ବାଲେଶ୍ୱର

ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଶୁକ୍ରବାର ସାହୁଙ୍କ ବେତନଟୀ ସ୍ଥିତ ବାସଭବନ ଓ…

ବିଦ୍ୟୁତ୍‌ ଆଘାତରେ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

ବାସୁଦେବପୁର, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ହାବେଳିସାହୀ ନିକଟରେ ଗୁରୁବାର ରାତିରେ ଏକ ଟ୍ରକ୍‌ରୁ ବାଲି ଅନ୍‌ଲୋଡ଼ ହେଉଥିଲା। ଏହି ସମୟରେ ନିକଟଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଟ୍ରକ୍‌ ଡ଼ାଲାରେ ଲାଗିଯାଇଥିଲା। ଫଳରେ ଟ୍ରକ୍‌ ହେଲ୍‌ପର ସରୋଜ…

ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା ସହ ପାଠ ପଢ଼ିବାରେ ଆଗ୍ରହ ପ୍ରକାଶ କରିବେ। କୌଣସି ଶିଶୁ ଯେମିତି ଏହି ସୁବିଧାରୁ…

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟାଟାଏସିଇ, ଚାଳକ ମୃତ

ଭଣ୍ଡାରିପୋଖରୀ, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥର ଯଶୋଟିକିରି ନିକଟରେ ଶୁକ୍ରବାର ଭୋରରେ ଏକ ଦୁର୍ଘଟଣା ଘଟିଛି। ଟାଟାଏସିଇ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ…

ଅର୍ଥ ବାଧକ : ଅଧାରୁ ପାଠ ଛାଡ଼ିଲେ ଦୁଷ୍ମନ୍ତ

ଚମ୍ପୁଆ, ୭ା୬(ଡି.ଏନ.ଏ.): ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ କାର୍ଯ୍ୟକ୍ରମ ଅନୁଯାୟୀ ଶିକ୍ଷିତହାର ବୃଦ୍ଧି କରିବା ଓ ବିଶେଷ ଭାବେ ଆଦିବାସୀ ହରିଜନ ଏବଂ ଆର୍ଥତ୍କ ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷାଦାନ କରିବା ଉପରେ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ…

ବୈତରଣୀ ନଦୀ ସେତୁରୁ ବେରିଂ ଖସିବା ଘଟଣା: ବର୍ଷେ ପରେ ବି ବିଳମ୍ବ ମରାମତି

ଆନନ୍ଦପୁର, ୭।୬(ସ୍ବ.ପ୍ର.)- ଆନନ୍ଦପୁର ବୈତରଣୀ ନଦୀ ସେତୁକୁ ଦଇବ ସାହା। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଏହି ସେତୁର ଏକ ପିଲାରରୁ ୨୦୧୮ ଜୁଲାଇ ୬ ତାରିଖରେ ଏକ ବେରିଂ ଖସିଥିବା ଘଟଣା ଦୃଷ୍ଟିକୁ ଆସିଥିଲା। ଏହି ବେରିଂ କେବେ ଖସିଥିଲା ତାହା…

ଆଜି ଦେବଦମ୍ପତିଙ୍କ ବିବାହ:ବୈଦିକ ରୀତିରେ ସରିଲା ମଙ୍ଗଳକୃତ୍ୟ

ଆରଡ଼ି, ୭।୬ (ଡି.ଏନ.ଏ.)- ଶୁକ୍ରବାର ଦେବଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ବାଣ ରୋଶଣି ସାଙ୍ଗକୁ ଯୋଡ଼ି ମହୁରି, ମାଦଳ ବାଜା, ଶଙ୍ଖଧ୍ୱନି, ଖୋଳ କରତାଳ, ଢୋଲ, ମୃଦଙ୍ଗ ଆଦି ବାଦ୍ୟରେ ଭଦ୍ରକ…

ବେଆଇନ ବାଲି ଉତ୍ତୋଳନ ନେଇ ଗ୍ରାମବାସୀଙ୍କ ରାସ୍ତାରୋକୋ, ଉତ୍ତେଜନା

ଜଳେଶ୍ୱର, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ସରଡ଼ିହା ରାଜସ୍ବ ସର୍କଲ ଅଧୀନ ସୁବର୍ଣ୍ଣରେଖା ନଦୀର ଶିଖରପୁର ବାଲି ସୈରାତରୁ ପରିବେଶ ତଥା ରାଜସ୍ବ ଆଇନକୁ ଉଲ୍ଲଘଂନ କରାଯାଇ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଛି। ନଦୀକୂଳ ଶିଖରପୁର ଗ୍ରାମର ଶତାଧିକ ଗ୍ରାମବାସୀ…

ଚାଷୀ ବାପାଙ୍କ ମୁହଁରେ ହସ ଫୁଟାଇଲେ ଦିବ୍ୟାଙ୍ଗ ଝିଅ

ଖଇରା, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୭ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣର୍ର୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ ବେହେରା। ସେ ଶତକଡ଼ା ୭୫ ପ୍ରତିଶତ ମାର୍କ ରଖି ଏହି ଯୋଗ୍ୟତା ହାସଲ…

ବାଲିଆପାଳ ତହସିଲରେ ଅଚଳାବସ୍ଥା: ପ୍ରତିବାଦରେ ଓକିଲ, ମୋହରିର ସଂଘର ଧାରଣା

ବାଲିଆପାଳ, ୬।୬(ସ୍ବ.ପ୍ର.)-ବାଲିଆପାଳ ତହସିଲରେ ଦୀର୍ଘଦିନ ହେଲା ଲାଗି ରହିଛି ଅଚଳାବସ୍ଥା। ଆବେଦନ କରିବାର ମାସ ମାସ ପରେ ମଧ୍ୟ ହିତାଧିକାରୀଙ୍କୁ ମିଳୁନି ବିଭିନ୍ନ ପ୍ରମାଣପତ୍ର ଏବଂ ନାଗରିକ ସୁବିଧା ସୁଯୋଗ। ଏନେଇ ଓକିଲ, ମୋହରିର ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ…

ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୨ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଭଦ୍ରକ ଅଫିସ,୬ା୬- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୨ ଦିବ୍ୟାଙ୍ଗ ଯୁବକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଜ୍ଞାନରଞ୍ଜନ ଦାସ ବାସୁଦେବପୁର ଲୁଙ୍ଗା ଗ୍ରାମର ମନୋରଞ୍ଜନ ସେନାପତି ଓ ଭଦ୍ରକ ସହରସ୍ଥିତ ନୂଆବଜାରର ଦେବବ୍ରତ…

ବରିଷ୍ଠ ନାଗରିକଙ୍କଠାରୁ ଲୁଟ୍‌

ବାରିପଦା ଅଫିସ,୬ା୬ : କିଛିଦିନ ହେବ ବାରିପଦା ସହରରେ ଲୁଟ୍‌ ୍‌ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଉ ନ ଥିବା ଅଭିଯୋଗ ହୋଇଛି। ଏମିତି ଅଭିଯୋଗ କରିଛନ୍ତି ବାରିପଦା ସହରର ବରିଷ୍ଠ ନାଗରିକ ସୁଧାଂଶୁ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?