ବଲାଙ୍ଗୀର ଅଫିସ, ୧୨ା୨ - ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସ୍ଥାନୀୟ ଡିଇଓ ଅଫିସରେ ଅନୁଷ୍ଠିତ…
ଲାଠୋର, ୧୨।୨ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ଉଭଏ ସରକାର ଗଁଗଁଲିର ବିକାଶ କଥା କହୁଛନ୍। ଇଥିରଲଗି ଅନେକ ଯୋଜନା ବି କାଯ୍କାରୀ କରି ଫିବଛର କୋଟି…
ବଲାଙ୍ଗୀର ଅଫିସ, ୧୨ା୨ - ବଲାଙ୍ଗୀର ଜିଲା ଶିକ୍ଷା ଅଧିକାରୀ ଅଫିସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ା ଏହି…
ଲାଠୋର, ୧୧।୨ (ଡି.ଏନ୍.ଏ.)- କେନ୍ଦ୍ର ସରକାର ୨୦୧୧ ସାଲେ ସାରାଦେଶରେ ଏସ୍ଇସିସି(ସାମାଜିକ, ଆର୍ଥତ୍କ, ଜାତି ଭିତ୍ତିକ) ଜନଗଣନା କରେଇଥିଲେ। ସେ ହିସାବେ ଆମର ରାଏଜେ ବି…
ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍…
ସ୍ବାଧୀନତାର ୭୩ ବର୍ଷ ପରେ ବି ବଲାଙ୍ଗୀର ଜିଲା ଅନଗ୍ରସର ଜିଲା ମାନଚିତ୍ରରୁ ମୁକୁଳି ନାହିଁ। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ ମାନକରେ…
ଲାଠୋର, ୮।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ପରଶାସନର ଭୁଲ୍ ଲାଗି ଗଇନ୍ଦିମାଲ ଗଁାର ପକ୍ଷାଘାତ ରୁଗୀ ଲଛମନ କୁମ୍ଭାର(୫୭) ଚିକିଛା କରେଇ ନାଇଁପାରବାର…
ଲାଠୋର, ୮।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆ ଘେରରେ ରହିଛେ। ସ୍କୁଲରେ ଅନେକ…
ଲୋଇସିଂହା, ୭।୨ (ଡି.ଏନ୍.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍ କତୁରପକ୍ଷକଁର ଖାମ୍ଖିଆଲି…
ଦେଓଗାଁ, ୭ା୨(ଡି.ଏନ.ଏ.) - ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ ୪ଦିନ…