ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଭାଜପା କର୍ମୀଙ୍କ ରାସ୍ତାରୋକୋ
ବଲାଙ୍ଗୀର ଅଫିସ, ୧୩।୨: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବଲାଙ୍ଗୀର ସହର ଗାନ୍ଧୀନଗରପଡା ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର-ସମ୍ବଲପୁର ରୋଡକୁ ଭାଜପା ପକ୍ଷରୁ ୩ ଘଣ୍ଟା ବନ୍ଦକରାଯାଇଛି। ସକାଳ ୧୦ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହୋଇଥିଲା…
ପିଲାଙ୍କୁ ବହି ମିଳୁନି, ଉଇ ଖାଇ ନଷ୍ଟ ହେଉଛି
ଲୋଇସିଂହା,୧୩।୨(ଡି.ଏନ.ଏ.): ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ମାଗଣାରେ ବହି ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ହେଲେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ ବହିର ସୁଷମ ବଣ୍ଟନ ନ ହୋଇ ସ୍କୁଲରେ ପଡି ନଷ୍ଟ ହେଉଛି। ଶୁକ୍ରବାର ଲୋଇସିଂହା…
ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ, ୧୧।୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଡେପୁଟି ରେଞ୍ଜର କେଶବ ନାୟକଙ୍କ ବଲାଙ୍ଗୀର ସାଗରପଡା ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢ଼ାଉ ଜାରି…
ଥାନାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ, ଏବେ ବିବାହ କଥା ଉଠିବାରୁ…
ଟିଟିଲାଗଡ଼,୭।୨(ଡି.ଏନ୍.ଏ.): ଥାନାରେ ମହିଳା ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଲେ ଅଭିଯୁକ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନାରୁ। ମହିଳା ଜଣକ ଶନିବାର ବିଳମ୍ବିତ ରାତିରେ ଏଭଳି ଅଭିଯୋଗ…
ମା’ଙ୍କ ମୃତ୍ୟୁ ପରେ କବରସ୍ଥଳରେ ଧୂପ ଦେଇ ବସି ରହୁଥିଲେ, ମାସକ ପରେ ଜୀବନ ହାରିଲେ ପୁଅ
ସଇଁତଲା, ୭ା୨(ଡି.ଏନ.ଏ.): ମାସକ ତଳେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ ମା’। ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ପୁଅ ଶନିବାର ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ମା’ଙ୍କ କବରସ୍ଥଳରେ ସେ ଧୂପଦେଇ ବସି ରହୁଥିଲେ। ଶେଷରେ ମା’ଙ୍କ…
କାର୍ଟୁନିଷ୍ଟ ଅବନୀ ରଥଙ୍କୁ ଡିପ୍ଲୋମା ଡି ଏକ୍ସିଲେଣ୍ଟା ସମ୍ମାନ
ବଲାଙ୍ଗୀର ଅଫିସ, ୭ା୨: ରୋମାନିଆର ଗୁରା-ହୁମୋରୁଲୁଇଠାରେ ଆୟୋଜିତ ଆନ୍ତର୍ଜାତିକ ବ୍ୟଙ୍ଗ ରେଖାଚିତ୍ର ମହୋତ୍ସବର ୩୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶ୍ୱର ବଛାବଛା କାର୍ଟୁନିଷ୍ଟଙ୍କୁ ମନୋନୀତ କରାଯାଇ ସମ୍ମାନିତ କରାଯାଇଛି । ଏହି ଅବସରରେ ଭାରତରୁ ବଲାଙ୍ଗୀର ନିବାସୀ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟଙ୍ଗ ଚିତ୍ରଶିଳ୍ପୀ…
ସରକାରୀ ଯୋଜନା ଏଠି ସାତସପନ
କଣ୍ଟାବାଞ୍ଜି, ୬।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡଡକଲା ପଞ୍ଚାୟତର ମାଓବାଦୀ ପ୍ରବଣ ଡଙ୍ଗାମରା ଗାଁ। ଗାଁରେ ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷ କରି ଗ୍ରାମବାସୀ ଜୀବିକା ନିର୍ବାହ କରନ୍ତି। ବଣ ପାହାଡଘେରା ଏହି…
ବାପାଙ୍କ ଋଣ ଶୁଝିବାକୁ ଝିଅ ବନ୍ଧକ
ଲାଠୋର, ୩୧।୧(ଡି.ଏନ.ଏ.): ଅଗ୍ରିମ ଟଙ୍କା ନେଇ ୨୦୨୦ ନଭେମ୍ବରରେ ତେଲଙ୍ଗାନାକୁ ସ୍ତ୍ରୀଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଡେବରିଆମୁଣ୍ଡା ଗ୍ରାମର ସ୍ବର୍ଣ୍ଣ ଶବର(୪୫)। ତେଲଙ୍ଗାନାର ଜଗତଲ ଜିଲା ମାଟିପୁଲି ଗ୍ରାମର ସମ୍ପଦ ଗୌଡଙ୍କ ଇଟାଭାଟିରେ ସେ…
ଟ୍ରକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଟିଟିଲାଗଡ଼, ୩୦।୧ (ଡି.ଏନ.ଏ.) -ବଲାଙ୍ଗୀର ଜିଲା ଟିଟିଲାଗଡ ସହରର ମଦଭାଟି ପଡାରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକ ମଦଭାଟି ପଡାର କୁମୁଦ ପାଢୀ (୫୪) ବୋଲି ଜଣାପଡିଛି। ଏନେଇ ସ୍ଥାନୀୟ ଲୋକେ…
ଉଦ୍ଘାଟନ ହେଉଛି, କାମରେ ଲାଗୁନି
କଣ୍ଟାବାଞ୍ଜି, ୨୯। ୧(ଡି.ଏନ.ଏ.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି କୋଠା। ଉଦ୍ଘାଟନ ବି ହୋଇଛି ବିଧିବଦ୍ଧଭାବେ। ହେଲେ କୌଣସି ନା କାୌଣସି କାରଣରୁ ଏହି ସବୁ କୋଠା ବିଭାଗର କୌଣସି କାମରେ ଆସୁନାହିଁ। ପରିତ୍ୟକ୍ତ ହୋଇ…
ବଲାଙ୍ଗୀର ସଦର ବ୍ଳକ ପକ୍ଷରୁ ଗାଁକୁ ଚାଲ ଅଭିଯାନ
ବଲାଙ୍ଗୀର ଅଫିସ, ୨୮ା୧: ବଲାଙ୍ଗୀର ସଦର ବ୍ଳକ୍ ପକ୍ଷରୁ ବୁଧବାର ଗାଁକୁ ଚାଲ ଅଭିଯାନର ଶୁଭାରମ୍ଭ କରାଯାଇଛି। ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ବିଡିଓ ବାସୁଦେବ ମହାପାତ୍ର ଓ ବିଭିନ୍ନ ବିଭାଗୀୟ ପ୍ରଶାସନ ଅଧିକାରୀମାନେ ବୈଦିପାଲି ପଞ୍ଚାୟତର ବରଗାଁକୁ ଯାଇ ସରକାରଙ୍କ…
ଲୋକାର୍ପିତ ହେଲା ପାନୀୟ ଜଳ ପ୍ରକଳ୍ପ
ବଲାଙ୍ଗୀର ଅଫିସ, ୨୮ା୧: ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର ସଦର ବ୍ଲକର ଖଲିଆପାଲି, କୁଟୁମଡୋଲା, ଚନ୍ଦନଭାଟ ପଞ୍ଚାୟତର ବିଭିନ୍ନ ଗଁା ଗସ୍ତ କରି ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି ଅବସରରେ ବିଧାୟକ ମିଶ୍ର କୁଟୁମଡୋଲା ପଞ୍ଚାୟତର ଦୁଆନପାଲିଠାରେ ୧…
Archives


