ବରଗଡ଼

ବରଗଡ଼ରୁ ପୁଣି ୪୯ ଜଣଙ୍କୁ କରୋନା: ଆଜିବି ରହିଛନ୍ତି ଜଣେ ଶିଶୁ

ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଜିଲାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୋମବାର ଜିଲାରେ ପୁଣି ୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ତିନି ମହଲା ଛାତରୁ ପଡ଼ିଗଲେ ପାଇପ୍‌ କାରିଗର: ଚାଲିଗଲା ଜୀବନ

ବରଗଡ଼ ଅଫିସ,୨୬।୧୦: ବରଗଡ଼ ସହରର ଏକ ଆପାର୍ଟମେଣ୍ଟର ତିନି ମହଲା ଛାତ ଉପରୁ ପଡ଼ି ସୋମବାର ଜଣେ ପାଇପ୍‌ କାରିଗରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଗଡ଼ ପୌରପରିଷଦ ଅଧୀନ ୱାର୍ଡ ନଂ-୨ର ବିଜୟ ମଲ୍ଲିକ(୩୦)। ପ୍ରକାଶ ଯେ, ବିଜୟ ଉକ୍ତ…

ଗ୍ରୀସୁଲ ନଦୀ ବ୍ରିଜ ନିକଟରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବରଗଡ ଅଫିସ,୨୫।୧୦-ବରଗଡ ମୁଖ୍ୟ କେନାଲରେ ଗତ ଶୁକ୍ରବାର ଓ ଶନିବାର ୨ଜଣ ଭାସି ଯାଇଥିଲେ। ଶନିବାର ଭାସି ଯାଇଥିବା ବରଗଡ ତଳିପଡାର ଯୁବକ ଓମ ପ୍ରକାଶ ଭୋଇ(୨୨)ଙ୍କ ମୃତଦେହ ରବିବାର ସକାଳୁ ବରଗଡ଼ ମୁଖ୍ୟ କେନାଲର ଗୁଡେଶିରା ନିକଟରୁ ଉଦ୍ଧାର କରାଯାଇଥିଲା।…

ଯୁବକଙ୍କ ମିଳିଲା ମୃତଦେହ: ଅବସରପ୍ରାପ୍ତ ଶିକ୍ଷକ ଏବେବି ନିଖୋଜ

ବରଗଡ଼ ଅଫିସ,୨୫।୧୦: ବରଗଡ଼ ମୁଖ୍ୟ କେନାଲରେ ଗତ ଶୁକ୍ରବାର ଓ ଶନିବାର ୨ ଜଣ ଭାସି ଯାଇଥିଲେ। ତେବେ ଶନିବାର ଭାସି ଯାଇଥିବା ବରଗଡ ତଳିପଡାର ଯୁବକ ଓମ୍‌ପ୍ରକାଶ ଭୋଇ(୨୨)ଙ୍କ ମୃତଦେହ ରବିବାର ସକାଳୁ ବରଗଡ଼ ମୁଖ୍ୟ କେନାଲର ଗୁଡେଶିରା ନିକଟରୁ…

ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ବରଗଡ଼ରୁ ପୁଣି ଜଣଙ୍କ କରୋନାରେ ମୃତ୍ୟୁ: ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪ରେ ପହଞ୍ଚିଲା

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସେହିପରି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ବରଗଡ଼ କେନାଲରେ ପୁଣି ଜଣେ ଭାସିଗଲେ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡାର ୭୦ ବର୍ଷୀୟ ବୃଦ୍ଧ ଜଳନ୍ଧର କଲେତ୍‌ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇ ଗତ ଶୁକ୍ରବାର ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି…

ବରଗଡ଼ରୁ ୬୨ ନୂଆ କରୋନା ପଜିଟିଭ୍ ଚିହ୍ନଟ‌: ସିଭିଲ କୋର୍ଟକୁ ପଶିଲା କରୋନା

ବରଗଡ଼ ଅଫିସ,୨୩।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ପୁଣି ୬୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ଓ ୩୪ ଜଣ ପୁରୁଷ ଅଛନ୍ତି। ନୂଆ ଆକ୍ରାନ୍ତ ମଧ୍ୟରେ…

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଶିକ୍ଷକ

ବରଗଡ଼ ଅଫିସ,୨୩ା୧୦: ବରଗଡ଼ ମୁଖ୍ୟ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ସେ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡ଼ାର ଜଳନ୍ଧର କଲେତ୍‌ (୭୦)। ଜଳନ୍ଧର ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ପ୍ରାଥମିକ…

ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୬, ବରଗଡ଼ ବ୍ଲକ ୪, ଅତାବିରା ବ୍ଲକ ୧୧, ଅତାବିରା ଏନ୍‌ଏସିର…

ଧରିତ୍ରୀ ପ୍ରଭାବ: ବୃଦ୍ଧ ଦମ୍ପତିଙ୍କୁ ମିଳିବ ପକ୍କାଘର

ବରଗଡ଼ ଅଫିସ୍‌,୨୧।୧୦ – ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଭଟିଗାଁ ପଞ୍ଚାୟତ ମାଝିପାଲି ଗ୍ରାମର ବୃଦ୍ଧ ଦମ୍ପତି ସୁରୁ ଓ ତାଙ୍କ ସ୍ତ୍ରୀ ସୁବିଧାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ମିଳିବ। ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏ ନେଇ…

ଏଯାଏ ମିଳିନି ଇନ୍‌ପୁଟ ସବ୍‌ସିଡି: ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri