ଅନୁଗୋଳ

୨ଲକ୍ଷ ୮୫ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି, ସନ୍ଧାନୀ କୁକୁର ସହାୟତାରେ ତନାଘନା

ଅନୁଗୋଳ ଅଫିସ, ୨।୭: ଅନୁଗୋଳ ଥାନା ଅନ୍ତର୍ଗତ ଜରସିଂହାଠାରେ ସୋମବାର ବିଳମ୍ବିତ ରାତିରେ ଘନଶ୍ୟାମ ସାହୁଙ୍କ ଘରୁ ଚୋରି ହୋଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସପରିବାର ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ…

କଦଳୀ ଚାଷ ଉଜାଡ଼ିଲେ ହାତୀ

ପାଲଲହଡ଼ା, ୨ା୭(ଡି.ଏନ.ଏ.)ପାଲଲହଡ଼ା ବ୍ଲକ ଖମାର ବନାଞ୍ଚଳ ବଡସଡା ପଞ୍ଚାୟତ ଖଣତାପଶି ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ଗ୍ରାମର ସୁରେଶ କୁମାର ସାହୁଙ୍କ କଦଳୀ ବାଡ଼ିରେ ୧୦ରୁ ୧୫ ହାତୀ ପଶି ୨ ଶହରୁ ଊର୍ଦ୍ଧ୍ୱ କଦଳୀ ଗଛ ଓପାଡି ଖାଇବା ସହ…

ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି ଅବହେଳା:ବର୍ଷେ ହେଲା ବନ୍ଦ ଘରେ ଅଫିସ ସାମଗ୍ରୀ

ତାଳଚେର, ୨ା୭(ନି.ପ୍ର.)ବାର୍ଷିକ ୬ ଶହ କୋଟି ରାଜସ୍ବ ଦେଉଥିବା ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି କରାଯାଉଛି ଚରମ ଅବହେଳା। ଭଡ଼ା ଘରେ ଚାଲିଆସିଥିବା ଏହି କାର୍ଯ୍ୟାଳୟ ବର୍ଷେ ହେଲା ବନ୍ଦ ପଡ଼ିଛି। ଘର ମାଲିକ ଘର ଛଡ଼ାଇ ନେବା ପରଠାରୁ ଅଫିସର…

ଭଡ଼ା ବୃଦ୍ଧି ଦାବିରେ ତାଳଚେର ଟ୍ରକ ମାଲିକ ସଂଘର ଆନ୍ଦୋଳନ

ତାଳଚେର, ୧।୭(ନି.ପ୍ର.): ଭଡ଼ା ବୃଦ୍ଧି ଦାବିରେ ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ସୋମବାରଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି। ତାଳଚେର କୋଲ୍ଡଫିଲ୍ଡରୁ ଟ୍ରକ ଯୋଗେ କୋଇଲା ପରିବହନ ସଡ଼କ ପଥରେ ରବିବାର ମଧ୍ୟରାତ୍ରରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତାଳଚେରରୁ ଦୈନିକ ୩/୪…

ଚନ୍ଦନପୁର ମଦ ମୃତ୍ୟୁ ଘଟଣା: ୬ ମାସ ପରେ ବି ଆସିଲାନି ଭିସେରା ରିପୋର୍ଟ

ଅନୁଗୋଳ ଅଫିସ, ୧।୭:  ଅନୁଗୋଳ ଜିଲା ବନ୍ତଳା ଥାନା ଚନ୍ଦନପୁରଠାରେ ଏକ କୁକୁଡା ଫାର୍ମରେ ବିଷାକ୍ତ ମଦ ପିଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିସେରା ରିପୋର୍ଟ ଆସିପାରିନାହିଁ।…

ଆଦର୍ଶ ସ୍କୁଲ କ୍ୟାମ୍ପସ ନିର୍ମାଣ ସରିଲାନି; ଛେଣ୍ଡିପଦା ହାଇସ୍କୁଲରେ ଶିକ୍ଷାଦାନ

ଛେଣ୍ଡିପଦା,୧।୭(ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ଗୋପୀନାଥପୁର ଗ୍ରାମଠାରେ ଚଳିତ ବର୍ଷ ନୂତନ କରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। ପ୍ରଥମ କରି କେବଳ ଷଷ୍ଠ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଥିବାବେଳେ ମୋଟ ୮୧ ଜଣ…

କମ୍ପାନୀ କର୍ମଚାରୀଙ୍କ କଲୋନୀରେ ସରକାରୀ ବାବୁ, ପୋଲିସ; ନାଲ୍‌କୋ ଉପରେ ଚାପ ଚର୍ଚ୍ଚା

ଅନୁଗୋଳ ଅଫିସ/ବଅଁରପାଳ, ୧।୭(ଡି.ଏନ.ଏ.)  କର୍ମଚାରୀଙ୍କ ପାଇଁ କଲୋନୀ ନିର୍ମାଣ କରିଛି ନାଲ୍‌କୋ। ହେଲେ ପ୍ରାୟ ଶତାଧିକ କ୍ୱାର୍ଟର୍ସରେ ରହୁଛନ୍ତି ସରକାରୀ ଅଧିକାରୀ ଓ ପୋଲିସ। ଭଡ଼ା ଦେଉଥିଲେ ବି ସେମାନେ ଏଠାରେ ରହିବା ନିୟମ ବହିର୍ଭୂତ। ତଥାପି ନାଲ୍‌କୋ ଉପରେ ଚାପ ପକାଇ…

ଗୋଦାମରେ ଅଗ୍ନିକାଣ୍ଡ:ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବଅଁରପାଳ,୩୦।୬(ଡି.ଏନ.ଏ.)-ନାଲ୍‌କୋ ଥାନା କୁଲାଡ଼ ଏଫସିଆଇ ଛକ ନିକଟରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି। ରବିବାର ଦୋକାନ ବନ୍ଦ ରହିଥିଲା। ଅପରାହ୍ନରେ ଗୋଦାମ ଘରୁ ଧୂଆଁ ପ୍ରବଳମାତ୍ରାରେ ବାହାରିବା ସହିତ ଦୁର୍ଗନ୍ଧ ହୋଇଥିଲା। ପରେ ସ୍ଥାନୀୟ…

ଚେତିଲେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ : ରିଫିଲିଂ ପାଇଁ ଗଲା ୮୧ ଅଗ୍ନି ନିର୍ବାପକ ସିଲିଣ୍ଡର

ଅନୁଗୋଳ ଅଫିସ, ୩୦।୬ – ବିଳମ୍ବରେ ହେଲେ ବି ଚେତିଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଡାକ୍ତରଖାନାରେ ଲାଗିଥିବା ୮୧ଟି ଅଗ୍ନି ନିର୍ବାପକ ସିଲିଣ୍ଡରକୁ ରିଫିଲିଂ ପାଇଁ ଶନିବାର ଭୁବନେଶ୍ୱର ପଠାଇଛନ୍ତି। ସପ୍ତାହକ ମଧ୍ୟରେ ସିଲିଣ୍ଡର ଗୁଡ଼ିକରେ ଗ୍ୟାସ୍‌ ଓ…

ବିଳମ୍ବ ହେଉଛି ରାସ୍ତା ସମ୍ପ୍ରସାରଣ କାମ : ଥଇଥାନ ହୋଇ ପାରୁନାହାନ୍ତି ବ୍ୟବସାୟୀ

ବଇଣ୍ଡା,୨୯।୬(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ୨ ଲେନ ବିଶିଷ୍ଟ ରାସ୍ତାକୁ ୪ ଲେନ କରି ସମ୍ପ୍ରସାରଣ କରାଯାଉଥିବାବେଳେ ବିଳମ୍ବକୁ ନେଇ ବ୍ୟବସାୟୀ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି…

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା ବେଳେ ସମ୍ପୃକ୍ତା ମହିଳା ଶନିବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ମହିଳା…

ପ୍ରତିଶ୍ରୁତିରେ ଦିନ ଗଡାଉଛନ୍ତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ:ଖଣିବନ୍ଦ ଆନ୍ଦୋଳନରେ ଜରଡାବାସୀ

କଣିହାଁ, ୨୯ା୬ (ଡି.ଏନ.ଏ.)ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଧିକାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଜରଡା ଗ୍ରାମବାସୀ। ପ୍ରତିବାଦରେ ସେମାନେ ଶୁକ୍ରବାର ଏମ୍‌ସିଏଲର କଣିହାଁ କୋଇଲା ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri