୨୦୪୩ ଦାଦନ ଶ୍ରମିକ ହୋମ୍ କ୍ୱାରାଣ୍ଟାଇନ୍ରେ
ବଲାଙ୍ଗୀର ଅଫିସ,୨୬ା୩: ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲାର ବିଭିନ୍ନ ଗଁ।ରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଜୀବିକା ଅନ୍ବେଷଣରେ ଯାଇଥାନ୍ତି। ଜିଲା ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରୁ ଚଳିତବର୍ଷ ପ୍ରାୟ ୨୩…
କରୋନା ଆତଙ୍କ ସମୟରେ କଳାବଜାରୀ, ଚଢାଉ କଲା ପ୍ରଶାସନ
ବଲାଙ୍ଗୀର ଅଫିସ, ୨୬ା୩- କରୋନା ଆତଙ୍କକୁ ନେଇ ବିଶ୍ୱସ୍ତରରୁ ଗାଁ ଯାଏ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବାବେଳେ କେତେକ ଅସାଧୁ ବେପାରୀ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ହ୍ୟାଣ୍ଡୱାସ, ସାନିଟାଇଜର ଚଢ଼ାଦରରେ ବିକ୍ରି କରୁଛନ୍ତି। ଆଳୁ, ପିଆଜ, ଚାଉଳ, କିରାନା ସାମଗ୍ରୀର ବି…
ବଲାଙ୍ଗୀର ଘରୋଇ ବସ୍ଷ୍ଟାଣ୍ଡରେ କରୋନା ସଚେତନତା: ବସ୍ଯାତ୍ରୀଙ୍କୁ ହାତ ଧୋଇ ଚଢ଼ିବାକୁ ପରାମର୍ଶ
ବଲାଙ୍ଗୀର ଅଫିସ,୨୦।୩: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଟାଉନ ଘରୋଇ ବସ୍ ଷ୍ଟାଣ୍ଡଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଘରୋଇ ବସ୍ ମାଲିକ ସଂଘ,ଜିଲା ରେଡ୍କ୍ରସ୍ ସୋସାଇଟି ଓ…
ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ
ପାଟଣାଗଡ଼,୨୦।୩ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ କାର୍ଯ୍ୟକ୍ରମ (ଗୁଡ୍ ସମରିଟାନ) ମାଧ୍ୟମରେ ସମ୍ମାନିତ କରାଯାଇଛି। ଯୁବକ ଜଣକ ହେଲେ ବାଙ୍କିବାହାଲ ଗ୍ରାମର…
ଗଳଗଣ୍ଡ ରୋଗ୍ରେ ପୀଡ଼ିତ କୌଶଲ୍ୟା: ଦରଦ୍ ଲାଗି ଛଟ୍କି ଛାଡୁଛନ୍
ଲାଠୋର, ୧୮ା୩ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀପଡ଼ାର କୌଶଲ୍ୟା ନାଏକ(୫୬)। ସେ ଗଳଗଣ୍ଡ ରୋଗ୍ରେ ପୀଡ଼ିତ ଅଛନ୍। ପରିବାରଟା ନିହାତି ଗରିବ୍। ଅଭାବ ଅନାଟନ ଲାଗି ତାକର ଉଚ ଚିକିଛା ହେଇ ନାଇଁପାରବାର। ଏନ୍ତାଥି ପରିବାର ଲୋକ୍…
ବିଜୟାନନ୍ଦ ସମବାୟ ଚିନିକଳ :ତୃତୀୟ ଟେଣ୍ଡରକୁ ଅପେକ୍ଷା
ବଲାଙ୍ଗୀର ଅଫିସ, ୧୭ା୩ ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିିକ ଶିଳ୍ପ ଦେଓଗଁା ବ୍ଲକ ସାଗରପାଲିସ୍ଥିତ ବିଜୟାନନ୍ଦ ଚିନିକଳ ଦୀର୍ଘ ୬ ବର୍ଷ ହେଲା ବନ୍ଦ ପଡିଛି ା ଏହି ଚିନିକଳରେ ଝୁଲୁଥିବା ତାଲା କେବେ ଖୋଲିବ ତା’ର ଉତ୍ତର କାହା…
ଟିଟିଲାଗଡରେ କରୋନା ସନ୍ଦିଗ୍ଧଙ୍କୁ ନେଇ ଚର୍ଚ୍ଚା
ବଲାଙ୍ଗୀର ଅଫିସ/ଟିଟିଲାଗଡ,୧୪।୩ (ଡି.ଏନ୍.ଏ.): କାନାଡାରୁ ଟିଟିଲାଗଡ ଆସିଥିବା ଯୁବ ଇଞ୍ଜିନିୟର ଦମ୍ପତିଙ୍କୁ କରୋନା ସନ୍ଦେହରେ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ଗତ ୧୦ ତାରିଖରେ ଟିଟିଲାଗଡର ମୂଳ ନିବାସୀ ତଥା କାନାଡାରେ…
ଭତାରୁ ବଁଚିତ୍ ଫୁଲ
ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍ ଅଧୀନ ସାନଗୁର୍ଜିଭଟାର ଫୁଲ ନାଗ(୫୬)। ଆପ୍ନେ ପୀତବାସ ନାଗ ଦୁଇ ବଛର ତଲେ ଆରପାରକେ ଚାଲିଯାଇଛନ୍। ହେଲେ ଫୁଲ ଆଏଜ୍ତକ ବିଧବା ଭତା ପାଏବାରୁ ବଁଚିତ୍ ଥିବାର…
ଆର୍ବିଏସ୍କେ ଦେଲା ନୂଅଁ। ଜୀବନ୍
ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍ ସଦର ଗଁ। ର ଝନେ ଦିବ୍ୟାଙ୍ଗ ଛାତ୍ରୀ ସୁବିଧା ହଂସ(୧୨) ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାଯ୍କରମ(ଆର୍ବିଏସ୍କେ) ଜରିଆରେ ନୂତନ ଜୀବନ୍ ପାଇଥିବାର କହିଛନ୍। ସୂଚନା ଅନ୍ସାରେ ଟଙ୍କପାଣି…
ଭତାରୁ ବଁଚିତ୍ ପକ୍ଷାଘାତ ରୁଗୀ କୌଶଲ୍ୟା
ଲୋଇସିଂହା, ୧୪।୩ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର କଳାକାର ନାଏକକଁର ମାଏକିନା କୌଶଲ୍ୟା ନାଏକ(୬୧)। ସେ ପକ୍ଷାଘାତ ରୋଗ୍ରେ ପୀଡ଼ିତ ଅଛନ୍। ଚିକିଛାରେ ପାଖାପାଖି ଦେଢ଼ ଲାଖ୍ ଟଁକା ସାରି ସରବ୍ସୁଅଁାତ ହେଇଛନ୍। ହେଲେ…
ଅଜନା ରୋଗ୍ରେ ଖଟେ ପଡ଼ିଛନ୍ ଫୁଲ
ଖପ୍ରାଖୋଲ, ୧୩।୩ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍ ତୁର୍ଲା ଗଁାର ବୁଡୁ ଛତର(୭୧)କଁର ମାଏକିନା ଫୁଲ ଛତର(୬୦)। ସେ ଅନେକ ଦିନ ହେଲା କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ଅଛନ୍। ବୁଡୁ ଧାରଉଧାର କରି ଆସରପାସର…
ଘରୋଇ ଯାତ୍ରୀବାହୀ ବସ୍କୁ ୩୦ହଜାର ଟଙ୍କା ଜରିମାନା
ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍ ନ ଥିବା ଘରୋଇ ଯାତ୍ରୀବାହୀ ବସ୍ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ କାଟୁଥିବା କଣ୍ଡକ୍ଟରଙ୍କ ଲାଇସେନ୍ସ ନ ଥିଲା। ବଲାଙ୍ଗୀର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ…
Archives


