ବାଲେଶ୍ୱର

ଚୋରା ବାଲିଖାଦାନ ଉପରେ ପ୍ରଶାସନର ମିଳିତ ଚଢାଉ

ସଜନାଗଡ,୧୧।୬(ଡି.ଏନ୍‌.ଏ): ବାଲେଶର ଜିଲା ନୀଳଗିରି ତହସିଲ ଅଧିନ କାଠପାଳ ଅଞ୍ଚଳ ସ୍ଥିତ ସୋନ ନଦୀ ଘାଟରେ ବାଲି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ବାଲି ଚୋରାଚାଲାଣ ହେଉଥିବା ନେଇ ଖବର ପାଇବା ପରେ ନୀଳଗିରି ପ୍ରଶାସନ ବୁଧବାର ରାତିରେ ଚଢାଉ କରିଥିଲା। ଏହି…

ପୂରଣ ହେଲା ୨ ଗ୍ରାମବାସୀଙ୍କ ସ୍ବପ୍ନ : ନିର୍ମାଣ ହେବ ଅଲିପୁର-ପାଇକାଳପୁର ରାସ୍ତା

ଖଇରା,୧୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ଓ ଝିଙ୍କିରିଆ ୨ ପଞ୍ଚାୟତକୁ ସଂଯୋଗ କରୁଥିବା ଅଲିପୁର-ପାଇକାଳପୁର ରାସ୍ତା ସ୍ବାଧୀନତା ପର ଠାରୁ ଅବହେଳିତ ହୋଇ ରହିଥିଲା। ବର୍ଷା ଦିନେ ପଥରକଟା ଓ କାଂଶବାଂଶ ନଦୀର ଜଳ ଜମି ରହୁଥିବା କାରଣରୁ…

ସ୍ବାସ୍ଥ୍ୟସେବାରେ ଉନ୍ନତି ନ ହେଲେ ଆନ୍ଦୋଳନ: କଂଗ୍ରେସ

ବାଲେଶ୍ୱର ଅଫିସ,୧୧।୬- ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିିଛି। ଜିଲାରେ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ଭଳି ହସ୍‌ପିଟାଲ ଖୋଲିବା ପାଇଁ ତତ୍‌କାଳୀନ କଂଗ୍ରେସ ଶାସିତ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ। ମାତ୍ର ବର୍ତ୍ତମାନର ଭାଜପା ସରକାର ଏହାକୁ…

ଅଧିକାରୀ ପହଞ୍ଚିବା ପୂର୍ବରୁ ଲୁଚି ପଳାଇଲେ ଖଣିମାଫିଆ

ଖଇରା,୧୦।୬(ଡି.ଏନ.ଏ.)- ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ସାଧାରଣ ଲୋକେ କରୋନା ଭୟରେ ଘରେ ରହୁଛନ୍ତି। ହେଲେ ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ଼ରେ ଖଣିମାଫିଆମାନେ କିନ୍ତୁ ୧୪୪ ଧାରା ନିୟମକୁ ଉଲ୍ଲଂଘନ କରି ପଥର ଖୋଳା ଅବ୍ୟାହତ ରଖିଛନ୍ତି। ବୁଧବାର କୌଣସି ସୂତ୍ରରୁ…

ବନବିଭାଗ ପକ୍ଷରୁ ସହାୟତା

ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ରାଇବଣିଆ ଥାନା ଶ୍ୟାମନଗର, କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ବରଡିହା, କଳମା ପଞ୍ଚାୟତରେ ପ୍ରାୟ…

ଏସ୍‌ଏଚଜି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ୱର, ୧୦।୬(ସ୍ବ.ପ୍ର.)-ମାଇକ୍ରୋ ଫାଇନାନ୍ସ, କେତେକ ବ୍ୟାଙ୍କ ଋଣ ଆଦାୟ ଲାଗି ଏସ୍‌ଏଚ୍‌ଜି ଉପରେ ବାରମ୍ବାର ଜୁଲମ୍‌ କରିବା ବନ୍ଦ କରିବା, ଲକ୍‌ଡାଉନ ଆଇନ ଊଲ୍ଲଂଘନ କରି ଘରକୁ ଆସି ଋଣ କିସ୍ତି ମାଗିବା ଆଦି ୩ ଦଫା ଦାବି ନେଇ ବାଲେଶ୍ୱର…

ବଦଳୁଛି ଚିତ୍ରଶିଳ୍ପୀଙ୍କ ରୁଚି: ‘ମଡ୍‌ ଆର୍ଟ’ ପ୍ରତି ବଢ଼ୁଛି ଆଗ୍ରହ

ବାଲେଶ୍ୱର ଅଫିସ, ୧୦।୬(ମାନସ ବିଶ୍ୱାଳ)-ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ କଳାକାରଙ୍କ ରୁଚି ବଦଳୁଛି। ଚିତ୍ରଶିଳ୍ପୀମାନେ ଭିନ୍ନ ଭିନ୍ନ ଆର୍ଟ ମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରି ସଚେତନତାର ବାର୍ତ୍ତା ଦେବାରେ ଲାଗିପଡ଼ିଛନ୍ତି। ବିଶେଷ କରି ମଡ୍‌ ଆର୍ଟ ଜୀବନ୍ତ ଓ ହୃଦୟସ୍ପର୍ଶୀ…

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଖଇରା, ୮।୬(ଡି.ଏନ.ଏ.)-ଖଇରା ପୋଲିସ ମଙ୍ଗଳବାର ସୋର-କୁପାରୀ ରାସ୍ତାର ବିଭିନ୍ନ ସ୍ଥାନରେ ଚଢାଉ କରି ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ କରିଛି। ବାଇକ, ବୋଲେରୋ ଓ ଟ୍ରକଗୁଡିକଠାରୁ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ଖଇରା ଥାନା ଏସ୍‌ଆଇ ସୁଜାତା…

ମଦ ଦୋକାନ ଖାତା ପତ୍ର ଯାଞ୍ଚ କଲେ ଅଧିକାରୀ

ଖଇରା, ୮।୬(ଡି.ଏନ.ଏ.)-ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କର ଖାତାପତ୍ର ଯାଞ୍ଚ…

ସହାୟତା ଲାଗି ଅଟୋ ଚାଳକ ସଂଘ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୯।୬- କୋଭିଡ୍‌-୧୯ ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବାଲେଶ୍ୱର ଅଟୋ ଚାଳକ ସଂଘ ବାରମ୍ବାର ସରକାରୀ ସହାୟତା ଦାବି କରିଆସୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ କୌଣସି ସହାୟତା ଦିଆଯାଉନାହିଁ।…

ସ’ ମିଲ୍‌ରେ ଚଢ଼ାଉ : ୧୧ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ

ବାଲେଶ୍ୱର ଅଫିସ, ୯।୬-ବାଲେଶ୍ୱର ଜିଲା ବନବିଭାଗ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ପୂର୍ବାହ୍ନରେ ସାରଗାଁ ଓ ଜୟଦେବକସବା ଅଞ୍ଚଳର ଦୁଇଟି ସ’ ମିଲ୍‌ ଉପରେ ଚଢ଼ାଉ କରାଯାଇ ୧୧ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏନେଇ…

ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ସଭାପତି ସୀମନ ଦାସମହାପାତ୍ରଙ୍କ ନେତୃତ୍ୱରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସୋମବାର ସ୍ବାଗତ କରିବା ସହ ପୂର୍ବବତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?