ଟିକ୍ଟକ୍ ଛାଡ଼ି ଏବେ କ୍ୱାରାଣ୍ଟାଇନ୍ ଅନ୍ତେବାସୀ କରୁଛନ୍ତି ଯୋଗାଭ୍ୟାସ
ଭଦ୍ରକ ଅଫିସ,୧୧ା୫ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍ ସେଣ୍ଟରରେ ଟିକ୍ଟକ୍ ଭିଡିଓ କିଛି ଦିନ ତଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏବେ ଏହି କ୍ୱାରାଣ୍ଟାଇନ୍ ସେଣ୍ଟରର ଅନ୍ତେବାସୀମାନେ ନିଜର ତ୍ରୁଟି ସୁଧାରି ଦୈନିକ ସକାଳ…
ଭଦ୍ରକ ଷ୍ଟେଶନରେ ଓହ୍ଲାଇବେ ପ୍ରବାସୀ ଓଡ଼ିଆ: ବ୍ୟାପକ ପ୍ରସ୍ତୁତି
ଭଦ୍ରକ ଅଫିସ,୧୧ା୫: ଭଦ୍ରକ ଷ୍ଟେଶନରେ ସୋମବାର ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଆସି ପହଞ୍ଚିବେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍ପି ରାଜେଶ ପଣ୍ଡିତ, ପିଡି ମଧୁସୂଦନ…
ଭଦ୍ରକର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଳିଗଲା ୨୦ ବଖରା
ଭଦ୍ରକ ଅଫିସ,୧୧ା୫: ରବିବାର ବିଳମ୍ବିତ ରାତିରେ ଭଦ୍ରକର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୦ ବଖରା ଜଳିଯାଇଛି। ଭଦ୍ରକ ପୌରପାଳିକା ଜାନୁଗଞ୍ଜ ବଢିଆ ସାହିର ମୃତ୍ୟୁଞ୍ଜୟ ବେଜ୍ ଓ ସଞ୍ଜୟ ବେଜ୍ଙ୍କ ଦୁଇ ବଖରା ଜଳିଯାଇଛି। ଅଗ୍ନିକାଣ୍ଡର କାରଣ…
ଧାନକଟା ମେଶିନ ପିଟି ହୋଇଯିବାରୁ ଚାଷୀଙ୍କ ପ୍ରାଣଗଲା
ଧାମନଗର, ୧୦ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଦିନାଜପୁର ଗ୍ରାମର ମାଧବ ରାଉତ(୪୦) ନାମକ ଚାଷୀ ଧାନକଟା ମେଶିନରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଗୁରୁନଗର ଶାସନ ନିକଟ ଦଣ୍ଡାକୁଳ ପାଟରେ ମେଶିନ ଦ୍ୱାରା ଧାନ କଟାଯାଉଥିଲା।…
ଭୋକଉପାସରେ ଦିନ କାଟୁଛନ୍ତି ଅସହାୟ ମହିଳା
ବନ୍ତ,୧୦।୫(ଡି.ଏନ୍.ଏ.)-କରୋନା ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ବହୁ ଲୋକ ଅସହାୟ ହୋଇପଡ଼ିଛନ୍ତି। ଦିନକୁ ଦୁଇ ଓଳି ଖାଇବାକୁ ପାଉ ନାହାନ୍ତି। ଭଦ୍ରକ ଜିଳା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ସାବିତ୍ରୀ ଯେନା…
ବନ୍ତକୁ ଫେରିଲେ ୯୨ ପ୍ରବାସୀ ଓଡ଼ିଆ, ଗୁଜରାଟରୁ ଫେରିଛନ୍ତି ସର୍ବାଧିକ
ବନ୍ତ,୧୦ା୫(ଡି.ଏନ୍.ଏ.): ଲକ୍ଡାଉନ୍ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକକୁ ଶନିବାର ସୁଦ୍ଧା ୯୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ଜଣେ, ବିହାରରୁ ଜଣେ, ଗୁଜରାଟରୁ ୪୩, ଝାଡଖଣ୍ଡରୁ ୨, କର୍ଣ୍ଣାଟକରୁ ୪,…
ମାସ୍କ ପିନ୍ଧ ନ ଥିବାରୁ ପୋଲିସ-ଯୁବକ ହାତାହାତି: ଯୁବକ ଆହତ
ବନ୍ତ,୯ା୫(ଡି.ଏନ୍.ଏ.) : ଭଦ୍ରକ ଜିଲା ବନ୍ତ ଥାନା ଛକଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମାସ୍କ ପିନ୍ଧି ନ ଥିବା ଜଣେ ଯୁବକଙ୍କୁ ପୋଲିସ ତାଗିଦ୍ କରିବା ଘଟଣାକୁ ନେଇ ପୋଲିସ ଓ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏବଂ…
ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା
ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲା ଚରମ୍ପା ଜଳ ବଣ୍ଟନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରାଙ୍କୁ କମିଟି ପକ୍ଷରୁ ଏହି ଟଙ୍କା…
ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କୁ ମିଳିଲା ଚାଉଳ
ଆରଡି, ୯।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ୫ଜଣ ଅନ୍ନପୁନ୍ନା ହିତାଧିକାରୀଙ୍କୁ ଶୁକ୍ରବାର ୩ ମାସର ଚାଉଳ ବଣ୍ଟନ କରାଯାଇଛି। ଜିଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲିଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇଥିବା ଜଣାପଡିଛି।…
ଚିନ୍ତା ବଢ଼ାଉଛି ସୁରଟ ଲିଙ୍କ୍: ଭଦ୍ରକରେ ଆଉ ଜଣେ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି
ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲାରେ ଶନିବାର ସକାଳୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଞ୍ଚଳର ବୋଲି…
ମାଳଦା କ୍ୱାରାଣ୍ଟାଇନ ସେଣ୍ଟରରେ ଡାକ୍ତର ଟିମ୍
ଭଣ୍ଡାରିପୋଖରୀ,୯ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତସ୍ଥିତ ମାଳଦା ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଶୁକ୍ରବାର ଡାକ୍ତରୀ ଟିମ୍ ପହଞ୍ଚିଥିଲେ। ଏଥିରେ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଅରୁଣ କୁମାର ନାୟକ, ହେଲ୍ଥ ସୁପରଭାଇଜର ଅମରଜିତ୍ ରାୟ,…
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ପଦ୍ମପୁର,୯ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ନୂତନ ଭାବେ ପେନସନଧାରୀ ସେମାନଙ୍କର ୧ମାସ ୧ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ଦାନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ସୁଦର୍ଶନ ପାତ୍ର, ରାଜେନ୍ଦ୍ର ନାରାୟଣ…
Archives


