍ କଲା ପ୍ରଶାସନ
ବୌଦ୍ଧ,୧୨।୪(ସ୍ବ.ପ୍ର): ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ ସାଇକେଲ ଯୋଗେ...
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା
ବୌଦ୍ଧ,୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତର ମହୁମୁଣ୍ଡିଆରେ ଶନିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଗ୍ରାମର ଭୋଳେଶ୍ୱର ବେହେରା, ରାଜକିଶୋର ବେହେରା ଓ...
ବୌଦ୍ଧ ଆରଏସଏସ ପକ୍ଷରୁ ମାସ୍କ ବଣ୍ଟନ
ବୌଦ୍ଧ, ୯ା୪(ସ୍ବ.ପ୍ର)-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଶାଖା ପକ୍ଷରୁ କରୋନା ସଚେତନତା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାନିଟାଇଜେସନ ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଜିଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଓ ନଗର କାର୍ଯ୍ୟବାହ...
ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ
ବୌଦ୍ଧ, ୯ା୪(ସ୍ବ.ପ୍ର) ରାଜ୍ୟ ସରକାର ଲକଡାଉନ ସମୟରେ ଗରିବ ଖଟିଖିଆଙ୍କ ପାଇଁ ସହାୟତା ଘୋଷାଣା କରିଛନ୍ତି। ଏହିକ୍ରମରେ ବୌଦ୍ଧ ଜିଲାରେ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ବଣ୍ଟନ ଆରମ୍ଭ ହୋଇଛି। ବାପୁଜୀନଗରଠାରେ ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ....
Archives


