ଭୁଶୁଡ଼ିଲା ପାଚେରି, ଚାଲିଗଲା ନାବାଳକଙ୍କ ଜୀବନ
ବାଲେଶ୍ୱର ଅଫିସ,୨୦ା୮: ଲଗାଣ ବର୍ଷାରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପରା ସ୍କୁଲ ପାଚେରି ଭୁଶୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିିଛି। ଏତଦ୍ବ୍ୟତୀତ ପରିବାରର ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ,…
ଛେଚୁଛି ବର୍ଷା, ବଢୁଛି ଭୟ
ଭୋଗରାଇ, ୨୦।୮(ଡି.ଏନ.ଏ.): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡିଶା-ପଶ୍ଚିମବଙ୍ଗ ଦୀଘା ଉପକୂଳ ମୁହାଁ ହେଉଥିବାରୁ ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲାରେ ସତର୍କ ସଂକେତ ଜାରି କରାଯାଇଛି l ଲଘୁଚାପ ସହିତ ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଯୋଗୁ ଜିଲାରେ ଅବିଶ୍ରାନ୍ତ ବର୍ଷା…
ଧସିଲା ବୁଢ଼ାବଳଙ୍ଗ ପଥର ପ୍ୟାକିଂ
ବାଲେଶ୍ୱର ଅଫିସ, ୨୦।୮: ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା-ଫୁଲାଡ଼ି ମଧ୍ୟଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଦକ୍ଷିଣପାର୍ଶ୍ୱରେ ହୋଇଥିବା ପଥରପ୍ୟାକିଂ ଧସିଛି। ନଦୀକୂଳିଆ ଗାଁକୁ ଥିବା ବିପଦ ଥିବା ଆଶଙ୍କା ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନଠାରେ ଅଭିଯୋଗ ଆଣିଛନ୍ତି। ବୁଢ଼ାବଳଙ୍ଗ ନଦୀ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ
ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡା ନିଜର ପାଠପଢ଼ା, ଋଗ୍ଣ ମା’ଙ୍କୁ ଚିକିତ୍ସା, ଭାଙ୍ଗିଯାଇଥିବା ଘରକୁ ସଜାଡ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ…
ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଜିଲାପାଳଙ୍କ ପରାମର୍ଶ
ବାଲେଶ୍ୱର ଅଫିସ,୧୯।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏ ନେଇ ଶୁକ୍ରବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେ ଶିନ୍ଦେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାର ଚାନ୍ଦିପୁର,…
କୁନି ଛାତ୍ରଙ୍କ ଭିଡିଓ ଭାଇରାଲ ପରେ ଖୋଲୁଛି ସରକାରୀ ବିଦ୍ୟାଳୟର ଗୁମର
ବାଲେଶ୍ୱର ଅଫିସ,୧୯ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଗୁମର ଖୋଲିଛନ୍ତି ତୃତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପଢ଼ିବାକୁ ଆସିଥିବା କୁନି ଛାତ୍ରଙ୍କୁ ପ୍ରଧାନଶିକ୍ଷକ ପ୍ରତ୍ୟେକ ଦିନ ପାଠପଢ଼ା ସମୟରେ ମଧ୍ୟାହ୍ନଭୋଜନ ପାଇଁ ସଉଦା ଆଣିବାକୁ ପଠାଉଛନ୍ତି। ଯାହାର ଭିଡିଓ ଗଣମାଧ୍ୟମ ହାତରେ…
ଲିଜ୍ଧାରୀଙ୍କ ନାଁରେ ମାମଲା
ବାରିପଦା ଅଫିସ,୧୯ା୮: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ମହୁପୁରା ଘାଟରୁ ବେଆଇନ ବାଲି ଉତ୍ତୋଳନ ଘଟଣାକୁ ନେଇ ଲିଜଧାରୀଙ୍କ ନାଁରେ ବଡ଼ସାହି ଥାନାରେ ମାମଲା ରୁଜୁ ହୋଇଛି। ଏ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ରେ ମାମଲା ଚାଲିଥିବା ବେଳେ ବାରିପଦା…
ଝିଅକୁ ସାଙ୍ଗରେ ଆଣିବାକୁ ଯାଇ ମା’ ହଟହଟା
ନୀଳଗିରି, ୧୯।୮(ସ୍ବ.ପ୍ର):ସ୍ବାମୀଙ୍କ ପାଖରେ ରହୁଥିବା ବଡ଼ଝିଅକୁ ସାଙ୍ଗରେ ଆଣିବାକୁ ଉଦ୍ୟମ କରି ଜଣେ ମହିଳା, ତାଙ୍କ ବାପା, ଭଉଣୀ ଓ ଭାଇଙ୍କୁ ହଟହଟା ହେବାକୁ ପଡ଼ିଛି। ଝିଅକୁ ସାଙ୍ଗରେ ନେଇ ଯାଉଥିବା ସମ୍ପର୍କରେ ପରିବାର ଏବଂ ସମ୍ପର୍କୀୟ ଲୋକେ ଜାଣିପାରି ସେମାନଙ୍କୁ…
ପାଣିକୁଣ୍ଡରେ ପଡ଼ି ଶିଶୁର ଜୀବନଗଲା
ବାଲେଶ୍ୱର ଅଫିସ,୧୮ା୮: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ବେଗୁନିଆ ଗ୍ରାମର ଗୋବିନ୍ଦ ସିଂଙ୍କ ୪ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ ଘର ଆଗରେ ଥିବା ପାଣି କୁଣ୍ଡରେ ପଡ଼ିଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ଦେଖି ଶିଶୁପୁତ୍ରଙ୍କୁ ନୀଳଗିରି…
ବାହାର୍ଦ୍ଦାରେ ହେବ ସର୍ବବୃହତ୍ ମାଛ ମାର୍କେଟ୍
ବାଲେଶ୍ୱର ଅଫିସ/ବସ୍ତା, ୧୮।୮(ଡି.ଏନ.ଏ.): ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, ମତ୍ସ୍ୟ ବ୍ୟବସାୟୀଙ୍କ ଉପସ୍ଥିତିରେ ବସ୍ତା ବ୍ଲକ ବାହାର୍ଦ୍ଦାଠାରେ ଅତ୍ୟାଧୁନିକ…
ଉଚ୍ଛେଦ ପ୍ରତିବାଦରେ ଉଠାଦୋକାନୀଙ୍କ ବିକ୍ଷୋଭ
ବାଲେଶ୍ୱର ଅଫିସ,୧୭।୮: ବାଲେଶ୍ୱର ସହର ଓଟି ରୋଡ଼ ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଏହାକୁ ବିରୋଧ କରି ଉଠାଦୋକାନୀ ସଂଘ ବିିକ୍ଷୋଭ କରିଛନ୍ତି। ବାଲେଶ୍ୱର ସହରର ଓଡ଼ିିଶା ଟ୍ରଙ୍କ ରୋଡକୁ ୬ଟିକିଆ ରାସ୍ତା ନିର୍ମାଣର ଦ୍ୱାହିଦେଇ ବାଲେଶ୍ୱର ଟାଉନ…
୯ ବର୍ଷ ବିତିଲାଣି, ସରୁନି ସେତୁ ନିର୍ମାଣ
ନୀଳଗିରି, ୧୭।୮(ସ୍ବ.ପ୍ର.): ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବିଜୁ ସେତୁ ଯୋଜନାରେ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକଳ୍ପ ନିର୍ମାଣର…
Archives


