ବୌଦ୍ଧ

ବୌଦ୍ଧରେ ୬୫୯୪ ଛାତ୍ରୀଛାତ୍ର ଦେବେ ମାଟ୍ରିକ ପରୀକ୍ଷା

ବୌଦ୍ଧ,୬।୨(ସ୍ବ.ପ୍ର.): ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୭୬ ହାଇସ୍କୁଲର ୬୫୯୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏନେଇ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପୁରୁଣାକଟକ ନିକଟସ୍ଥ ଭୈରବୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ବୌଦ୍ଧ ସହର…

ଦୁର୍ଘଟଣା ଗାଡ଼ିରୁ ଟଙ୍କା ଚୋରି ମାମଲା: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ବୌଦ୍ଧ,୪ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ବହିରା ହାଇସ୍କୁଲ ଛକଠାରେ ସାଧାରଣତନ୍ତ୍ର ଦିବସ ଦିନ ଏକ ସ୍କର୍ପିଓ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଉ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ…

ପରିଣତ ବୟସରେ ସାଇକେଲରେ ପୁରୀ ଯାତ୍ରା

ବୌଦ୍ଧ, ୪ ।୨ (ସ୍ବ.ପ୍ର.): ଉତ୍ତର ପ୍ରଦେଶ ରାଜ୍ୟର ଫତେପୁର ଜିଲାର ହସଉପୁର ଗ୍ରାମର ଜଗତ ଦାସଙ୍କ ବୟସ ୮୦ ବର୍ଷ ହେବ। କିନ୍ତୁ ସେ ୮୦ ବର୍ଷ ବୟସରେ ହାର ମାନିନାହାନ୍ତି। ଏହି ବୟସରେ ସେ ସାଇକେଲରେ ପୁରୀ ଶ୍ରୀ…

ଗନ୍ଧରାଢୀ ଲୋକକଳା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

ବାଉଁଶୁଣୀ, ୩।୨(ଡି.ଏନ.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ଖେଳ ପଡିଆଠାରେ ଆସନ୍ତା ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ନିମନ୍ତେ ଶୁଭଖମ୍ବ ସ୍ଥାପନ ଶୁକ୍ରବାର କରାଯାଇଛି। ଏଥିରେ…

୮୦ ବର୍ଷ ବୟସରେ ସାଇକେଲରେ ପୁରୀ ଯାତ୍ରା

ବୌଦ୍ଧ, ୩ ।୨ (ସ୍ବ.ପ୍ର.): ଉତ୍ତର ପ୍ରଦେଶ ରାଜ୍ୟର ଫତେପୁର ଜିଲାର ହସଉପୁର ଗ୍ରାମର ଜଗତ ଦାସଙ୍କ ବୟସ ୮୦ ବର୍ଷ ହେବ। କିନ୍ତୁ ସେ ୮୦ ବର୍ଷ ବୟସରେ ହାର ମାନିନାହାନ୍ତି। ଏହି ବୟସରେ ସେ ସାଇକେଲରେ ପୁରୀ ଶ୍ରୀ…

ଶିକ୍ଷୟିତ୍ରୀ ବଦଳି ନେଇ ଉଆଁଲ ବିଦ୍ୟାଳୟରେ ଅଚଳାବସ୍ଥା

ବୌଦ୍ଧ,୩ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ଉଆଁଲ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ନେଇ ଗୁରୁବାର ଦିନ ଅଚଳାବସ୍ଥା ଦେଖାଯିବା ସହ ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ…

ବୌଦ୍ଧରେ ଯୋଗ ଦେଲେ ନୂତନ ଆରକ୍ଷୀ ଅଧୀକ୍ଷକ

ବୌଦ୍ଧ,୩ା୨(ସ୍ବ.ପ୍ର.): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ରାଜ୍ୟ ସରକାର ଆରକ୍ଷୀ ଅଧୀକ୍ଷକ ସ୍ତରରେ ଅଦଳ ବଦଳ କରିଥିଲେ। ବୌଦ୍ଧରେ ଥିବା ଆରକ୍ଷୀ ଅଧୀକ୍ଷକ ପ୍ରହଲାଦ ସହାଇ ମିନାଙ୍କୁ ବରଗଡ ଜିଲାକୁ ବଦଳି କରିବା ପରେ ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକ…

ସିରିଜ୍‌ ଦୁର୍ଘଟଣା: ୨ ମୃତ, ୬ ଜଣ ଗୁରୁତର

ବୌଦ୍ଧ/ବାଉଁଶୁଣୀ,(ସ୍ବ.ପ୍ର.)(ଡି.ଏନ.ଏ.)୨୬।୧: ବୌଦ୍ଧ-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକ ନିକଟରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ବହିରା ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ…

ଓକିଲଙ୍କଠାରୁ ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ ଘର ମାଲିକ ଘରେ ନ ଥିବାବେଳେ ଲୁଟ ହେଉଥିବା ଜଣାପଡିଛି। ସୋମବାର ଦ୍ୱିପ୍ରହରରେ ଜଣେ…

ଖାଲଖମାରେ ଭର୍ତ୍ତି ମହାନଦୀ ସେତୁ

ବୌଦ୍ଧ,୨୦ା୧(ସ୍ବ.ପ୍ର.): ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା ା ବୌଦ୍ଧ ସହରର ଦ୍ରୁତ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ହେଲେ ବୌଦ୍ଧବାସୀଙ୍କ ଗର୍ବ ପାଲଟି ଥିବା ବୌଦ୍ଧ କିଆକଟା ମହାନଦୀ ସେତୁ ବର୍ତ୍ତମାନ ଛୋଟବଡ…

ଆକର୍ଷଣ ସାଜିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ, ୧୪।୧(ସ୍ବ.ପ୍ର.): ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବ, ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଶୁକ୍ରବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ଆୟୋଜିତ ସଭାରେ ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri