ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ
ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଛନ୍ତି। ଉକ୍ତ ଇଟାଭାଟିରେ…
ଚର୍ଚ୍ଚାରେ ୧୫୦ ଫୁଟର ଡଙ୍ଗା
ବାଲେଶ୍ୱର ଅଫିସ,୩୦ା୧୧: ବାଲେଶ୍ୱର ଜିଲା ସୋର ମାଣିତ୍ରୀ ଗ୍ରାମରେ କାର୍ତ୍ତିକ ପୁର୍ଣ୍ଣିମା ଆବସରରେ ଗ୍ରାମବାସୀ ୧୫୦ ଫୁଟର ଡଙ୍ଗା ତିଆରି କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୧୫୦ ଫୁଟର ନିର୍ମାଣ କରିଛନ୍ତି ଗ୍ରାମବାସୀ। କୋଭିଡ୍…
୫୦ ଏକର ଫସଲ ନଷ୍ଟ କଲେ ହାତୀପଲ
ରୂପ୍ସା, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା, ପଶ୍ଚିମସିମୁଳିଆ, ଜହତା, ଓଡ଼ିଆଶାସନ ଆଦି ମୌଜାରେ ହାତୀପଲ ପଶି ଶନିବାର ରାତିରେ ୫୦ଏକରରୁ ଊର୍ଦ୍ଧ୍ୱ ଏକର ଧାନ, ଆଖୁ ଓ କଦଳୀ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ…
ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ
ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ। ସୁଦାମ ସଙ୍ଗେ ସଙ୍ଗେ ତାଙ୍କ…
ପରୀ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବାଲେଶ୍ବର ଭାଜପା ମହିଳାମୋର୍ଚ୍ଚା
ବାଲେଶ୍ୱର ଅଫିସ, ୨୭।୨୨: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଜଡିତ ଥିବା ଅଭିଯୋଗକରି ବାଲେଶ୍ୱର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ମହିଳାମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ…
ଭୋଗରାଇରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ
ଭୋଗରାଇ,୨୬ା୧୧(ଡି.ଏନ୍.ଏ.): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ମିଶ୍ରିତ ପ୍ରଭାବ ପଡ଼ିଛି। ଥାନାଛକଠାରେ ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତା ଅବରୋଧ କରିବା ଗାଡ଼ି ଚଳାଚଳ ବନ୍ଦ ହୋଇଛି। ଦୋକାନ, ସରକାରୀ ଅଫିସ ଖୋଲା…
ଭାରତ ବନ୍ଦ: ବାଲେଶ୍ୱରରେ ପ୍ରଭାବ
ବାଲେଶ୍ୱର ଅଫିସ,୨୬।୧୧: କେନ୍ଦ୍ର ସରକାର ଜନ ବିରୋଧୀ ଏବଂ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସକାଳ ୬ଠାରୁ ୨୪ ଘଣ୍ଟିଆ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି। ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ୫୬ଟି କେନ୍ଦ୍ରୀୟ ଫେଡେରେଶନ ଏଥିରେ ସାମିଲ…
ଚାନ୍ଦିପୁର ବେଳାଭୂମି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ବାଲେଶ୍ୱର ଅଫିସ-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୧୫ କି.ମି. ଦୂରରେ ରହିଛି ଚାନ୍ଦିପୁର ବେଳାଭୂମି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଶୀତଋତୁରେ ଏହି ବେଳାଭୂମିକୁ ଆସିଥାନ୍ତି। ପିକ୍ନିକ୍, ମେଳା, ମହୋତ୍ସବରେ ଭରି ଉଠେ ବେଳାଭୂମି ଅଞ୍ଚଳ। ଚଳିତବର୍ଷ ମହାମାରୀ କରୋନା ପ୍ରଭାବରେ ଗତ…
୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ: ଜଣେ ଅଟକ
ବାଲେଶ୍ୱର ଅଫିସ, ୨୧।୧୧: ବାଲେଶ୍ୱର ସହରସ୍ଥିତ ଅଡ଼ର ବଜାରରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି । ଏ ନେଇ ମୁନା ଖାଁ (୩୦) ନାମକ ଜଣେ ଯୁବକଙ୍କୁ ସହଦେବଖୁଣ୍ଟା ଥାନା…
ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍
ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ନେଇ…
୬୮ ଗ୍ରାମ୍ ବ୍ରାଉନ୍ ସୁଗାର, ୩ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ: ମିର୍ ସୁଦ୍ଧିକ ଗିରଫ
ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ବୁଧବାର ଗେଟ୍ ବାଡ଼ ଅଞ୍ଚଳର ମିର୍ ସୁଦ୍ଧିକ୍ଙ୍କୁ ଗିରଫ କରିଛି। ବ୍ରାଉନ୍ ସୁଗାର କାରବାରରେ ଲିପ୍ତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ୬୮ ଗ୍ରାମ୍ ବ୍ରାଉନ୍…
ବେଆଇନ ହଷ୍ଟେଲ ନିର୍ମାଣକୁ ବିରୋଧ
ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ବର ଜିଲାସ୍କୁଲ ପୂର୍ବରେ ବେଆଇନ ହଷ୍ଟେଲ ନିର୍ମାଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ବିରୋଧ କରି କମିଟିର କର୍ମକର୍ତ୍ତା ବାଲେଶ୍ବର ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶିକା…
Archives


