ନିଆରା କାର୍ଯ୍ୟକ୍ରମ: ୨୫ ବର୍ଷ ପରେ ଗୁରୁ-ଶିଷ୍ୟଙ୍କ ମିଳନ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆଁ ଗ୍ରାମସ୍ଥିତ ଉମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ରବିବାର ୨୦୦୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପୁରାତନ ଛାତ୍ରୀଛାତ୍ରମାନେ ସପରିବାର ଯୋଗ ଦେଇଥିଲେ। ପ୍ରଥମେ ଶିକ୍ଷକମାନଙ୍କୁ…
ବିଧାୟକଙ୍କ ବଡ଼ ସୂଚନା: ପିପିପି ମୋଡ୍ରେ ଚାଲିବ ବରଗଡ଼ କ୍ୟାନ୍ସର ହସ୍ପିଟାଲ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ୟାନ୍ସର ହସ୍ପିଟାଲରେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ଏହାକୁ ନେଇ ଗତମାସ ବିରୋଧୀ ବିଜେଡି ଶାସକ ଭାଜପା ସରକାରକୁ କଡ଼ା ସମାଲୋଚନା କରିଥିବାବେଳେ ୟୁନାଇଟେଡ୍ ଫୋରମ ଫର୍ କ୍ୟାନ୍ସର ହସ୍ପିଟାଲ ଏଟ ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ କ୍ୟାନ୍ସର…
ଦଶହରା ଷୋହଳ ପୂଜା ମହୋତ୍ସବ: ଦେବୀଙ୍କୁ ଅର୍ପଣ ହେଲା ୩୨ ଜୁଗାର
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ମାଁ ପର୍ହାପାଟ ଦେବୀଙ୍କ ଦଶହରା ଷୋହଳ ପୂଜା ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଜୁଗାର ଯାତ୍ରା ସମ୍ପନ୍ନ ହୋଇଛି। ଏହି ଅବସରରେ ବରାହଗୋଡ଼ା ଗ୍ରାମର ବିଭିନ୍ନ ପଡ଼ାରୁ ୩୨ଟି ଜୁଗାର ବାହାରିଥିଲା।…
କାରାଗାରରେ ପୋଲିସର ଅତର୍କିତ ଚଢ଼ାଉ
ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର କାରାଗାର (ଜେଲ୍) ଗୁଡିକରେ ରବିବାର ସକାଳୁ ପୋଲିସ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ବରଗଡ଼ ଏସପି ପି.ଏସ୍ ମୀନାଙ୍କ ତତ୍ତ୍ବାବଧାନରେ ବରଗଡ଼ କାରାଗାର ସମେତ ପଦ୍ମପୁର ଏବଂ ସୋହେଲା ଉପ କାରାଗାରରେ ଏହି ଚଢାଉ ହୋଇଥିଲା।…
ବରଗଡ଼ରେ ବଡ଼ ଆକ୍ସନ: ଡ୍ରଗ୍ସ ବିଭାଗ ଜବତ କଲା…
ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ)- ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍ ଖାଇ ୯଼ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପରେ ଓଡିଶା ସରକାର ମଧ୍ୟ ଆକ୍ସନ ମୋଡରେ ରହିଛି । ରାଜ୍ୟର ଏହି ଔଷଧ…
SI ପରୀକ୍ଷା ଜାଲିଆତି: ବରଗଡ଼ ଜିଲାକୁ ଲମ୍ବିଛି ଚେର, ଦଲାଲ କିଏ ଉଠୁଛି ପ୍ରଶ୍ନ
ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବହୁଚର୍ଚ୍ଚିତ ପୋଲିସ ସବ ଇନ୍ସପେକ୍ଟର (SI) ପରୀକ୍ଷା ଜାଲିଆତି ଚେର ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଛି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବରଗଡ଼ ଜିଲାର ୫ ଜଣ ରହିଛନ୍ତି। ସେମାନେ ବରଗଡ ଭୋଇଟିକ୍ରା, ବିଜେପୁର ଥାନା…
ଜିଲାସ୍ତରୀୟ ଗାନ୍ଧିଜୀ, ଶାସ୍ତ୍ରୀଜୀଙ୍କ ଜୟନ୍ତୀ: ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କାର ବିତରଣ
ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୬ତମ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୧ତମ ଜୟନ୍ତୀ ସମାରୋହ ଗୁରୁବାର ବରଗଡ଼ ଜିଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଜିଲା ସୂଚନା ଓ…
ମର୍ନିଙ୍ଗ ୱାକ୍ରେ ଯାଉଥିଲେ ରେଖା, ପିଟିଦେଲା ଗାଡ଼ି: ଆଉ ତା’ପରେ…
ପାଇକମାଳ,୨।୧୦(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା, ଡୁଙ୍ଗୁରିପାଲି ଗ୍ରାମର ଜନୈକ ବାଳିକା ଗୁରୁବାର ଭୋରରୁ ମର୍ନିଙ୍ଗ ୱାକରେ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବାଳିକା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ମୃତକ ହେଲେ ଡୁଙ୍ଗୁରିପାଲି ଗ୍ରାମର…
ସ୍କୁଟି ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ୨ ଜୀବନ
ବରଗଡ଼,୨୮ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଏକ…
ବରଗଡ଼ର ଗୌରବ:OPSC ପ୍ରଥମ ପ୍ରୟାସରେ ସଫଳତା ପାଇଲେ ଅଭିଳାଷ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)- ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବରଗଡ଼ର ଅଭିଳାଷ ଦାଶ ସଫଳ ହୋଇଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ସଫଳ ତାଲିକାର ୧୮୮ ସ୍ଥାନରେ ରହି ଏହି ସଫଳତା ଆଣିଛନ୍ତି ।…
ବରଗଡ଼ ପାଇଁ ଗୌରବ: OPSCରେ ପ୍ରିୟଙ୍କା ଓ ସୌରଭ ସଫଳତା, ଛୁଟୁଛି…
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍ସି)ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷାରେ ବରଗଡ଼ ସହରର ୨ଜଣ ପ୍ରିୟଙ୍କା ସାହୁ ଏବଂ ସୌରଭ ମିତ୍ତଲ କୃତିତ୍ୱ ଅର୍ଜନ କରି ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ଥାନୀୟ ବାନ୍ଦୁଟିକ୍ରା ବାସିନ୍ଦା…
ମା’ ସମଲେଶ୍ବରୀଙ୍କ କାତ୍ୟାୟନୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜନୋତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ଶନିବାର କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ,…
Archives


