ଭଦ୍ରକ

ବଢୁଛି ଜଳକା, ବୈତରଣୀ

ରୂପସା/ଭଣ୍ଡାରିପୋଖରୀ, ୧୪ ।୮(ଡି.ଏନ.ଏ./ସ୍ବ.ପ୍ର.): ଲଗାଣବର୍ଷା ଯୋଗୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ମଥାନୀଠାରେ ବିପଦସଂକେତ ୫.୫ମିଟର ଥିବାବେଳେ ଶୁକ୍ରବାର…

ବିପଦସଙ୍କେତ ଡେଇଁଲା ବୈତରଣୀ

ଧାମନଗର,୧୩।୮(ଡି.ଏନ୍‌.ଏ): ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ପୂର୍ବାହ୍ନ ୧୧ଟାରେ ଜଳସ୍ତର ୧୭.୮୩ ମିଟରରେ ପ୍ରବାହିତ ହେଉଥିଲା। ଏହା କ୍ରମଶଃ…

ବୈତରଣୀରେ କମୁଛି ଜଳସ୍ତର

ଭଣ୍ଡାରିପୋଖରୀ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ରାତିଠାରୁ ବଢ଼ିବା ଆରମ୍ଭ କରିଥିଲା। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶୁକ୍ରବାର ଦିନ ଗୋଟାଏ ସୁଦ୍ଧା ଜଳସ୍ତର ୧୭.୭୩ ମିଟର ଛୁଇଁଥିଲା। ତେବେ ଅପରାହ୍ନ…

ପାରୋଲରେ ଆସିଥିଲେ, ସାପ କାମୁଡ଼ାରେ ଚାଲିଗଲା ଜୀବନ

ଚାନ୍ଦବାଲି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ଧନେଶ୍ୱର ଦାସ। ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ଧନେଶ୍ୱର ଖାଇ ଶୋଇଥିଲେ। ସେତିକିବେଳେ ଏକ ବିଷଧର…

ଶ୍ୱଶୁର ଘର ପହଞ୍ଚି ପାରିଲେନି ଜ୍ୱାଇଁ: ରାସ୍ତାରେ…

ବାସୁଦେବପୁର,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ବିରସ ଛକରେ ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ଦାସ(୪୦)। ତାଙ୍କ ଘର ନାୟକାଣିଡିହୀ ଥାନା ଅଧୀନ ରହିମପୁର ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ସୋମନାଥ ଶ୍ୱଶୁର…

ମେଡ଼ିକାଲ ପରିସରରେ ପଡ଼ିଛି ନବଜାତ ଶିଶୁ ମୁଣ୍ଡ

ଚାନ୍ଦବାଲି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସାସ୍ଥକେନ୍ଦ୍ର ପରିସରରେ ଏକ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଶୁକ୍ରବାର ଦେଖିବାକୁ ମିଳିଛି। ତେବେ ମେଡ଼ିକାଲ ପରିସରରେ ଶିଶୁର ମୁଣ୍ଡ କେଉଁଠୁ ଆସିଲା ଏବଂ ଏହି ଶିଶୁଟି କାହାର ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଏ…

ପାଣି ପାଇଁ ହଇରାଣ ୨୦ ପରିବାର

ଭଦ୍ରକ ଅଫିସ,୧୨।୮: ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ ଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ପାଇପ୍‌ରେ ଆସୁଥିବା ଟୋପେ ଟୋପେ ପାଣିକୁ ଘଣ୍ଟା ଘଣ୍ଟା ଧରି ଗ୍ଲାସରେ ଭରି…

ଜିଲାପାଳଙ୍କ ଅଫିସ ଅଭିମୁଖେ ଲୋକେ

ବନ୍ତ,୧୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବିକାଶ ପରିଷଦ ପକ୍ଷରୁ ଏକ ପଦଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି। ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଯୁକ୍ତି ଓ ୨୪ ଘଣ୍ଟିଆ ରୋଗୀ ସେବା ଆଦି ୧୦ ଦଫା ଦାବୀ ନେଇ ଏହି ବିକ୍ଷୋଭ ହୋଇଥିବା…

ଏସ୍‌ପି ଅଫିସ ଆଗରେ ମହିଳାଙ୍କ ଧାରଣା

ଭଦ୍ରକ ଅଫିସ, ୧୧।୮: ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ସିଜୁଗଡ଼ିଆ (କଟିଣା) ଗ୍ରାମର ସନ୍ତୋଷିନୀ ଯେନା ନାମ୍ନୀ ମହିଳା ଶାଶୁଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଥାନା ଏଏସ୍‌ଆଇ ନ୍ୟାୟ ଦେବା ବଦଳରେ ଟାଳଟୁଳ…

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆରଡି,୯।୮( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୁଳେଇପଦା ନିକଟ ଭଦ୍ରକ – ଆରଡି ରାଜ୍ୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଧୂଷୁରୀ ଥାନା କାସିମପୁର ଗ୍ରାମର ଅଂଶୁପା ନାୟକ(୧୯)…

ନିଷ୍କାସନ ହେଉନି, ଘରେ ପଶିଲା ବର୍ଷାପାଣି

ବାସୁଦେବପୁର,୯।୮(ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଏହି ବର୍ଷା କେତେଜଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଖାଲୁଆ ଅଞ୍ଚଳ ତଥା କେତେକ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ନରସିଂହପୁର ବଜାର ତଥା…

ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ

ଆରଡ଼ି,୬ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ ଜଣ ସେବାୟତ ଅଭିଯୋଗ କରିଥିଲେ। ମନ୍ଦିର କର୍ମଚାରୀ ମଧ୍ୟ ଏପରି ପ୍ରବେଶ ଅଧିକାରକୁ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri