ଜିଲାସୀମା ସହ ଫେରିଘାଟ ସିଲ୍ କଲା ପୋଲିସ
ଆରଡି, ୨୮ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଡିପ୍ ରେଡ ଜୋନ ଘୋଷଣା ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏଥିସହିତ ଜିଲା ସୀମା ସହ ଫେରିଘାଟ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଆରଡି ଫାଣ୍ଡି ପୋଲିସ ଭଦ୍ରକ-ଯାଜପୁର ସୀମାକୁ ବୋଡକ…
ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଫେରିଲେ ଯୁବକ
ଭଣ୍ଡାରିପୋଖରୀ, ୨୮।୪(ଡି.ଏନ୍.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଢି଼ଅସାହି ଗ୍ରାମର ଜଣେ ଯୁବକ ସୁଦୂର ୭୦୦ କି.ମି. ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଆସି ସୋମବାର କୁରିଗାଁରେ ପହଞ୍ଚିଛନ୍ତି। ସେ ୨୨ତାରିଖରେ ବିଜୟନଗରମରୁ ୧୨୦୦ ଟଙ୍କା ଦେଇ ଏକ ପୁରୁଣା ସାଇକେଲ କିଣି…
ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା ରାଶି
ବନ୍ତ,୨୭।୪(ଡି.ଏନ୍.ଏ.)-ରାଜ୍ୟ ସରକାର କରୋନା ଲକ୍ ଡାଉନ୍ ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁୁ ୧୫ ଶହ ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡା ଗ୍ରାମର ମହେନ୍ଦ୍ର ଜେନାଙ୍କୁ ଏହି ସହାୟତା ରାଶି ମିଳି…
ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ
ବନ୍ତ,୨୭।୪(ଡି.ଏନ୍.ଏ.)-ଭଦ୍ରକ ଜିଲାରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଭଦ୍ରକ ଜିଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଥିଲେ। ଏହି ସଟ୍ ଡାଉନକୁ ଭଦ୍ରକ ଜିଲା ବନ୍ତ ବ୍ଲକର ସମସ୍ତ ଜନସାଧାରଣ ସ୍ବାଗତ…
ଅଧିକାରୀଙ୍କୁ ପଞ୍ଜୀକରଣ ସମ୍ପର୍କିତ ତାଲିମ
ବନ୍ତ,୨୭।୪(ଡି.ଏନ୍.ଏ.)-କରୋନା ଲକ୍ ଡାଉନ୍ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକରଣ ଓ ସେମାନଙ୍କ ସୁବ୍ୟବସ୍ଥା ନେଇ ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଡିଓ ରେବେକା ବିଲୁଙ୍ଗ,…
ସହର ଭିତରକୁ ବାଇକ୍, ସାଇକେଲ ମନା
ଭଦ୍ରକ ଅଫିସ,୨୭ା୪: ଭଦ୍ରକ ସହର ଭିତରକୁ ବାଇକ୍ ଓ ସାଇକେଲ ମନା। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଜିଲା ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୋମବାର ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ଯାଞ୍ଚ କରି ଗାଡ଼ି ଭିତରକୁ…
କରୋନା ଲାଗି ଜିଲା ପ୍ରଶାସନର କଟକଣା: ଆରଡ଼ିରେ ବନ୍ଦହେଲା ଚନ୍ଦନଚାପ
ଆରଡି, ୨୬ା୪(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଉଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନ ଚାପ ବନ୍ଦ ହେବାର ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। କରୋନା ଭାଇରସ ସଂକ୍ରମଣ ଯୋଗୁ ୧ ମାସରୁ ଅଧିକ ଦିନ ଧରି…
କରୋନା ସଂକ୍ରମଣ ଭୟ: ଭଦ୍ରକର ସବୁ ଫେରିଘାଟକୁ ସଟ୍ଡାଉନ୍ ଘୋଷଣା କଲେ ଜିଲାପାଳ
ଭଦ୍ରକ ଅଫିସ,୨୬।୪: କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲାର ସମସ୍ତ ଫେରିଘାଟକୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ସଟ୍ଡାଉନ୍ ଘୋଷଣା କରିଛନ୍ତି। ପଡୋଶୀ ଜିଲା ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ସବୁ ଫେରିଘାଟରେ ଯାତାୟାତକୁ ଜିଲା ପ୍ରଶାସନ ବନ୍ଦ…
ଅଖିମୁଠି ଅନୁକୂଳ ଲାଗି ବିହନ ନାହିଁ, ଖରିଫ ଧାନଚାଷ ପ୍ରଭାବିତ ଆଶଙ୍କା
ଭଦ୍ରକ ଅଫିସ,୨୬ା୪ : ଲକ୍ଡାଉନ୍ ସମୟରେ କୃଷିକ୍ଷେତ୍ର ଯେମିତି ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ ଭଦ୍ରକ ଜିଲାର କୃଷି ବିଭାଗକୁ ଅଖିମୁଠି ଅନୁକୂଳ ଲାଗି ଏଯାବତ ଗୋଟିଏ ବସ୍ତା ବି…
୨ ନୂଆ ବ୍ଲକର ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଭଦ୍ରକ ଅଫିସ,୨୫ା୪: ଭଦ୍ରକ ଜିଲାରେ ଶୁକ୍ରବାର ଗୋଟିଏ ଦିନରେ ୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାସୁଦେବପୁରରୁ ଗୋଟିଏ, ତିହିଡିର ୨ ଓ ଧାମନଗରରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜିଲାରେ ଏପର୍ଯ୍ୟନ୍ତ ମୋଟ ରୋଗୀଙ୍କ ସଂଖ୍ୟା ୧୬କୁ ଛୁଇଁଛି।…
ଆରଡ଼ିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆରଡି,୨୫ା୪(ଡି.ଏନ୍.ଏ.)- ଭଦ୍ରକ ଜିଲାର ଆରଡି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିିଆ ଶଟ୍ଡାଉନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିା ଗୁରୁବାର ଆରଡି ଫାଣ୍ଡି ପୋଲିସ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗା ଓ ଗାଁରେ…
ସବୁଆଡେ ଖଁ। ଖଁ।
ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଶୁକ୍ରବାର ଏକାଦିନେ ୫ ପଜିଟିଭ ଚିହ୍ନଟ ହେବା ପରେ…
Archives


