ବାଲେଶ୍ୱର

ଡ୍ରିଲ୍‌ ସମୟରେ ହଠାତ୍‌ ଅଚେତ ହୋଇପଡ଼ିଲେ ୩ଛାତ୍ରୀ

ସଜନାଗଡ,୨୩।୪(ଡି.ଏନ୍‌.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍‌ ସମୟରେ ୨୦୦ ପିଲା ଭାଗ…

2 years ago

ମତ୍ସ୍ୟଜୀବୀଙ୍କୁ ୨ ମାସ ସମୁଦ୍ର ମନା

ବାଲିଆପାଳ, ୨୨।୪(ସ୍ବ.ପ୍ର.) ଦକ୍ଷିଣ ବାଲିଆପାଳର ୨୪ କି.ମି. ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ମାଛ ଧରି ଜୀବିକାନିର୍ବାହ କରନ୍ତି। ସରକାର ମତ୍ସ୍ୟଜୀବୀମାନଙ୍କୁ ଏପ୍ରିଲ ୧୫ଠାରୁ ଜୁନ୍‌ ୧୪ପର୍ଯ୍ୟନ୍ତ…

2 years ago

ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା ୭ମ…

2 years ago

ଚାନ୍ଦିପୁର ହେବ ମଡ଼େଲ୍‌ ବେଳାଭୂମି

ବାଲେଶ୍ୱର ଅଫିସ, ୨୨।୪ ଓଡ଼ିଶାର ଶ୍ରେଷ୍ଠ ମଡ଼େଲ୍‌ ବେଳାଭୂମି ଭାବେ ପରିଗଣିତ ହେବ ବାଲେଶ୍ୱରର ଚାନ୍ଦିପୁର। ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକ ଦୁଇ କି.ମି. ମେରାଇନ୍‌ ଡ୍ରାଇଭ୍‌ର…

2 years ago

ପାଣି ପାଇଁ ଡହଳବିକଳ, ଗରା ଧରି ରାସ୍ତାରେ ମହିଳା

ଜଳେଶ୍ୱର,୨୧।୪(ଡି.ଏନ.ଏ.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପିଇବା ପାଣି ସମସ୍ୟା ଉକତ୍ଟ ହେବାରେ ଲାଗିଛି।…

2 years ago

ଉନ୍ନତ ଭାରତ ପାଇଁ ଶିକ୍ଷାର ବିକାଶ ଜରୁରୀ: ରାଜ୍ୟପାଳ

ବାହାନଗା/ସିମୁଳିଆ, ୧୯।୪ (ଡି.ଏନ.ଏ.) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସୋମବାର ବାଲେଶ୍ୱର ଜିଲା ଗସ୍ତ କରି ଦୁଇଟି ପୃଥକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି।…

2 years ago

ବସ୍ତିବାସିନ୍ଦାଙ୍କ ଭୟରେ ତହସିଲ ଅଫିସ ଫାଟକରେ ତାଲା

ବାଲେଶ୍ୱର ଅଫିସ, ୧୯ା୪ ବାଲେଶ୍ୱର ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସଦର ତହସିଲ ଅଫିସ୍‌ ଫାଟକ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି।…

2 years ago

ନିଆଁ ଲାଗି ୨ ଏକର ଜଙ୍ଗଲ ଜଳିଗଲା

ସୋର,୧୮।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ସରଳିଆ ନିକଟବର୍ତ୍ତୀ କୁଲଡିହା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଦେବଗିରି ପାଦଦେଶ ଜଙ୍ଗଲରେ ରବିବାର ନିଆଁ ଲାଗିଯାଇଥିଲା। ଏହା ଫଳରେ ୨…

2 years ago

ଲକ୍ଷାଧିକ ଟଙ୍କାର ମାଛ ମରି ଭାସିଲେ

ସୋର,୧୮।୪(ଡି.ଏନ.ଏ): ପଞ୍ଚାୟତ ନିର୍ବାଚନକୁ ୨ ମାସ ବିତିଯାଇଥିଲେ ସୁଦ୍ଧା ଗଁା ଗଣ୍ଡାରେ ଲାଗି ରହିଥିବା ବିବାଦ ଥମି ନାହଁି। ନିର୍ବାଚନରେ ପ୍ରାର୍ଥୀ ହେବାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ଉପରେ…

2 years ago

ଶାରିଶୁଆ ଜଙ୍ଗଲରେ ନିଆଁ

ଖଇରା,୧୮।୪(ଡି.ଏନ.ଏ.)- ଶାରିଶୁଆ ପାହାଡର ପାଖାପାଖି ୫୦ବର୍ଗ କି.ମି. ଅଞ୍ଚଳ ଜଙ୍ଗଲରେ ନିଆଁଲାଗି ଗଛପତ୍ର ପୋଡ଼ି ଯାଉଥିବା ପାହାଡ଼ ସଂଲଗ୍ନ ଗ୍ରାମଗୁଡ଼ିକର ଅଧିବାସୀମାନେ ଅଭିଯୋଗ କରିଛନ୍ତି। ୨ଦିନ ଧରି…

2 years ago