ବଲାଙ୍ଗୀର

୬ରେ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର ଅଫିସ, ୫ା୧: ମହାରାଣୀ ସାଗର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ଏବଂ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ଦାବି ନେଇ ଆସନ୍ତା ୬ ତାରିଖରେ ବଲାଙ୍ଗୀର ବନ୍ଦ ପାଳନ ପାଇଁ ଆକ୍ସନ କମିଟି ନେତୃତ୍ୱରେ ନିଷ୍ପତ୍ତି ହୋଇଥିଲା।…

ଗୋବିନ୍ଦଙ୍କ ଝିଅ-କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଅଡିଓ ଭାଇରାଲ

ବଲାଙ୍ଗୀର ଅଫିସ, ୫ା୧: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ଏବଂ କ୍ରାଇମବ୍ରାଞ୍ଚ ଟିମ୍‌ ଅଧିକାରୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓ ଭାଇରାଲ ହେବା ପରେ ଗୋବିନ୍ଦଙ୍କ ଚିଠି…

କାର ମରାମତି ବେଳେ ମାଡ଼ିଗଲା ଟ୍ରକ

ସଇଁତଳା, ୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ମନମୁଣ୍ଡା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ଜିଲା ମାଝିଗୁଡ଼ାର ବାଲ୍ମିକି ବିଶୋଇ(୩୮)। ସେ ପରିବାର ସହ କାର (ନଂଓଡ଼ି-୦୨-ଏଏଲ-୪୭୫୪)ରେ ନୂତନ…

ଚଢାଉ ପରେ ଧାନ ବେପାରୀ ଛାନିଆ

ଲୋଇସିଂହା,୧।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡାର ଏକ ଗୋଦାମରେ ଜିଲା ଯୋଗାଣ ବିଭାଗ ଚଢାଉ କରି ବେଆଇନ ଗଚ୍ଛିତ ୪୩୯ ବସ୍ତା ଧାନକୁ ଜବତ କରିଛି । ଏହାପରେ ବ୍ଲକ ଅଞ୍ଚଳରେ ବେଆଇନ ଧାନ ବେପାର କରି ମୁନାଫା ଉଠାଇଥିବା…

ଜିଲାରେ ଧାନକିଣା ନାଁରେ ହରିଲୁଟ୍‌

ବଲାଙ୍ଗୀର ଅଫିସ,୩୧ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ନାଁରେ ଏବେ ହରିଲୁଟ୍‌ ଚାଲିଛି। କଟନୀ ଛଟନୀ ନାଁରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କାର ଧାନ ଲୁଟ୍‌ କରାଯାଇ ଚାଷୀକୁ ଶୋଷଣ କରାଯାଉଛି। ଏହି ଶୋଷଣ ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ, ସମବାୟ ବିଭାଗ…

ଆବର୍ଜନାରେ ପରିପୂର୍ଣ୍ଣ ରେଳଷ୍ଟେଶନ ରାସ୍ତା

ଲାଠୋର,୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ ରେଳ ଷ୍ଟେଶନ ରାସ୍ତା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦୀର୍ଘ ବର୍ଷରୁ ଲାଠୋର…

ମିର୍ଦ୍ଧାପାଲି ଗାଁରେ କଙ୍ଗାରୁ କୋର୍ଟ

ବଲାଙ୍ଗୀର ଅଫିସ,୩୦ା୧୨:ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଲି ଗଁାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ଏହି ଗଁାର ସରୋଜ ରାଉତଙ୍କ ପରିବାରକୁ ନିଅଁା, ପାଣି ବାସନ୍ଦ କରାଯାଇଥିବା ଅଭିଯାଗ ହୋଇଛି। ଗଁା କମିଟି ପକ୍ଷରୁ ବିଧିବଦ୍ଧ ବୈଠକ କରି ଡେଙ୍ଗୁରା…

ବଲାଙ୍ଗୀରରେ ରାଜ୍ୟପାଳ

ବଲାଙ୍ଗୀର ଅଫିସ,୨୮ା୧୨: ବଲାଙ୍ଗୀର ରୋଟାରୀ କ୍ଲବ ଅଫ୍‌ ଇଲିଟ ପକ୍ଷରୁ ଆୟୋଜିତ ‘ଉଡ଼ାନ’ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ମାଧ୍ୟମରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ,…

ଟିଟିଲାଗଡ଼ରେ କ୍ରାଇମବ୍ରାଞ୍ଚ ଟିମ୍‌

ଟିଟିଲାଗଡ଼,୨୭।୧୨(ଡି.ଏନ୍‌.ଏ.): ଗୋବିନ୍ଦ ସାହୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ମଙ୍ଗଳବାର ଟିଟିଲାଗଡ଼ରେ ପହଞ୍ଚିଥିଲେ। କ୍ରାଇମ୍‌ବ୍ରାଞ୍ଚର ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଟିଟିଲାଗଡ଼ରେ ପହଞ୍ଚିଥିଲା। ସେମାନେ ଉକ୍ତ ମାମଲାରେ ସଂଗୃହିତ ହୋଇଥିବା ଜଉମୁଦ ଦସ୍ତାବିଜ୍‌…

ବେକରେ ଜାଭେଲିନ ପଶି ଗୁରୁତର ଥିଲେ ସଦାନନ୍ଦ: ଫେରିଲେ ଘରକୁ

ବଲାଙ୍ଗୀର ଅଫିସ,୨୭।୧୨: ବେକରେ ଜାଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ସେଦିନ ଘଟିଥିବା ଘଟଣା ସମ୍ପର୍କରେ ସେ କହିଛନ୍ତି। ସେ କହିଛନ୍ତି, ସେହିଦିନ ଗାର ଉପରେ ଲାଇନ…

କାର୍ଯ୍ୟକ୍ଷମ ହେଉନି ଛାତ୍ରୀନିବାସ

ଲାଠୋର, ୨୬ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରେ ୩ଟି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଛାତ୍ରୀ ନିବାସ ନିର୍ମାଣ ହୋଇଛି। ନିର୍ମାଣ ପରେ ୨ବର୍ଷ ହେଲା ସମ୍ପୃକ୍ତ ସ୍କୁଲକୁ ଏହା ହସ୍ତାନ୍ତର କରାଯାଇ ସାରିଛି। ହେଲେ ଏହା…

ସଚିବଙ୍କ ହସ୍ତକ୍ଷେପ ପରେ ଧାନ ପରୀକ୍ଷଣ କଲା ଆର୍‌ଏମ୍‌ସି

ଲୋଇସିଂହା,୨୫ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପାକ୍ସରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କ ବିକ୍ରି ପାଇଁ ଆସିଥିବା ଧାନ ପରୀକ୍ଷା କରାଯାଇଛିା। ଆର୍ଦ୍ରତା ଧାର୍ଯ୍ୟ ପ୍ରତିଶତରୁ କମ୍‌ ବାହାରି ଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିଲା। ସେହିପରି କୁଟାକାଟି,ବାଲିମାଟି,ମିଶ୍ରିତ ଧାନ ଓ ରୋକପୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri