କମୁଛନ୍ତି ମାଟ୍ରିକ୍ ପରୀକ୍ଷାର୍ଥୀ
ବରଗଡ଼ ଅଫିସ୍,୭।୩: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ଏଚ୍ଏସ୍ସି) ତଥା ମାଟ୍ରିକ ପରୀକ୍ଷା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ। ଏହା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବରଗଡ଼ ଜିଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର…
ଡିଜେ ବଜାଇ ଶତାୟୁଙ୍କ ଅନ୍ତିମ ସତ୍କାର
ବରଗଡ଼ ଅଫିସ୍,୫।୩: ଜନ୍ମ ପରେ ଦିନେ ମୃତ୍ୟୁ ନିଶ୍ଚିତ। କିନ୍ତୁ ଶତାୟୁ ସଭିଙ୍କ ଭାଗ୍ୟରେ ନ ଥାଏ । ସେହିପରି ମୃତ୍ୟୁ ପରେ ଶବ ସତ୍କାର କରାଯାଏ। ଗାଁ, ପରିବାରରେ ଗଭୀର ଶୋକ ପ୍ରକାଶ ପାଇଥାଏ । ତେବେ ବରଗଡ଼ ଜିଲା…
‘ବିକାଶର ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ ଓ୍ବେ’
ବରଗଡ଼ ଅଫିସ/ସୋହେଲା,୫ା୩(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ସୋହେଲା ଗସ୍ତରେ ଆସି ରବିବାର ବିଜୁ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କରିଛନ୍ତି। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ଓଡ଼ିଶାବାସୀଙ୍କ ସେବାରେ ଏହାକୁ ଉତ୍ସର୍ଗୀକୃତ କରି ସେ ଖୁସି ବ୍ୟକ୍ତ କରିଛନ୍ତି।…
ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, କଳାହାଣ୍ଡି, ନୂଆପଡ଼ା ଗସ୍ତ
ବରଗଡ଼ ଅଫିସ୍/ନୂଆପଡ଼ା ଅଫିସ/ସୋହେଲା/ଭବାନୀପାଟଣା,୫।୩(ଡି.ଏନ.ଏ./ସ୍ବ.ପ୍ର.): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ୩ ଜିଲା ବରଗଡ଼, ନୂଆପଡା ଓ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ବରଗଡ଼ ଜିଲା ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପକୁ ବି-୨୦୦ ଭିଟି-ଜେପିଭି ଏୟାରକ୍ରାଫ୍ଟ ଯୋଗେ ଆସି ସେଠାରେ ପୂର୍ବାହ୍ନ…
୫ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ
ବରଗଡ଼ ଅଫିସ୍,୪।୩: ଆସନ୍ତା ୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। ସରକାରୀ ଭାବେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେହିଦିନ ପୂର୍ବାହ୍ନ ୯ଟା ୪୦ମିନିଟ୍ରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ବି-୨୦୦ ଭିଟି-ଜେପିଭି ଏୟାରକ୍ରାଫ୍ଟ ଯୋଗେ ବାହାରି…
ରିଂରୋଡ୍କୁ ମିଳିଲା ସଂଶୋଧିତ ପ୍ରଶାସନିକ ମଞ୍ଜୁରୀ
ବରଗଡ଼ ଅଫିସ,୪।୩: ବରଗଡ଼ ଜିରା ନଦୀ କୂଳ ବାମପାର୍ଶ୍ୱରେ ଥିବା ସିରିଡି ସାଇ ମନ୍ଦିରରୁ ରୁହୁଣିଆ ଗ୍ରାମ ପର୍ଯ୍ୟନ୍ତ ରିଂରୋଡ୍ର ସଂଶୋଧିତ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏହାସହିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏଥିପାଇଁ ୩୮କୋଟି ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳ…
ଭୂତକୋଠି ପାଲଟିଛି ସୁଲଭ ଶୌଚାଳୟ
ଭେଡେନ,୨।୩(ଡି.ଏନ.ଏ.): ବରଗଡ ଜିଲା ଭେଡେନ ଟ୍ରେକର ଷ୍ଟାଣ୍ଡ ନିକଟରେ ଥିବା ସୁଲଭ ଶୌଚାଳୟ ଏବେ ବ୍ୟବହାର ଅନୁପଯୋଗୀ ହୋଇ ଭୂତକୋଠି ପାଲଟିଛି। ଲୋକେ ଏହାର ସୁଯୋଗ ନେଇ ଅଳିଆ ଆବର୍ଜନା ଏହା ଭିତରକୁ ଫିଙ୍ଗିଦେଉଥବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ…
ଛାତ୍ରୀଙ୍କୁ ମାଡ଼ ମାମଲା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
ବରଗଡ଼ ଅଫିସ,୧।୩: ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ନଲିଆଖଣ୍ଡି ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ହେବା ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣାରେ ଜିଲା ଶିକ୍ଷା…
ମାର୍ଚ୍ଚ ୫ରେ ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ, ୨୮।୨: ଆସନ୍ତା ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଆସିବେ । ଏ ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ସାରିଥିବା…
ଦୁର୍ବୃତ୍ତଙ୍କ ଟାର୍ଗେଟ୍ରେ କଲେଜ ଛାତ୍ରୀଛାତ୍ର
ବରଗଡ଼ ଅଫିସ୍,୨୮।୨: ବରଗଡ଼ ସହରରେ ଅସାମାଜିକତତ୍ତ୍ବଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଗତ କିଛିଦିନ ହେଲା ଦୁର୍ବୃତ୍ତମାନେ ସ୍ଥାନୀୟ କଲେଜ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। କଲେଜ କ୍ୟାମ୍ପସରୁ ସାଇକେଲ ଚୋରି ହେଉଥିବାବେଳେ କଲେଜକୁ ଯିବାଆସିବା ସମୟରେ ମଧ୍ୟ ଦୁର୍ବୃତ୍ତମାନେ ଛାତ୍ରୀଛାତ୍ରଙ୍କ ମୋବାଇଲ ଲୁଟ୍ କରୁଛନ୍ତି।…
ଛାତ୍ରୀଙ୍କୁ ମାଡ଼ମାରି ଜେଲ ଗଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅ
ବରଗଡ଼ ଅଫିସ,୨୬।୨: ବରଗଡ଼ ସହର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହେବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରଗଡ଼ ଟାଉନ ଥାନା ପୋଲିସ ପ୍ରଧାନ ଶିକ୍ଷୟିତ୍ରୀ…
ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ଅଭିଭାବକ
ବରଗଡ଼ ଅଫିସ,୨୫ା୨: ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ମାତ୍ର ସରକାରଙ୍କ ଏହି ଘୋଷଣା ବାଟବଣା ହୋଇପଡ଼ିଛି। ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଆହତ…
Archives


