ବାଲେଶ୍ୱର

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମେ ସେ ଗାଁ ଗହଳିରୁ ମଦ ଜବତ କରିବା ସହ ହାଟରେ ସାମାଜିକ ଦୂରତ୍ୱ…

ବାହାର ରାଜ୍ୟରୁ ଆସିଥିବା ୨ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର

ସୋର, ୧୫ା୪(ଡି.ଏନ୍‌.ଏ.)-ମହାମାରୀ କରୋନା କୋଭିଡ଼-୧୯କୁ ରୋକିବା ପାଇଁ ଏବେ ଲକ୍‌ଡାଉନ୍‌ ନିୟମ କଡାକଡି ପାଳନ କରାଯାଉଛି। ରାଜ୍ୟ ବାହାରକୁ କିମ୍ବା ରାଜ୍ୟକୁ ଫେରୁଥିବା ଲୋକଙ୍କ ଉପରେ କଟକଣା ଲାଗୁ ହୋଇଛି। ଏହି ସମୟରେ ଗତ ୩୦ତାରିଖରେ ଖୋର୍ଦ୍ଧାରେ ନିର୍ମାଣ ଶ୍ରମିକ ଭାବେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୪।୪- କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଙ୍ଗଳବାର ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ୱର ସଦର ଆଙ୍କୋ ଅଞ୍ଚଳର ମା’ ବାସୁଳୀ ମହିଳା ସ୍ବୟଂ ସହାୟିକା…

ଶ୍ରମିକନେତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ରୂପ୍‌ସା, ୧୪ା୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଝୋଟ କାରଖାନା ଶ୍ରମିକ ସଂଘ ତରଫରୁ ଶ୍ରମିକ ନେତା ସ୍ବର୍ଗତ ଯୋଗେନ ଦାସଙ୍କ ସ୍ମୃତିସଭା ସୋମବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସାଧାରଣ ସମ୍ପାଦକ ଅନାଦି ପ୍ରଧାନ ପୌରୋହିତ୍ୟ କରିଥିଲେ। ଉପସଭାପତି ଭାଗବତ ମହାପାତ୍ର, କୋଷାଧ୍ୟକ୍ଷ…

୫ ବଖରା ଜଳିଗଲା

ରୂପ୍‌ସା, ୧୪ା୪(ଡି.ଏନ୍‌.ଏ.)-ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଘିରିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୩ ପରିବାରର ୫ ବଖରା ବାସଗୃହ ଭସ୍ମୀଭୂତ ହେବା ସହ ୮ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଛାରଖାର ହୋଇଯାଇଛି। ପ୍ରହ୍ଲାଦ ଦାସଙ୍କର ୨ ବଖରା,…

୩୦ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୧୪।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ହାଇସ୍କୁଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ୍‌ ୩୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ସଙ୍ଗଠନ ପକ୍ଷରୁ ପ୍ରଥମେ…

ବାଲେଶ୍ୱରରେ ଖୋଲିଲା କୋଭିଡ଼-୧୯ ହସ୍‌ପିଟାଲ

ବାଲେଶ୍ୱର ଅଫିସ,୧୪।୪-ବାଲେଶ୍ୱର କୁରୁଡାସ୍ଥିତ ଜ୍ୟୋତି ହସ୍‌ପିଟାଲ କୋଭିଡ଼-୧୯ ହସ୍‌ପିଟାଲ ଭାବେ ସୋମବାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏଥିଲାଗି ଅନୁଦାନ ଯୋଗାଇ ଦେଇଛନ୍ତି। ଏଠାରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ। ଏହି ହସ୍‌ପିଟାଲରେ ୧୦୦ ଶଯ୍ୟା, ୧୨…

ବାପାଙ୍କ ସ୍ମୃତିରେ ଖାଦ୍ୟ ପୁଡିଆ ବାଣ୍ଟିଲେ ଝିଅପୁଅ

ସୋର, ୧୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ପାଇଁ ଲୋକେ ବାହାରକୁ ବାହାରି ନ ପାରି ଘରେ ହାତଯୋଡି ବସିଥିବା ବେଳେ ସେମାନଙ୍କ ଆର୍ଥତ୍କ ସ୍ଥିତି ଏବେ ଦୁର୍ବଳ ହୋଇଛି। ବିଶେଷ କରି ଶ୍ରମିକ ଶ୍ରେଣୀ ଦିନମଜୁରିଆ ଖଟିଖିଆଙ୍କୁ ଏହି ଲକଡାଉନ୍‌ ଅଧିକ ବାଧୁଛି। ଏହି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ସୋର, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ରୋକିବା ପାଇଁ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ କରାଯାଇଥିବାରୁ ଗରିବ ଲୋକଙ୍କୁ ସହାୟତା ପାଇଁ ସୋର ବ୍ଲକ ନଦିଗାଁ, କେଦାରପୁର , ଜଡିଦା ପଞ୍ଚାୟତର ବିଭିନ୍ନ ବ୍ୟକ୍ତିବିଶେଷ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନଦିଗାଁ ପଞ୍ଚାୟତର ମା’ ଦାଣ୍ଡପଶ୍ଚିମା…

ଲକ୍‌ଡାଉନ ବେଳେ ଚୋରା ମଦ କାରବାର

ବାହାନଗା, ୧୩ା୪(ଡି.ଏନ.ଏ.)-ଲକଡାଉନ ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳରୁ ହଜାର ହଜାର ଲିଟର ଚୋରା ଦେଶୀ ମଦ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। କୌଣସି ସୂତ୍ରରୁ ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ବାହାନଗା ବ୍ଲକ ପରିବଦା ପଞ୍ଚାୟତ ଖେରଙ୍ଗ…

ବିଭିନ୍ନ ଚୋରିରେ ସମ୍ପୃକ୍ତ ଯୁବକ ଗିରଫ

ଖଇରା, ୧୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରର ଏକ ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ସ୍ଥାନରୁ ସାଇକେଲ ତଥା ଅନ୍ୟାନ୍ୟ ଆସବାବପତ୍ର ଚୋରିରେ ସମ୍ପୃକ୍ତ ଯୁବକଙ୍କୁ ଖଇରା ପୋଲିସ ଶନିବାର କୁପାରୀ ଅଞ୍ଚଳରୁ ଗିରଫ କରିଛି। ତାଙ୍କ ଘର ସିମୁଳିଆ ଥାନା…

ଖଇରାରେ ଖାଉଟି ସାମଗ୍ରୀ ବଣ୍ଟନ

ଖଇରା, ୧୩ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ପଞ୍ଚାୟତର ଖାଉଟି ସାମଗ୍ରୀ ସୂଚାରୁ ରୁପେ ବଣ୍ଟନ କରାଯାଇଛି। ଡିଲର ପାର୍ବତୀ ବାରିକ ପଞ୍ଚାୟତରେ ୧୧ଟି ୱାର୍ଡରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୩ ମାସର ସାମଗ୍ରୀ ବଣ୍ଟନ କରିଥିଲେ। ବଣ୍ଟନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?