ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ୨୦ ମିଟର ଯାଏ ଘୋଷାଡ଼ି ନେଲା ବାଇକ୍; ଚାଲିଗଲା…
ବଲାଙ୍ଗୀର,୫।୧୦(ସୁନୀଲ ମହାନ୍ତି): ବଲାଙ୍ଗୀର ଚୁଡାପାଲି ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଜଣେ ଚାଷୀ ନିଜ ଚାଷ ଜମିକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର…
ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଲେ ବୃଦ୍ଧ, ଚାଲିଗଲା…
ବଲାଙ୍ଗୀର,୫।୧୦(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଜଣେ ବୃଦ୍ଧ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ବୃଦ୍ଧ ଜଣକ ହେଲେ ତୁଷୁରା ଥାନା ଅନ୍ତର୍ଗତ ଧାନଘରା ଗ୍ରାମର କୀର୍ତ୍ତି ରଣା( ୭୫ )।…
ସ୍ତ୍ରୀ ବାପ ଘରକୁ ଯାଇଥିବା ବେଳେ ସ୍ବାମୀଙ୍କ ଅଜବ କାଣ୍ଡ, ଗଳାକାଟି…
ବଲାଙ୍ଗିର,୪।୧୦:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଲଖପାଲି ଗ୍ରାମରେ ଏକ ଅଭୋନୀୟ ଘଟଣା ଘଟିଛି । ପୁଇଁନ୍ତଳା ବ୍ଲକ ଲଖପାଲି (ବିଶ୍ବାଲ ପାଲି) ଗ୍ରାମରେ ରହୁଥିବା ଜଣେ ଯୁବକ (୩୫ ) ଭୀମସେନ ବିଶ୍ବାଳ ନିଜ ଗଳା…
ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ରାତି ଅଧିଆ ମାଡି ବସିଲା ପୋଲିସ, ତା’ପରେ…
ବଲାଙ୍ଗୀର,୪।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରୁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ପୂର୍ବରୁ ୫୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ଦାଦନ ସର୍ଦ୍ଦାର ଶ୍ରମିକ ଚାଲାଣ କରିବା ପାଇଁ ଶ୍ରମିକମାନଙ୍କୁ ଘରେ ରଖିଥିବା ବେଳେ…
ମେଡିକାଲରୁ ରୋଗୀ ନିଖୋଜ, ସାଂଘାତିକ ଅଭିଯୋଗ ଆଣି ପରିବାର ଲୋକେ କହିଲେ…
ବଲାଙ୍ଗୀର,୩ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସର୍ଜରୀ ଓ୍ବାର୍ଡରୁ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗୁରୁବାର ରାତି ୧୧ଟାରୁ ରୋଗୀ…
ନିଆରା ଉଦାହରଣ ସୃଷ୍ଟି କଲେ ସ୍ବାସ୍ଥ୍ୟମନ୍ତ୍ରୀ: ନିଜେ ରକ୍ତ ଦେଲେ, ଆଉ ଅନ୍ୟମାନଙ୍କୁ..
ଲୋଇସିଂହା,୨।୧୦(ସୁଶାନ୍ତ ବାରିକ): ଅନ୍ତର୍ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ…
ଛତର ଯାତ୍ରାରୁ ଚୋରି କରି ଭାଗ ବାଣ୍ଟୁଥିଲେ, ୯ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ; ୩୯ ମୋବାଇଲ ସହ…
ବଲାଙ୍ଗୀର , ୧।୧୦: କଳାହାଣ୍ଡି ଜିଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ମଙ୍ଗଳବାର ଥିଲା। ସେହି ଯାତ୍ରାରେ ଭକ୍ତ ମାନେ ମା’ଙ୍କ ଦର୍ଶନ କରି ଆସିଥିବାବେଳେ ସେମାନଙ୍କଠାରୁ ନାନାଦି ସାମଗ୍ରୀ ଚୋରି ହୋଇଥିଲା। ଘଟଣାରେ ଚଢାଉ କରି ପୋଲିସ ୩୯ ମୋବାଇଲ,…
ଖୁସିଖବର: ଚାଷୀଙ୍କୁ ଦିଆଗଲା ଦଶହରା ଭେଟି, ଆରମ୍ଭ ହେଲା…
ବଲାଙ୍ଗୀର,୩୦।୯(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି।…
ଡ୍ୟାମ ଠେଲା ପାଣିକୁ ନେଇ ଚିନ୍ତାରେ ଗ୍ରାମବାସୀ: ଆନ୍ଦୋଳନକୁ ଓହ୍ଲାଇଲେ
ବଲାଙ୍ଗୀର,୨୯।୯( ସୁନିଲ ମହାନ୍ତି): ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମ୍ରେ ଜଳସ୍ତର ବଢ଼ିବାରେ ଲାଗିଛି। ଏପରିକି ଶନିବାର ସକାଳୁ ଡ୍ୟାମ୍ର ଠେଲାପାଣି କୁମିଆପାଲି ଗାଁ ପାଖକୁ ଚାଲି ଆସିଥିବାରୁ ଗାଁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି I ତେବେ ଗତ…
ନାଗ ସହ ଖେଳୁଥିଲେ ସାପ ଧରାଳୀ: ଜିଭକୁ ମାରିଲା ଚୋଟ, ଆଉ ତା’ପରେ ଘଟିଗଲା…
ବଲାଙ୍ଗୀର,୨୬।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାପ ଚୋଟରେ ଜଣେ ସାପ ଧରାଳୀଙ୍କ ଜୀବନ ଯାଇଛି। ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା। ସୂଚନାଯୋଗ୍ୟ, ସନ୍ତୋଷ ସ୍ଥାନୀୟ ଅଞ୍ଚଳରେ…
ମା’ ସାମ୍ନାରେ ପୁଅକୁ ହତ୍ୟା କରିବା ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗିର,୨୫/୯( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଖଦାଲ ପଡା ମା’ ମଙ୍ଗଳା ମନ୍ଦିର ନିକଟରେ ଗତ ୨୦ ତାରିଖ ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ତାଙ୍କ ମା’ ସାମ୍ନାରେ ପୂଅକୁ ହତ୍ୟା କରାଯାଇଥିଲା l ହତ୍ୟା ମାମଲାରେ ଆଉ ଦୁଇ…
ନଦୀକୂଳରେ ୨ ବିଶାଳକାୟ କୁମ୍ଭୀର, ଲୋକେ ଛାନିଆ
ବଲାଙ୍ଗୀର,୨୫ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଟିଟିଲାଗଡ଼ର ଉନ୍ଦେର ନଦୀକୂଳରେ ୨ଟି କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁଗନାଭଟା ଓ ସିଲୁଆ ଗାଁ ମଝି ନିକଟ ନଦୀକୂଳରେ ଏହି ୨ଟି କୁମ୍ଭୀର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହା ପରେ…
Archives


