ଅନୁଗୋଳ ପୋଲିସ ସ୍ତରରେ ଅଦଳବଦଳ
ଅନୁଗୋଳ ଅଫିସ, ୨୭।୫- ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ହେଡ୍ କ୍ବାର୍ଟରରେ ଥିବା ଏସ୍ଆଇ ଅରୁଣ କୁମାର ପଣ୍ଡାଙ୍କୁ ବଇଣ୍ଡା ବିଟ୍ ହାଉସ୍ ଇନ୍ଚାର୍ଜ ଭାବେ…
ଅନୁଗୋଳରେ ଖୋଲିଲା ୧୯ ମଦ ଦୋକାନ
ଅନୁଗୋଳ ଅଫିସ, ୨୭।୫- ରାଜ୍ୟ ସରକାର ଅନ୍ଲାଇନ୍ରେ ବିକ୍ରି ପାଇଁ ଅନୁମତି ଦେବା ପରେ ଗତ ୩ ଦିନ ମଧ୍ୟରେ ଅନୁଗୋଳରେ ୧୯ଟି ମଦ ଦୋକାନ ଖୋଲିଛି। କିନ୍ତୁ ଅନ୍ଲାଇନ୍ ବଦଳରେ ଖୋଲାଖୋଲି ଗ୍ରାହକମାନେ ଦୋକାନରୁ ମଦ କିଣୁଥିବା ଦେଖାଯାଉଛି। ବୁଧବାର…
ଚେନ୍ ପୁଲିଂ କରି ଓହ୍ଲାଇଲେ ୧୮ ପ୍ରବାସୀ
ବଇଣ୍ଡା,୨୭ା୫(ଡି.ଏନ.ଏ.) – ଗୁଜରାଟରୁ ପ୍ରବାସୀଙ୍କୁ ନେଇ କଟକ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ର ଚେନ୍ ପୁଲିଂ କରି ମଙ୍ଗଳବାର ସନ୍ଧ୍ୟାରେ ୧୮ଜଣ ଶ୍ରମିକ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମ୍ବୁନାଳୀଠାରେ ଓହ୍ଲାଇ ପଡ଼ିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ହଣ୍ଡପା,…
ବାପିଙ୍କ ସହ ବନ୍ଧୁକ ବେପାରୀ ଗିରଫ
ଅନୁଗୋଳ ଅଫିସ, ୨୭।୫ – ବେଆଇନ ଭାବେ ୩ ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ରଖିବା ଅଭିଯୋଗରେ ଲିଙ୍ଗିରାଯୋଡ଼ି ଅଞ୍ଚଳର ବାପି ଓରଫ ସତ୍ୟଜିତ ପ୍ରଧାନ ଏବଂ ତାଙ୍କୁ ବନ୍ଧୁକ ବିକିଥିବା ସମ୍ବଲପୁରର ମହେଶ ମହାପାତ୍ରଙ୍କୁ ଅନୁଗୋଳ ପୋଲିସ ଗିରଫ…
ବେପାର ବୁଡ଼ାଇଲା ବେମାର
ବଅଁରପାଳ,୨୭ା୫(ଡି.ଏନ.ଏ.) – ଲକ୍ଡାଉନ କୋହଳ ହେଲାଣି। ଘରୁ ବାହାରି ଲୋକେ ବଜାର ଧରିଲେଣି। ହେଲେ ମୁହଁରୁ ଖସୁନି ମାସ୍କ କି ସାଥିରୁ ହଟୁନି ସାନିଟାଇଜର। ପୁଣି ସନ୍ଧ୍ୟାରୁ ସକାଳ ଯାଏ ଲାଗିଛି କର୍ଫ୍ୟୁ। କଟକଣା ନ ମାନିଲେ ଦେବାକୁ ପଡ଼ୁଛି ଜରିମାନା।…
ଅନୁଗୋଳରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଲା
ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ଦୋକାନ ସମ୍ମୁଖରେ ମଦ କଳାବଜାର
ଅନୁଗୋଳ ଅଫିସ, ୨୬।୫ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର ଜଣେ ମଦ ବ୍ୟବସାୟୀ ଅନ୍ଲାଇନ୍ରେ ମଦ ବିକିବା ପରିବର୍ତ୍ତେ ସିଧାସଳଖ ଟୋକନ କାଟି ଦୋକାନରୁ…
ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ
କଣିହଁ।,୨୬ା୫(ଡି.ଏନ.ଏ.) କାମ କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅନୁଗୋଳ ଜିଲା କଣିହଁ। ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଉଦ୍ଧାର କରି…
ଅନୁଗୋଳରେ ପହଞ୍ଚିଲେ ୧୬୫୦ ପ୍ରବାସୀ
ଅନୁଗୋଳ ଅଫିସ,୨୫ା୫: ଗୁଜରାଟ ଭଲସାତରୁ ୧୬୫୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୋମବାର ଅନୁଗୋଳରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍। ଏଥିରେ ୨୪ଟି ଜିଲା ସମେତ ୧୩ଟି ଉପଖଣ୍ଡର ପ୍ରବାସୀ ଆସିଛନ୍ତି। ଯେଉଁଥିରେ ଅନୁଗୋଳ ଜିଲାର ସର୍ବାଧିକ ୬୩୪ ଜଣ ଅଛନ୍ତି ।…
ପାଲାରେ ତାଲା: ପରିବା ବିକୁଛନ୍ତି ଗାୟକ, ବାୟକ
ବଇଣ୍ଡା,୨୫ା୫(ପରିକ୍ଷିତ ସାହୁ): ଦିନେ ତାଙ୍କ ଉପସ୍ଥିତି ପରିବେଶକୁ ପବିତ୍ର କରିଦେଉଥିଲା। ମନରେ ଧାର୍ମିକ ଭାବନା ଉଦ୍ରେକ କରୁଥିଲା। ତାଙ୍କ ଚରଣ ଓ ଚାମର ସ୍ପର୍ଶ ପାଇଁ ଆପେ ଆପେ ମଥା ନଇଁଯାଉଥିଲା। ହେଲେ ଆଜି ବଦଳି ଯାଇଛି ସେହି ସମୟ। କେଉଁଠି…
ଅନୁଗୋଳ ପୋଲିସ କବ୍ଜାରେ ଅଭିଯୁକ୍ତ ବାପି
ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ବାପି ଓରଫ ସତ୍ୟଜିତ୍ ପ୍ରଧାନ(୩୩)। ତେବେ ବାପିଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ। ଏ ନେଇ ଅଧିକ ଖୋଳତାଡ଼ ଅନୁଗୋଳ ପୋଲିସ ପକ୍ଷରୁ…
ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା
ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର, ଖଲି ବିକାଳିଙ୍କ ରୋଜଗାର ଛଡାଇନେଇଛି। ଫଳରେ ବନ୍ଦ ହୋଇଯାଇଛି ଆୟର ଏକମାତ୍ର ପନ୍ଥା। ପ୍ରସ୍ତୁତ…
Archives


