ଭଦ୍ରକ

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୮।୮ (ଡି.ଏନ.ଏ.)- ବୈତରଣୀ ନଦୀରେ ଜଳସ୍ତର ବଢୁଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ରବିବାର ସକାଳୁ ଜଳସ୍ତର କମି ଅପରାହ୍ନ ୪ଟାରେ ସ୍ଥିର ହୋଇ ୧୬.୭୨ ମିଟରରେ ପହଞ୍ଚିଥିଲା। ବନ୍ୟାଜଳ ୫ଟାରେ କ୍ରମଶଃ ବୃଦ୍ଧି…

ବଜ୍ରପାତରେ ଜଣେ ମୃତ

ଆରଡ଼ି, ୧୮।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଗଡଗଡି ଗ୍ରାମର ସୁରେନ୍ଦ୍ର ସ୍ବାଇଁ (୫୬)ଙ୍କର ବଜ୍ରପାତରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ତାଙ୍କ ଘର ବାଡ଼ିକୁ ଯାଉଥିବା ବେଳେ ବଜ୍ରପାତ ଘଟିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ…

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୧୭।୮ – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ଗ୍ରାମର କଲେଜ ପଢୁଆ ଛାତ୍ରୀ ରୀନାରାଣୀ ନାୟକଙ୍କର ଶନିବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ଘରେ ପଶି ସାପ କାମୁଡ଼ି…

ଜିଲା ଚିଠି: ନୂଆ ବସ୍‌ଷ୍ଟାଣ୍ଡ

୧୯୯୩ରେ ଭଦ୍ରକକୁ ମିଳିଥିଲା ଜିଲା ମାନ୍ୟତା । ଜିଲା ପୁନର୍ଗଠନକୁ ୨୬ ବର୍ଷ ବିତିଗଲାଣି। ଜିଲା ସଦର ମହକୁମାର ଭିତ୍ତିଭୂମି ବିକାଶ ଲାଗି କେତେକ ଯୋଜନା ହୋଇଥିଲେ ବି ନୂଆ ବସ୍‌ଷ୍ଟାଣ୍ଡ ଭଳି ପ୍ରକଳ୍ପ ଆଜି ସୁଦ୍ଧା ଏକପ୍ରକାର ଅବ୍ୟବହୃତ ହୋଇ…

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ କେତେକ ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ…

ଭଣ୍ଡାରିପୋଖରୀରେ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫। ୮(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଜେଡି, ଭାଜପା ଓ କଂଗ୍ରେସ କାର୍ଯ୍ୟାଳୟ ସମେତ ବ୍ଲକ ଛକ, ଥାନା, ତହସିଲ, ବିଭିନ୍ନ ବ୍ୟାଙ୍କ, ଡାକଘର, ବିଦ୍ୟୁତ୍‌ ବିଭାଗ ଅଫିସ,…

ଆରଡିରେ ସ୍ବାଧୀନତା ଦିବସ

ଆରଡି,୧୫।୮(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଆରଡି ଅଞ୍ଚଳରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ, ଆର.ଆଇ ଦେବାଶିଷ ରାୟ, ଆଖଣ୍ଡଳମଣି ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା, ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୁଧିଷ୍ଠିର…

ଦୋକାନରେ ପଶିବାବେଳେ ଧରାପଡ଼ିଲେ ୨ ଚୋର

ଧାମନଗର,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଖାରିଜକୋରୁଆ ବଜାରରେ ସୁବାସ ପଣ୍ଡାଙ୍କ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଜଣେ ଚୋର ପଶି ଚୋରି କରୁଥିବାବେଳେ ସୁବାସ ଉଠି ପଡ଼ି ଦୋକାନର ବାହାର ପଟୁ କବାଟ ବନ୍ଦ କରିଦେଇ ପୋଲିସକୁ ଖବର ଦେଇଥିଲେ।…

ଧାମନଗରରେ ସ୍ବାଧୀନତା ଦିବସ

ଧାମନଗର,୧୫।୮(ଡି.ଏନ୍‌.ଏ.): ଧାମନଗରରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତହସିଲରେ ତହସିଲଦାର ଦୁର୍ଗା ମୁର୍ମୁ, ଧୁଷୁରୀ ପୂଜ୍ୟପୂଜା ସଂସଦରେ ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଧାମନଗର ଥାନା, ଧୁଷୁରୀ ଥାନା, ସରକାରୀ…

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଭଦ୍ରକ ଅଫିସ, ୧୫।୮: ଭଦ୍ରକ କଲେଜ ପଡିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଭଦ୍ରକ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ରେ…

ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାସୁଦେବପୁର, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ଓ ଏହା ସଂଲଗ୍ନ ଅଞ୍ଚଳର ବର୍ଷାପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଅସରାଏ ବର୍ଷାରେ ମୁଖ୍ୟ ସହର ଉବୁଟୁବୁ ହେଉଛି। ସହରସ୍ଥିତ ଟ୍ରାଫିକ ଛକରେ…

ସହାୟତା ଅପେକ୍ଷାରେ ଅସହାୟ ପରିବାର

ଆରଡ଼ି, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ଅଧୀନ ମୂଅଁା ଗଁାରେ ଏକ ଅସହାୟ ପରିବାର ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି। ପରିବାରର ମୁଖ୍ୟ ଜଟାଳି ଦାସ(୬୩) କର୍କଟ ରୋଗାକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri