ବାଲେଶ୍ୱର

ଗାଡ଼ି ଡିକି ଭାଙ୍ଗି ଅଳଙ୍କାର ଲୁଟ୍‌

ଭଦ୍ରକ ଅଫିସ, ୨୮ା୫- ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି। କେତେବେଳେ ବାଇକ୍‌ ଲୁଟ୍‌ ତ ଆଉ କେତେବେଳେ ଘରେ ପଶି ସୁନା ଅଳଙ୍କାର ଲୁଟଇ ନେବା ଭଳି ଘଟଣା ଘଟୁଛି। ସୋମବାର ବାଁଶଡା…

ପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ୪ ଆହତ

ସୋର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବରଫକଳ ଛକଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ମଧ୍ୟରେ ଥିବା ରୋଗୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସୋମବାର ରାତି ପ୍ରାୟ ୨ଟା ବେଳେ ଏକ…

‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ ବେସରକାରୀ ସହାୟତା ମିଳିଛି। ଗତ ୩ମାସ ପୂର୍ବେ ତାଙ୍କ ପିଠିରେ ବାହାରିଥିବା ଟ୍ୟୁମର ଅସ୍ତ୍ରୋପଚାର…

ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ ପୁଅ ହରିଶ(୧୫)। ସୂଚନାନୁଯାୟୀ, ହରିଶ ପୂର୍ବାହ୍ନ ୯ଟାରେ ସାଙ୍ଗମାନଙ୍କ ସହ ଗାଧୋଇବା ଲାଗି ରସୁଲପୁର…

ନାବାଳିକା ଅପହରଣ ଘଟଣା: ଏଯାବତ୍‌ ମିଳିନି ପତ୍ତା, ଥାନା ଘେରିଲେ ମହିଳା

ହାଟଡିହୀ,୨୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗତ ୧୪ ତାରିଖରେ ଅପହରଣ କରାଯାଇଥିଲା। ଏ ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ କେତେ ଜଣ ଯୁବକଙ୍କ ନାମ…

କୋଇଲା ଅନ୍‌ଲୋଡ ବେଳେ ଶ୍ରମିକ ଗୁରୁତର: ଟ୍ରେନ ଚଳାଚଳ ବନ୍ଦ

ବାହାନଗା,୨୮।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ରେଳଷ୍ଟେଶନରେ ଲୋପ୍‌ଲାଇନରେ କୋଇଲା ବୋଝେଇ ଟ୍ରେନରୁ ମଙ୍ଗଳବାର ଶ୍ରମିକମାନେ କୋଇଲା ଅନ୍‌ଲୋଡ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ନଈଛଣପୁର ଗ୍ରାମର ଉମେଶ ମଲ୍ଲିକ…

ଅନାହାରରେ ଅସହାୟ ବୃଦ୍ଧ ଦମ୍ପତି ସାହି ପଡିଶାଙ୍କ ଭରସାରେ ବିତୁଛି ଦିନ

ତେଲକୋଇ,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ଭୂୟାଁ ଜନଜାତିର ଏକ ଅସହାୟ ବୃଦ୍ଧ ଦମ୍ପତି ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି। ଗ୍ରାମର ଲୋକେ ମୁଠେ ଦେଲେ ପେଟକୁ ଦାନା ଯାଉଛି । ସମ୍ପତି…

ଦେଶୀ ଆମ୍ବ ଏବେ ଅଲୋଡ଼ା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ଏକଦା କେନ୍ଦୁଝର ଜିଲାର ଦେଶୀ ଆମ୍ବର ଅଧିକ ଚାହିଦା ରହିଥିଲା। ଆଦିବାସୀମାନେ ବଣ ପାହାଡ଼ ବୁଲି ଏହାକୁ ସଂଗ୍ରହ କରୁଥିଲେ। ଏଣୁ ଜିଲାରୁ ଦେଶୀ ଆମ୍ବ ବାହାର ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଥିଲା । ଏବେ କଳମୀ ବା ହାଇବ୍ରିଡ ଆମ୍ବ…

ସୁବିଧାଠାରୁ ବହୁ ଦୂରରେ ଯୋଡ଼ା ବସ୍‌ଷ୍ଟାଣ୍ଡ

0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍‌ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ କାହାର ମଧ୍ୟ ନଜର ପଡ଼ୁ ନାହିଁ। ରାଜ୍ୟକୁ ସର୍ବାଧିକ ଖଣି ରାଜସ୍ବ ଦେଉଥିବା ତଥା…

ରାସ୍ତାକଡ଼ରେ ଡିମିରି ଫଳର ପସରା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ବନବାସୀ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭର କରି ବିଭିନ୍ନ ପ୍ରକାରର ଫଳମୂଳ ଓ କୋଳି ଆଦି ସଂଗ୍ରହ କରିଥାନ୍ତି। ଖରାଦିନେ ଗଛରେ ଡିମିରି ଫଳ ପାଚିଥାଏ। ଏହାର ଔଷଧୀୟ ଗୁଣ ଥିବାରୁ ବନବାସୀମାନେ ଏହାକୁ ସଂଗ୍ରହ କରି ବିକ୍ରିବଟା କରିଥାନ୍ତି।…

ସରୁନି ସ୍ଲୁଇସ୍‌ ଗେଟ୍‌ କାମ, ମୁକୁଳା ନଦୀବନ୍ଧ

ଆରଡ଼ି, ୨୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକର କୁଳସାହି ନିକଟ ବୈତରଣୀ ନଦୀବନ୍ଧରେ ୮ ମାସ ତଳେ ଆରମ୍ଭ ହୋଇଥିବା ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରି ନାହିଁ। ଏହି ନିର୍ମାଣ କାର୍ଯ୍ୟ ଲାଗି କଟାଯାଇଥିବା ପ୍ରାୟ…

ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ ସାଙ୍ଗକୁ ତବଲା ବାଦନରେ ସେ ବେଶ୍‌ ଧୂରୀଣ। ଏଥିସହ କଣ୍ଠର ଯାଦୁ ଦେଖାଇ ସମସ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?