୧୪,୫୨୫ ଖଣ୍ଡ ଭୋଟରେ ଜିତିଲେ ଲିକା
ବଲାଙ୍ଗୀର ଅଫିସ, ୨୬।୩- ଶନିବାର ପୌର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବଲାଙ୍ଗୀର ପୌରାଞ୍ଚଳର ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ଲିକା ସାହୁ ୧୪,୫୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି। ବିଜୟୀ ହେବା ପରେ ଲିକା ସାହୁ…
ଜିଲା ପରିଷଦ ଉପାଧ୍ୟକ୍ଷା ହେଲେ ମିଥିଳା
ବଲାଙ୍ଗୀର ଅଫିସ, ୨୫।୩- ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନରେ ମୁରିବାହାଲ ୨୭ ନମ୍ବର ଜିଲା ପରିଷଦ ଜୋନର ଜିଲା ପରିଷଦ ପ୍ରାର୍ଥିନୀ ମିଥିଳା ମାଝି ନିର୍ବାଚିତ ହୋଇଥିବା ଜଣାପଡିଛି । ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କ ପରିଚାଳନା…
ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର
ବଲାଙ୍ଗୀର ଅଫିସ,୨୪।୩: ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା…
ମନ୍ତ୍ରୀ ଟୁକୁନି ସାହୁ ନିଜ ଓ୍ବାର୍ଡରେ ଦେଲେ ଭୋଟ୍
ଟିଟିଲାଗଡ଼,୨୪ା୩(ଡି.ଏନ୍.ଏ.): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ୍ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇଛି। ବୁଥ୍ ଖୋଲିବା ମାତ୍ରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ନିଜ ଓ୍ବାର୍ଡ ୧୦…
ଧରାପଡ଼ିଲେ ନକଲି ବର
ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୨୩ା୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଚାଉଳଶୁଖା ଗଁାର ଜଣେ ଝିଅକୁ ବିବାହ କରିବାକୁ ଆସି ଜଣେ ନକଲି ବର ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ଠକାମି ଜଣାପଡ଼ିବା ପରେ ବର ସାଜିଥିବା ବିବାହିତ ବ୍ୟକ୍ତି ଜଣକ ବିବାହ ବେଦିରୁ ସିଧା…
ଲୁଟେରାଙ୍କଠୁ ମିଳିଲା ୨୨ ବୋଲେରୋ
ବଲାଙ୍ଗୀର ଅଫିସ,୨୨।୩: ଓଡ଼ିଶା-ଆନ୍ଧ୍ର ପ୍ରଦେଶରେ ସକ୍ରିୟ ବୋଲେରୋ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ। ବଲାଙ୍ଗୀର ଏସ୍ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍ଡିପିଓ ତୋଫାନ ବାଗଙ୍କ ତତ୍ତ୍ୱାବଧାନରେ ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର…
ଝିଅକୁ ନିର୍ଯାତନା ଦେଇ ମାରିଦେଲେ
ଲୋଇସିଂହା,୧୯।୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ସୁବର୍ଣ୍ଣପୁର ଜିଲା…
ମହିଳା ବୋହିଲେ ଦୋଳ ବିମାନ
ବଲାଙ୍ଗୀର ଅଫିସ,୧୮।୩: ବଲାଙ୍ଗୀର ଜିଲା ଯାଦବ ମହାସଭା ପକ୍ଷରୁ ମହାସମାରୋହରେ ଦୋଳ ମହୋତ୍ସବ ପାଳିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବର ଶୁକ୍ରବାର ଦ୍ୱିତୀୟ ଦିନ। ଏହି ଅବସରରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ସହର ପରିକ୍ରମା…
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ମନ୍ତ୍ରୀ
ବଲାଙ୍ଗୀର ଅଫିସ,୧୫ା୩: ପୌରାଞ୍ଚଳ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। ମଙ୍ଗଳବାର ବଲାଙ୍ଗୀର ସହରରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବିଜୁ ଜନତା ଦଳର ପୌରାଧ୍ୟକ୍ଷା ପ୍ରାର୍ଥୀ ଲିକା ସାହୁ ଓ କାଉନ୍ସିଲର ପ୍ରାର୍ଥୀ ଶତ୍ରୁଘ୍ନ ବାଗ୍ଙ୍କ ପାଇଁ ୨୧…
ନାମାଙ୍କନ ପ୍ରତ୍ୟାହାର କରିନେଲେ ସ୍ବାଧୀନ ପ୍ରାର୍ଥୀ
ଗୁଡ଼ଭେଲା,୧୪।୩(ଡି.ଏନ୍.ଏ.): ତୁଷୁରା ଏନ୍ଏସି କାର୍ଯ୍ୟାଳୟ ପରିସରରେ ସୋମବାର ପୌରପରିଷଦ ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇଥିଲା। ୧୦ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଓମ ପ୍ରକାଶ ରଣା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ନିର୍ବାଚନ ଅଧିକାରୀ ତଥା ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ…
ବିଜେଡି ହାତକୁ ଗଲା ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ପଦ
ବଲାଙ୍ଗୀର ଅଫିସ,୧୩ା୩: ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ଆଗଲପୁର ଜୋନ୍ ୧ର ବିଜେଡି ଜିଲା ପରିଷଦ ସଦସ୍ୟା ଦେବକୀ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୩୪ ଆସନ ବିଶିଷ୍ଟ ଜିଲା ପରିଷଦରୁ ବିଜେଡି ୨୬ଟି ଆସନରେ ବିଜୟୀ ହୋଇ ଜିଲା…
ଅଧ୍ୟକ୍ଷ ପଦ ହାତେଇଲେ ଯତୀନ୍ଦ୍ର, ଦୁଇ ପ୍ରାର୍ଥୀଙ୍କ କ୍ରସିଂଭୋଟ୍କୁ ନେଇ ଜୋର୍ଦାର ଚର୍ଚ୍ଚା
ଲୋଇସିଂହା,୧୩ା୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଶନିବାର ଅନ୍ତ ଘଟିଛି। ଏମ୍ପି କଳିକେଶ ନାରାୟଣ ସିଂଦେଓଙ୍କ ସମର୍ଥିତ ପ୍ରାର୍ଥୀ ଝିଲି ସାହୁଙ୍କୁ ୪ ଖଣ୍ଡ ଭୋଟ୍ରେ ହରାଇ ଯତୀନ୍ଦ୍ର ପଟେଲ…
Archives


