ଫସଲ ଉଜାଡ଼ିଦେଲା କାଳବୈଶାଖୀ
ବରଗଡ଼ ଅଫିସ୍,୨୫।୪: କାଳବୈଶାଖୀ ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଶନିବାର ସନ୍ଧ୍ୟାରେ କୁଆପଥର ସହ ବର୍ଷାହେବା ଯୋଗୁ ରବିଧାନ ଫସଲ ଉଜୁଡ଼ିଯାଇଛି। ଅମଳକ୍ଷମ ଅବସ୍ଥାରେ ଥିବା ଧାନ ନଷ୍ଟ ହୋଇଯାଇଛି। ପରିବା ଫସଲ ମଧ୍ୟ ଏଥିରୁ ବାଦ୍…
କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ଧାନଫସଲ: ଜିଲାପାଳଙ୍କ ନିକଟରେ ଚାଷୀ ଫେରାଦ
ବରଗଡ଼ ଅଫିସ,୨୪ା୪: କାଳବୈଶାଖୀର ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ହୋଇଥିବା କୁଆପଥର ବର୍ଷା ଯୋଗୁ ଜିଲାର ବରଗଡ଼ ଅତାବିରା, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ ଧାନଫସଲ ଉଜୁଡି ଯାଇଛି।…
ଯୁବତୀଙ୍କୁ ଘରୁ ଉଠାଇନେଲେ ଦୁର୍ବୃତ୍ତ
ଭେଡ଼େନ,୨୪।୪(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେହେରୀପାଲି ଗ୍ରାମର ଜଣେ ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଘରରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ କ୍ରମେ ପୋଲିସ ଭେଡ଼େନ ଥାନାରେ ଏକ ମାମଲା (ନଂ.୧୩୨।୨୩) ରୁଜୁ…
ବରଗଡରେ ଜିଲାସ୍ତରୀୟ କୃଷକ ଦିବସ
ବରଗଡ ଅଫିସ,୨୩।୪: ବରଗଡ ବ୍ଲକ୍ ଅନ୍ତର୍ଗତ ଗାଈସୀମା ଗ୍ରାମରେ ରବିବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଛି। ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ମୁଖ୍ୟ ଉନ୍ନୟନ…
ଚାଲିଛି ବେଆଇନ ପଥର ଚାଲାଣ
ଭେଡେନ ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍ ଚାଲିଛି। କେତେକ ପ୍ରଶାସନିକ କର୍ମଚାରୀ ପଥର ମାଫିଆଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି। ବିନା ନିଲାମରେ ବେଧଡ଼କ ପଥରଖାଦାନ ଗୁଡ଼ିକରେ ଉଚ୍ଚଶକ୍ତି ସମ୍ପନ୍ନ ଡ଼ିନାମାଇଟ ବିସ୍ଫୋରଣ…
ଅଜଣା ରୋଗପୋକ ପରେ କରାମାଡ଼
ବରଗଡ଼ ଅଫିସ୍/ସରଣ୍ଡା, ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନାହିଁ । ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବାବେଳେ ଫସଲରେ ଅଜଣା ରୋଗପୋକ ଉପଦ୍ରବ ହୋଇଥିଲା। ତାର ପ୍ରତିକାର ନ ସରୁଣୁ ଶନିବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି ।…
ବରଗଡ଼ରେ ପ୍ରବଳ କୁଆପଥର ବର୍ଷା, ଉଜୁଡ଼ିଲା ଧାନଫସଲ
ବରଗଡ଼ ଅଫିସ,୨୨ା୪: ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ଝଡ଼ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ସତ,…
ପାଣି ନ ଦେଲେ ବିଦ୍ୟୁତ୍ ସଂଯୋଗ ବନ୍ଦ
ବରପାଲି, ୨୨।୪: (ଡି.ଏନ.ଏ.) ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି ଓ ବିଜେପୁର ବ୍ଲକର କେତେକ ଗ୍ରାମର ଚାଷଚଜମି ଜଳସେଚିତ କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ମେଗା ଜଳପ୍ରକଳ୍ପ ଯୋଜନା କରାଯାଇଛି। ମାତ୍ର ଏହି ପ୍ରକଳ୍ପରୁ ବରପାଲି ବ୍ଲକର ଗୋପାଇପାଲି, ବନ୍ଧପାଲି…
ଅଜଣା ରୋଗ ପରେ କାଳବୈଶାଖୀ ଚିନ୍ତା
ବରଗଡ ଅଫିସ୍,୨୧।୪: ବରଗଡ଼ ଜିଲାରେ ଆଉ ୧୫ଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ମେ ୬ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହି ପ୍ରକ୍ରିୟା ପ୍ରଥମେ ଆରମ୍ଭ କରାଯିବ। ଧାନ ଅମଳ…
ବନ୍ଦକୁ ସମର୍ଥନ, ଜୀବନଯାତ୍ରା ବ୍ୟାହତ
ବରଗଡ଼ ଅଫିସ୍,୨୦।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ବୁଧବାର ୧୨ଘଣ୍ଟିଆ(ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ) ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲେ। ଏହାକୁ ବରଗଡ଼…
ପୋଲିସକୁ ଏଯାଏ ମିଳିନି ସୁରାକ
ଭେଡ଼େନ,୨୦।୪(ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ସୋମବାର ସଂଘଠିତ ଟ୍ରିପଲ ମର୍ଡ଼ର ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ବ୍ୟବଚ୍ଛେଦ ପରେ ୩ମୃତଦେହ ଗ୍ରାମରେ ପହଞ୍ଚିଥିଲା । ଏକ ଶୋକାକୁଳ ପରିବେଶରେ ଗ୍ରାମର…
ଜୁଆଆଡ୍ଡାରେ ବଡ଼ଧରଣର ଚଢ଼ାଉ: ୯ ଗିରଫ, ୧୨ କାର୍ ଜବତ
ବରଗଡ଼ ଅଫିସ/ସୋହେଲା୧୯ା୪(ଡି.ଏନ୍.ଏ.): ବରଗଡ଼ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଜୁଆଆଡ୍ଡାରେ ଚଢ଼ାଉ କରିଥିଲା। ଜିଲାର ସୋହେଲା ଥାନା ଲୁହୁରାଚଟି ନିକଟ ରାଜସ୍ଥାନୀ ଢାବା ପଛପଟେ ଚାଲିଥିବା ଏହି ଜୁଆଆଡ୍ଡାରୁ ପୋଲିସ ନଗଦ ୨ଲକ୍ଷ ୫୪ହଜାର…
Archives


