ବାଲେଶ୍ୱର

ସ୍କୁଲରେ ଚାଲିଥିଲା ଗଣେଶ ପୂଜା, ହଠାତ୍‌ ଟଳିପଡ଼ିଲେ ଛାତ୍ର, ଆଉ ତା’ ପରେ…

ନୀଳଗିରି,୨୭ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ସବମୁଖର ଥିଲା ସ୍କୁଲ ପରିସର। ସାଙ୍ଗସାଥୀରେ ପିଲାମାନଙ୍କ ସାଥୀରେ ଗୀତର ତାଳେତାଳେ ନାଚୁଥିଲେ ନବମଶ୍ରେଣୀରେ ଛାତ୍ର ପ୍ରିୟାଂଶୁ। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ିଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଦଉଡ଼ି ଆସିଥିଲେ। ମାତ୍ର ସେହିଠାରେ…

ସୁବର୍ଣ୍ଣରେଖା ବନ୍ୟା ପାଣିରେ ବୁଡ଼ି ଜୀବନ ହାରିଲେ ବୃଦ୍ଧ

ଭୋଗରାଇ, ୨ ୭l ୮( ପ୍ରଦୀପ ଦାସ ) ଚଳିତ ଋତୁରେ ସୁବର୍ଣ୍ଣରେଖା ୪ ଜଣଙ୍କର ଜୀବନ ନେଲାଣି lଏହି ନଦୀର ପ୍ରଥମ ବନ୍ୟାରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକର ୧ ଜଣ ଯୁବକର ପ୍ରାଣ ଯାଇଥିବାବେଳେ ଭୋଗରାଇବ୍ଲକର ବୁଧବାର ସୁଦ୍ଧା ୩…

କମାଲ କରୁଛି ଟ୍ରାକିଂ କ୍ୟାମେରା : ଯିଏ ପଶୁଛି ସେ ଫସୁଛି

ନୀଳଗିରି,୨୭।୮(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଳଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଟ୍ରାପ କ୍ୟାମେରା । ଝରଣାଘାଟି ସେକ୍ସନ ଚେମଚଟା ବିଟ୍‌ କଙ୍କଡାବିଳ ଅଞ୍ଚଳରେ ବନବିଭାଗ ଦ୍ୱାରା ଖଞ୍ଜା ଯାଇଥିବା ଦୁଇଟି ଟ୍ରାପ କ୍ୟାମେରାରେ କୟଦ…

ନାବାଳିକାଙ୍କୁ ଗଣବଳାତ୍କାର କଲେ ବୟଫ୍ରେଣ୍ଡ: ମୋବାଇଲରେ ଶୁଟିଂ କରୁଥିଲେ ସାଙ୍ଗ, ଆଉ ତା’ପରେ…

ବାଲେଶ୍ୱର, ୨୭।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବିଶ୍ୱାସରେ ବିଷ ଦେଇ ପୁରୁଷବନ୍ଧୁ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଗଣବଳାତ୍କାରର ଭିଡିଓ ଭାଇରାଲ ହେବା…

ଘରକୁ ଫେରୁଥିବାବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ରାଜମିସ୍ତ୍ରୀ

ଭୋଗରାଇ, ୨୬।୮( ପ୍ରଦୀପ ଦାସ ): ସୁବର୍ଣ୍ଣରେଖା ବନ୍ୟାସ୍ରୋତରେ ଭାସିଯାଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଡଙ୍ଗ ପନ୍ତେଇ ଗ୍ରାମର ରାଜମିସ୍ତ୍ରୀ ଅଚିନ୍ତ କୁମାର ପାତ୍ର (୪୪ ) ଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ମଧ୍ୟାହ୍ନରେ ସେ ଘରକୁ ଫେରୁଥିବାବେଳେ…

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ

ବାଲେଶ୍ୱର (ବାଞ୍ଛାନିଧି ଦେ)/ ଭଣ୍ଡାରିପୋଖରୀ (ରାଜେନ୍ଦ୍ର ଶତପଥୀ), ୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀଜଳ ପ୍ରବାହିତ ହେଉଥିବାବେଳେ ଜଳକା ଜଳସ୍ତର ବଢ଼ୁଛି। ଏଭଳିସ୍ଥଳେ…

ନଦୀକୁ ଶୌଚ ହେବାକୁ ଯାଇ ଭାସିଗଲେ ବୃଦ୍ଧା, ଆଜି ବି ମିଳିନି ପତ୍ତା

ଖଇରା,୨୪ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ରାଇକୁଳା ଗ୍ରାମର ଜଣେ କାଂଶବାଂଶ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ତାଙ୍କ ନାମ ଶୁକୁଟି ମାଝୀ(୭୦)। ଶନିବାର ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ନିଖୋଜ…

ପ୍ରେମବିବାହକୁ ପୂରିଲାନି ୫ ମାସ, ଚାଲିଗଲା ନବବଧୂଙ୍କ ଜୀବନ: ହତ୍ୟା ଅଭିଯୋଗ ଆଣି ବାପା କହିଲେ ମୋ’ ଝିଅକୁ…

ଭୋଗରାଇ,୨୨ା୮(ପ୍ରଦୀପ ଦାସ): ବିବାହର ୫ ମାସ ନ ପୂରୁଣୁ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବାର ମୃତା ମହିଳାଙ୍କ ବାପା ବାଲେଶ୍ୱର ଜିଲା ଭୋଗରାଇ ଥାନାରେ ଗୁରୁବାର ରାତିରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

ବୋହୂଙ୍କ ମାଡ଼ରେ ଶାଶୁ-ଶ୍ୱଶୁରଙ୍କ ସହ ସ୍ବାମୀ…ଥାନାରେ ଏତଲା

ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର

ବାଲେଶ୍ୱର,୧୯।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆମତ୍ାହୁତି ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଏଚ୍‌ଓଡି ସମୀର ସାହୁଙ୍କ ଜାମିନ ପୁଣି ଖାରଜ ହୋଇଛି। ବାଲେଶ୍ୱର ଜିଲା ଓ ଦୌରାଜଜ୍‌ ସୋମବାର…

ଏୟାରପୋର୍ଟରେ ମୃତଦେହ ବଦଳ ହେବା ଘଟଣା: ପୁଅର ମୃତଦେହ ବଦଳରେ କଫିନ୍‌ରେ ଆସିଥିଲା ଅନ୍ୟ ଜଣଙ୍କ ମୃତଦେହ, ଯୋଗାଯୋଗ ପରେ…

ସୋର,୧୮ା୮: ଏୟାରପୋର୍ଟରେ ଏକ ମୃତଦେହ ଅଦଳବଦଳ ହୋଇଯାଇଥିଲା। ତେବେ ପଶ୍ଚିମବଙ୍ଗ କ୍ରିଷ୍ଣନଗରରୁ ମୃତଦେହ ଘରକୁ ଆଣିଛନ୍ତି ସମ୍ପର୍କୀୟ। ଏୟାରପୋର୍ଟ କର୍ମଚାରୀଙ୍କୁ ପରିବାର ଲୋକେ ଦାୟୀ କରି କଫିନ୍‌ରେ ପୁଅର ମୃତଦେହ ବଦଳରେ ଅନ୍ୟ ଜଣଙ୍କ ମୃତଦେହ ଆସିଥିଲା ବୋଲି ଅଭିଯୋଗ କରିଥିଲେ।…

ଏୟାରପୋର୍ଟରେ ବଦଳ ହେଲା ମୃତଦେହ, ସିଲିଗୁଡ଼ିରେ ପହଞ୍ଚିଲା ବାଲେଶ୍ବର ଯୁବକଙ୍କ ମୃତ ଶରୀର

ବାଲେଶ୍ୱର,୧୭।୮: ବାଲେଶ୍ବର ଜିଲା ସୋରରେ ଏକ ଅଭାବନୀୟ ଘଟଣାରେ ଶବ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ମୂଳିସିଂ ଗାଁର ରାକେଶ, ଯିଏ ବେଙ୍ଗାଳୁରୁରେ ସଫ୍ଟୱେର ଇଞ୍ଜିନିୟର ଥିଲେ, ଶୁକ୍ରବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ବେଙ୍ଗାଲୁରୁ ଏୟାରପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri