ଏସିଡ୍ ମାଡ଼ରେ ୫ ଗୁରୁତର
ବରଗଡ଼ ଅଫିସ,୧୧ା୧୨: ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଶନିବାର ଏସିଡ୍ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦)...
ବରଗଡ଼ ଧନୁଯାତ୍ରା ସ୍ଥଗିତ
ବରଗଡ଼ ଅଫିସ୍,୧୦।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତି ଅଧ୍ୟକ୍ଷ ତଥା ଜିଲାପାଳ...
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମନେ ପଡ଼ିଲା ଚିନିକଳ କଥା
ବରଗଡ଼ ଅଫିସ୍,୭।୧୨: ବରଗଡ଼ ସହର ଉପକଣ୍ଠ ତୋରାସ୍ଥିତ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠା ପାଇଁ ମଙ୍ଗଳବାର ବିଧାନସଭା ରୁମ ନଂ-୫୪ରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...
୨ଲକ୍ଷର ହିସାବ ଦେଇପାରିଲେନି ଥାନା ଅଧିକାରୀ
ବରଗଡ଼ ଅଫିସ୍,୩୦।୧୧: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏକ କାର୍(ନଂ-ଓଡ଼ି୧୫କେ ୬୧୧୧) ଯୋଗେ ସମ୍ବଲପୁର ଯାଉଥିବା ବେଳେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲପ୍ଲାଜା ନିକଟରେ ଭିଜିଲାନ୍ସ...
ପରିବା କିଣିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ
ପାଇକମାଳ,୨୦।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ସାପ୍ତାହିକ ବଜାରରେ ଜଣେ ପୂର୍ବତନ ହୋମଗାର୍ଡଙ୍କୁୁ ମରାଣାନ୍ତକ ଆକ୍ରମଣ ହୋଇଛି। ଶନିବାର ସାପ୍ତାହିକ ବଜାରରେ ଜର୍ଜଗଡ ଗ୍ରାମର ହୋମଗାର୍ଡ ଗୋପାଳ ସା ପନିପରିବା କିଣୁ ଥିବା ସମୟରେ ମାଣ୍ଡିଆଢିପା ଗ୍ରାମର ଜୟ ସାହୁ ନାମକ...
ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟିଲେ
ସରଣ୍ଡା,୧୮ା୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ଥାନା ଅଧୀନ ସରଣ୍ଡା ବିଶ୍ୱେଶ୍ୱର ବାବା ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ବୁଧବାର ରାତିରେ ଦୁର୍ବୃତ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି। ସବୁଦିନ ଭଳି ରାତିରେ ପୂଜକ ପବିତ୍ର ନାଏକ ତାଲା ପକାଇ ଘରକୁ...
ଶବଦାହ ପାଇଁ ମିଳୁନି କାଠ, ମୃତଦେହ ରଖି ଧାରଣା
ବରଗଡ଼ ଅଫିସ,୧୮ା୧୧: ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ନେଇ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଅବଗତ...
କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା
ବରଗଡ଼ ଅଫିସ୍,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପରିବାର ଅଦାଲତରେ ଏହି ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି...
ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
ବରଗଡ଼ ଅଫିସ୍,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍ରେ ବିଜେପୁର-ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ କାଠପଟା ବୋଝେଇ ଏକ ପିକଅପ୍...
ହାତୀଦାନ୍ତ ଚାଲାଣବେଳେ ଧରିଲା ଏସଟିଏଫ୍
ପଦ୍ମପୁର,୧୪।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଏକ ହାତୀଦାନ୍ତ ଜବତ ହୋଇଛି। ଏହା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ହାତୀଦାନ୍ତ ଚାଲାଣ ବେଳେ ବନବିଭାଗ ଏସଟିଏଫ୍ ଚଢ଼ାଉ କରି ଉକ୍ତ ଲୋକଙ୍କୁ ଅଟକ...
ଇଟାଗଦାରେ ପିଟିହେଲା ପିକ୍ଅପ୍ ଭ୍ୟାନ୍; ଚାଲିଗଲା ୨ ଜୀବନ
ବରଗଡ଼ ଅଫିସ,୧୪।୧୧- ବରଗଡ଼ ଜିଲା ବିଜେପୁର -ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ ରବିବାର ଭୋରରେ ଏକ ସଡକ ଦୁର୍ଘଟଣା ଘଟିଛି। କାଠପଟା ବୋଝେଇ ଏକ ସବାରୀ ଗାଡ଼ି (ନଂ-୩୧୫୧) ରାସ୍ତାପାଶର୍ବରେ ରହିଥିବା ଏକ ଇଟାଗଦାରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।...
ମନ୍ତ୍ରୀଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ
ବରଗଡ ଅଫିସ, ୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ ବରଗଡର ଗାନ୍ଧୀଛକରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବାବେଳେ...
Archives


