ବରଗଡ଼

ଦୁରଦିନରେ ପରିବାର: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ହେମନ୍ତ

  ଜାମଟିକ୍ରା, ୧୪।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ପଁଚେତ୍‌ ଅଧୀନ ରଙ୍ଗିଆଟିକ୍ରା ଗଁାର ହେମନ୍ତ ମେହେର(୪୫)କଁର ପରିବାର କହେଲେ ମାଏକିନା ଆର ଦୁଇ ପୁଓ ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ହେମନ୍ତ କୁଲିମଜୁରି…

ସଡ଼କ ସୁରକ୍ଷା, ପ୍ରଦୂଷଣ ପ୍ରତିକାର ଦାବିରେ ଜିଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ସହରସ୍ଥିତ ଭଟଲି ଛକ ତଥା ସଂଲଗ୍ନ ରାସ୍ତାର ବିକାଶ, ସହରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଦୂଷଣର ପ୍ରତିକାର ଦାବିରେ ଶୁକ୍ରବାର ସ୍ଥାନୀୟ ନାଗରିକମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସହରର ଭଟଲି…

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗ୍ରାମର ଦୁଇଜଣ ଚାଷୀଙ୍କ ଧାନଖଳାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗ୍ରାମର ଅମର ଭୁଏ ଏବଂ ଅମର ବାଗଙ୍କ ୫ଏକର ଜମିରୁ ଅମଳ ହୋଇଥିବା…

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଜଣଙ୍କ ହେଲେ ଅତାବିରାର ବୀଣାପାଣି ସେଠ(୧୯)। ସେହିଭଳି ଅନ୍ୟ ଦୁଇଜଣ ଛାତ୍ରୀଛାତ୍ର…

ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ କଲା ପରଶାସନ

ଗଣ୍ଡତୁରୁମ, ୧୩।୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକର ଭିନେ ଭିନେ ଗଁାରେ ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିବାର ପରିଚଏହୀନ ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ ଲାଗି ଗୁରୁବାର ପରଶାସନ ହାତ୍‌ ବଢ଼େଇଛେ। ଇ ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ…

କ୍ୟାନ୍‌ସରରେ ପୀଡ଼ିତ ଗୌରାଙ୍ଗ: ଉଷୋ ଲାଗି ମା’ର ଭତା ଟଁକା ସାହାଭରସା

ଜାମଟିକ୍ରା, ୧୩।୧୨(ଡି.ଏନ.ଏ.)-ବରଗଡ଼ ଜିଲା ଅତାବିରା ବ୍ଳକ ବୁଗବୁଗା ପଁଚେତ୍‌ ଖଲିଆପାଲି ଦୀପଟିକ୍ରାର ଗୌରାଙ୍ଗ ଦୀପ (୪୫)। ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଯାହା ସଁଚିଥିଲେ ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଚିକିଛା ନାଇଁ…

ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ ଓ୍ବାର୍ଡ ସଭ୍ୟଠାନୁ ମୂଲ କରି ପଁଚେତ୍‌ରେ ସରପଁଚ୍‌, ବ୍ଲକରେ ଚେୟାରମ୍ୟାନ, ଜିଲାସ୍ତରରେ ଜିଲାପରିଷଦ ଅଧ୍ୟକ୍ଷ…

ବାର୍‌ହା ଫାଶରେ ପଡି ହାତୀର ଜୀବନ ଗଲା

ବରଗଡ଼ ଅଫିସ/ଅମ୍ବାଭୋନା,୧୦।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀଙ୍କ ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବିଦ୍ୟୁତ ତାର ସଂଯୋଗ ହୋଇଥିବା ଫାଶ ବିଛାଇ ହୋଇ ପଡି ଥିବା…

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି :ବଛ୍‌ରେ ହେଲା ପରହର ଘରେ ମୁଡ଼ ଗୁଁଜିଛନ୍‌

  ଅତାବିରା, ୧୦।୧୨ (ଡି.ଏନ.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରକେ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମଚାରୀମାନକର ଖାମଖିଆଲି ମନଭାବ ଲାଗି ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ୍‌…

ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ ବୀଣା

ଜାମଟିକ୍ରା, ୯ା୧୨(ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ଏନ୍‌ଏସି ଅଧୀନ ୧୧ ନମ୍ବର ଓ୍ବାର୍ଡ ରେଙ୍ଗାଲିପାଲି କୁଡ଼ାପଡ଼ାର ଟିକେଶ୍ୱର ସାହୁ ଆର ତିଲୋତ୍ତମାକଁର ସାନ ଝି’ ବୀଣା ସାହୁ(୨୫)। ସେ ଜନ୍‌ମୁ ପୋଲିଓ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ଝି’ ବଡ଼ ହେଲା…

କାମେ ନାଇଁ ଲାଗବାର ଯାତ୍ରୀ ପ୍ରତିକ୍ଷାଳୟ

  ଗଣ୍ଡତୁରୁମ, ୮।୧୨ (ଡି.ଏନ.ଏ)- ରଏଜ୍‌ ସରକାର ଲୁକ୍‌କର ଯିବାର ଆଏବାର ସୁବିଧା ଲାଗି ରାସ୍‌ତାଘାଟ ତିଆର କରୁଛନ୍‌। ସେନ୍‌ତା ବସ୍‌ଷ୍ଟାଣ୍ଡ, ଭିନେ ଭିନେ ଗଁାଗଁଡ଼ାର ଛକେ ଗାଡ଼ିମଟର ଟାକ୍‌ବାକେ ଲୁକ୍‌କର ଲାଗି ଯାତ୍ରୀ ପ୍ରତିକ୍ଷାଳୟ ତିଆର କରୁଛନ୍‌। ହେଲେ କେନ୍‌ଠାନେ…

ମତ୍ସ୍ୟ ବିଭାଗ ସଚିବଙ୍କ ବରଗଡ଼ ଗସ୍ତ: ଅଧିକାରୀଙ୍କୁ କଲେ ତାଗିଦ

ଅତାବିରା,୬।୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର କମିଶନର ତଥା ସଚିବ ଆର୍‌. ରଘୁ ପ୍ରସାଦ ଶନିବାର ବରଗଡ଼ ଜିଲା ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଭେଡେନ୍‌ ବ୍ଲକ ଅନ୍ତର୍ଗତ ଡାଲବ ଗ୍ରାମରେ ମାଛଚାଷ ପାଇଁ ମୋ ପୋଖରୀ ଯୋଜନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?