ବରଗଡ଼

ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା, କାର୍‌ କାଚ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା, ଟାଉନ ଥାନାରେ…

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ବଢ଼ି ଚାଲିଛି ଲୁଟ୍‌ପାଟ୍‌। ଜିଲା ସଦର ମହକୁମା ଏଥିରୁ ବାଦ୍‌ ପଡ଼ି ନାହିଁ। ବୁଧବାର ଦିନ ଦ୍ୱିପ୍ରହରରେ ବରଗଡ଼ ସହର ଗାନ୍ଧିଛକ ନିକଟ ଏକ ହୋଟେଲ ସମ୍ମୁଖରେ ରଖାଯାଇଥିବା ଏକ କାର୍‌(ଓଡ଼ି୧୭ଏବି ୬୨୫୫)ର କାଚ ଭାଙ୍ଗି…

ଟ୍ରକ୍‌ ପାର୍କିଂକୁ ନେଇ ତୁମୁଳକାଣ୍ଡ: ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବାନ୍ଦେନଟିକ୍ରାରେ ଟ୍ରକ୍‌ ପାର୍କିଂକୁ ନେଇ ଗତ କିଛିଦିନ ତଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ଏଭଳି ଟ୍ରକ ପାର୍କିଂକୁ ନେଇ ବରଗଡ଼ ବ୍ଲକ ତୋରା ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମର ରାସ୍ତା ପାଶର୍‌ବରେ ଟ୍ରକ୍‌ଗୁଡ଼ିକ ଧାଡ଼ି…

ଧାନ ସଂଗ୍ରହ ଆରମ୍ଭ ନ ହେଉଣୁ ବଢ଼ିଲା ଅଡୁଆ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ବସି ନାହିଁ। ଅନ୍ୟପକ୍ଷେ ରବିବାର ବରଗଡ଼ରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନର ବୈଠକ…

ବରଗଡ଼କୁ ଲମ୍ବିଛି ଝାଡୁଦାର ନିଯୁକ୍ତି ଠକେଇର ଚେର, ଜିଲାପାଳଙ୍କୁ ଭେଟି ମହିଳା…

ବରଗଡ଼,୨୬ା୧୦(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ହାତରେ ଧରାପଡ଼ିଥିବା ଝାଡୁଦାର ନିଯୁକ୍ତି ଠକେଇର ଚେର ବରଗଡ଼ ଜିଲାକୁ ଲମ୍ବିଛି। ଶୁକ୍ରବାର ଭଟଲି ଥାନାରେ ଏଭଳି ଠକେଇ ଅଭିଯୋଗ ନେଇ ଦୁଲଣା କୁମ୍ଭାର ସମେତ ଅନେକ ମହିଳା ଏତଲା ଦେଇଛନ୍ତି।…

ବରଗଡ଼ ଧନୁଯାତ୍ରା କଳାକାର ଚୟନ: ଏଯାଏ ଆଶାଜନକ ହୋଇନି ଆବେଦନ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବର ବିଭିନ୍ନ ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ…

ଜଳାଶୟକୁ ପ୍ରଦୂଷିତ କରୁଛି ଇଥାନଲ ପ୍ଲାଣ୍ଟ: ମାଛ ମରୁଛନ୍ତି, ଲୋକଙ୍କୁ ଚର୍ମରୋଗ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମିତ ଇଥାନଲ ପ୍ଲାଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ନ ଥିବାବେଳେ ଏବେ ଉକ୍ତ ପ୍ଲାଣ୍ଟରୁ ନିଷ୍କାସିତ ବର୍ଜ୍ୟବସ୍ତୁ ଗାଁ ପୋଖରୀରେ ମିଶି…

କାଳୀପୂଜା ଦେଖିବାକୁ ଯାଇଥିଲେ ଯୁବକ: ଟାଣିଆଣି ପିଟିପିଟି ମାରିଦେଲେ

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼-ସୋହେଲା ରାସ୍ତାର ଦଶମାଇଲ ଛକ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଛୁରିଆପାଲି ନିକଟ ଗୋବିନ୍ଦପୁର ଗ୍ରାମର ଅଜିତ ବାଗ(୨୩) ବୋଲି ଜଣାପଡ଼ିଛି। ବରଗଡ଼ ସଦର…

ବରଗଡ଼କୁ ଚାଲାଣ ହେଉଥିଲା କଫ୍‌ ସିରପ୍‌: ମାଡ଼ି ବସିଲା ଅବକାରୀ ବିଭାଗ, ୨ ଜଣଙ୍କୁ..

ବରଗଡ଼,୨୩।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅବକାରୀ ବିଭାଗକୁ ଗୁରୁବାର ସକାଳେ ଏକ ବଡ଼ ସଫଳତା ମିଳିଛି। ଏକ ଠିକଅପ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ବରଗଡ଼କୁ କଫ୍‌ ସିରପ୍‌ ଚାଲାଣ ହେଉଥିଲା। ଏନେଇ ଖବର ପାଇ ସହର ଉପକଣ୍ଠ ଏକାମ୍ର ଛକରେ ଅବକାରୀ…

ନ୍ୟାୟ ଦାବିରେ ଧାରଣାରେ ବସିଲେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ-ସମ୍ପାଦକ ଦମ୍ପତି

ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ଅନ୍ୟାୟ ଏବଂ ଲରମ୍ଭା ପ୍ୟାକ୍ସରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର…

ଜେଲରେ ଜୀବନ ହାରିଲେ ବିଚାରାଧୀନ ବନ୍ଦୀ

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ସୋମବାର ରାତିରେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଅତାବିରା ଥାନା ଜହ୍ନାପଡା ଗ୍ରାମର ଗିରିଧାରୀ ରୋହିଦାସ(୩୮) । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ…

ପରିବା କିଆରି ଉପରେ ଅପରାଧୀଙ୍କ ଲୋଲୁପ ଦୃଷ୍ଟି: ପୂର୍ବରୁ ମାରିଥିଲେ ଲଟାମରା ଔଷଧ, ଏବେ…

ବରଗଡ଼,୨୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଚାଷୀଙ୍କ ପରିବା କିଆରି ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ପ୍ରଥମେ ବରଗଡ଼ ଜିଲା ଜମୁର୍ଡା ଗ୍ରାମରେ ଚାଷୀଙ୍କ କୋବି ଫସଲରେ ଦୁର୍ବୃତ୍ତମାନେ ଲଟାମରା ଔଷଧ ସିଞ୍ଚନ କରିଥିଲେ। ଫଳରେ ସେହି ଫସଲ…

ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ତେଜିଲା

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହି ଦାବି ନେଇ ଆସନ୍ତା ଡିସେମ୍ବର ମାସରେ କୋଶଲ ମହାବନ୍ଦ କରିବାକୁ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri