ଆମ ଜିଲା ଖବର

ଦୁବାଇରେ ୧୦ ଓଡ଼ିଆ ଶ୍ରମିକ ନିର୍ଯାତିତ : ଫସିଛନ୍ତି ଦାଦା, ପୁତୁରା

ନୟାଗଡ଼ ଅଫିସ,୩୧।୫-ଦୁବାଇକୁ କାମ କରିବାକୁ ଯାଇଥିବା ୧୦ ଜଣ ଓଡିଆ ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମଧ୍ୟରେ ନୟାଗଡର ୨ଜଣ ଅଛନ୍ତି। ସେଠାରେ ସେମାନେ…

7 years ago

‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ ଅନ୍ୟତ୍ର…

7 years ago

୨୫ ଯୁବକଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ସହାୟତା

ବ୍ରହ୍ମପୁର ଅଫିସ,୩୧ା୫-ଆଇଟିଆଇର ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରି ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟ ପାଇଁ ରୋଜଗାର କରୁଥିବା ଯୁବ ବର୍ଗଙ୍କୁ ରାଜ୍ୟ ସରକାର ସହାୟତାର ହାତ…

7 years ago

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି ମେଶିନଗୁଡ଼ିକୁ…

7 years ago

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ ଘଟଣା: ନିଲମ୍ବିତ ହେଲେ ରେଞ୍ଜ ଅଧିକାରୀ

ଫୁଲବାଣୀ ଅଫିସ, ୩୧ା୫- କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ ଘଟଣାରେ ରେଞ୍ଜ ଅଧିକାରୀ ଉମେଶ ଦିଗାଲ ନିଲମ୍ବିତ ହୋଇଛନ୍ତି। ଅଭିଯୋଗର…

7 years ago

ଗୋରୁ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଲୁଟ୍‌ ଘଟଣା : ମାଷ୍ଟରମାଇଣ୍ଡ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗିରଫ

ଗଣିଆ,୩୧।୫(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମଠାରେ ଗତ ମାର୍ଚ୍ଚ ୧ ତାରିଖରେ ଜଣେ ଗୋରୁ ବ୍ୟବସାୟୀଙ୍କଠାରୁ ବନ୍ଧୁୁକ ଦେଖାଇ ୮ ଲକ୍ଷ ଲୁଟ୍‌ ହୋଇଥିଲା।…

7 years ago

ସାବିତ୍ରୀ ପାଇଁ ବଜାର ଦର ଆକାଶଛୁଆଁ

ଖଣ୍ଡପଡ଼ା,୩୧ା୫(ସ୍ବ.ପ୍ର.)-୨ଦିନ ପରେ ସାବିତ୍ରୀ ବ୍ରତ। ଏଥିପାଇଁ ରାସ୍ତା ପାର୍ଶ୍ୱ, ସାହି, ବସ୍ତି, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି। ଶାଢ଼ି, ଚୁଡ଼ି, କସମେଟିକ୍ସ ଆଦି…

7 years ago

ଅଧାରେ ଅଟକିଛି ଅରଡେଇ ପୋଲ କାମ

କେନ୍ଦୁଝର, ୩୧ା୫(ଡି.ଏନ୍‌.ଏ.)-ଭିତ୍ତିପ୍ରସ୍ତର ସ୍ଥାପନକୁ ଅଢେଇବର୍ଷ ହୋଇଗଲାଣି। କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଅଧା ବି ହୋଇନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ…

7 years ago

ଦ୍ରୁତଗତିରେ ଟ୍ରକ ଚଳାଇବାକୁ ନେଇ ଡ୍ରାଇଭରଙ୍କୁ ମାଡ଼: ଶାନ୍ତି କମିଟି ବୈଠକ ଜାରି

ଢେଙ୍କିକୋଟ, ୩୧ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଦ୍ରୁତଗତିରେ ଟ୍ରକ ଚଳାଚଳକୁ ନେଇ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣେ ଗୁରୁତର…

7 years ago

ଆହାର କେନ୍ଦ୍ରରେ ଖାଦ୍ୟ ମାନ ଯାଞ୍ଚ

ଭଦ୍ରକ ଅଫିସ, ୩୧।୫ - ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଗୁରୁବାର ଚାନ୍ଦବାଲି ଗସ୍ତରେ ଯାଇ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି।…

7 years ago