ବଲାଙ୍ଗୀର

ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏକ ନିର୍ଦ୍ଦିଷ୍ଟ ଜାତିକୁ ଆଦିବାସୀ ତାଲିକାରୁ ହଟାଇବାକୁ ଦାବି କରାଯାଇଛି। ଆଦିବାସୀ କଲ୍ୟାଣ ସଂଘ ସଦସ୍ୟମାନେ…

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ବଲାଙ୍ଗୀର,୧୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ବଡ଼ଧରଣର ସଫଳତା ମିଳିଛି। ବଲାଙ୍ଗୀର ଜିଲା ଛତରଦାଣ୍ଡି ସଂରକ୍ଷଣ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ…

ଇଜିପ୍ଟ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କ୍ୟାରିକେଚର

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଇଜିପ୍ଟର ଗିଜା ପ୍ରାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଅହମଦ ସୌକି ମ୍ୟୁଜିୟମର କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରଠାରେ ଆୟୋଜିତ ‘ସାଦି ଇନ୍‌ ଦ ଆଏଜ୍‌ ଅଫ୍‌ ଦ ୱାର୍ଲଡ୍‌’ ଅନ୍ତର୍ଜାତୀୟ କ୍ୟାରିକେଚର ଏକ୍‌ଜିବିଶନ୍‌ରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ…

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଗୁରୁତର

ବଲାଙ୍ଗୀର, ୧୫।୧୨: (ସୁନିଲ ମହାନ୍ତି) ବଲାଙ୍ଗୀର ସହର ଉପକଣ୍ଠ ପଥରଚେପା ଠାରେ ଶନିବାର ରାତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ରୁ ୪ ଜଣ ଗୁରୁତର ହୋଇଛନ୍ତି । ଏହି ସଂଘର୍ଷରେ ଏକ ଘର ଜଳି ଯାଇଛି । ସମସ୍ତ ଗୁରୁତରଙ୍କୁ…

ଟିକସ ଫାଙ୍କି କରାଯାଉଛି ଜମି ରେଜେଷ୍ଟ୍ରି : ମାଲାମାଲ କର୍ମଚାରୀ

ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରରେ ଏବେ ସରକାରୀ ଟିକସ ଫାଙ୍କି ପାଇଁ ନୂଆ ତରିକାରେ ଜମି ରେଜେଷ୍ଟ୍ରି କରାଯାଉଥିବା ଜଣାପଡିଛି। ଏଥିରେ ରାଜସ୍ବ ବିଭାଗ ଏବଂ ସବ୍‌ରେଜେଷ୍ଟ୍ରି ଅଫିସର କେତେଜଣ ଅଧିକାରୀ ଓ କର୍ମଚାରୀ ମାତିଥିବା ଜଣାପଡିଛି। ପ୍ଲଟ୍‌ ରେଜେଷ୍ଟ୍ରି ପାଇଁ…

ସ୍ତ୍ରୀଙ୍କୁ ଜୀବନରୁ ମାରିଦେବକୁ ସଡଯନ୍ତ୍ର କରିଥିଲେ କନଷ୍ଚେବଳ ସ୍ବାମୀ, ଆଜିବି…

ବଲାଙ୍ଗୀର,୧୪।୧୨: ନୃଶଂସ ସ୍ବାମୀ, ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଉଦ୍ୟମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ନିଜ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଫେରାର ଅଛନ୍ତି ସ୍ବାମୀ । ଗତ ସୋମବାର ବଲାଙ୍ଗୀର ସହରରେ…

ବାଇକ୍‌କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ସାଲେଭଟା ଅଙ୍ଗ ନଦୀ ପୋଲ ଉପରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ବାଇକ୍‌ ଆରୋହୀ ହେଲେ ସୁବର୍ଣ୍ଣପୁର…

ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍‌ କପି ମଗା ଘଟଣାକୁ ନେଇ ଗୁରୁବାର ଓକିଲ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ତହସିଲ କର୍ମଚାରୀ। ଶୁକ୍ରବାର ପୁଣି…

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର,୧୨।୧୨: ବଲାଙ୍ଗୀର ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଗୁରୁବାର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀଜଣଙ୍କ ମୁରିବାହାଲ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ହଷ୍ଟେଲରୁ ଛାତ୍ରୀଙ୍କ…

ରେଲୱେ ଟ୍ରାକରୁ ମିଳିଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ସନ୍ଦେହ

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ଦେଓଗାଁ ରେଲୱେ ଷ୍ଟେଶନ ନିକଟ ରେଲୱେ ଟ୍ରାକ୍‌ ଉପରେ ଜଣେ ଅଜଣା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛ। ଟ୍ରେନରେ କଟି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି । ରେଲୱେ ଟ୍ରାକ ନିକଟରେ ଥିବା…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ମହିଳା କନ୍‌ଷ୍ଟେବଲଙ୍କୁ ହତ୍ୟା ଉଦ୍ୟମ କଲେ ସ୍ବାମୀ

ବଲାଙ୍ଗୀର,୯।୧୨: ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍‌ଷ୍ଟେବଲ ସ୍ତ୍ରୀଙ୍କୁ କନ୍‌ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ମହିଳା କନ୍‌ଷ୍ଟେବଲ ତୁଷୁରା…

ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ପଡ଼ିଲା ସର୍ଫ: ଛାତ୍ରୀଛାତ୍ର ଖାଇ ଅସୁସ୍ଥ, ଗାଁରେ ଉତ୍ତେଜନା

ବଲାଙ୍ଗୀର,୭।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ୩୦ରୁ ୩୫ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସାକରାଯାଉଛି। ଅନ୍ୟପଟେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସଂଖ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri