ଆମ ଜିଲା ଖବର

ବରଗଡ଼ରେ ସିଟି ହସ୍ପିଟାଲ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ,୨।୨: ବରଗଡ଼ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିିଟାଲ ଘୋଷଣା ଦାବି ଜୋର ଧରିଛି। ସହରବାସୀ ଏହି ଦାବିରେ ଆନ୍ଦୋଳନକୁ ଓହ୍ଲାଇ…

6 years ago

ଚାନ୍ଦପଶି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

କେନ୍ଦୁଝର,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଗୋପାଳପୁର ଚାନ୍ଦପଶି ନିକଟ ୨୦ନଂ ଏନ୍‌ଏଚ୍‌ରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ଦୁଇଜଣ…

6 years ago

କାନ୍ଥ ନିର୍ମାଣ ନେଇ ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ ଗୁରୁତର: ୫ ଗିରଫ

ଆସିକା,୨।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗ୍ରାମରେ ଶନିବାର ବିଳମ୍ବତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଉକ୍ତ ଗ୍ରାମର ଗୋଟିଏ ପରିବାରର ୩ଜଣ…

6 years ago

ମାଓବାଦୀ ପୋଷ୍ଟର: ଠିକାଦାର, ସୁପରଭାଇଜରଙ୍କୁ ହତ୍ୟା ଧମକ

ଭବାନୀପାଟଣା,୨।୨(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ମାଓବାଦୀ ପୁଣି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ରାସ୍ତାକାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିବା ବେଳେ କାମ ବନ୍ଦ ନ…

6 years ago

ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ, ୨।୨- ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲା ଯୋଜନା କମିଟି…

6 years ago

୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ

ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ ଖସି…

6 years ago

ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଧୀବରଙ୍କ ଜାଲରେ ପଡ଼ିଲା କୁମ୍ଭୀର

ବାହାନଗା,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ରୂପଖଣ୍ଡ ସମୁଦ୍ର ମଧ୍ୟରେ ରବିବାର ଧୀବରମାନଙ୍କ ଜାଲରେ ଏକ ବଉଳା କୁମ୍ଭୀର ପଡ଼ିଛି। ଭୋର ସମୟରେ ସମୁଦ୍ର ମଧ୍ୟକୁ ମାଛ…

6 years ago

ତିନିକୋଶିଆ ଜଙ୍ଗଲରୁ ପୁଣି ମୃତଦେହ ଉଦ୍ଧାର: ଲୋକେ ଭୟଭୀତ, ପୋଲିସର ତଦନ୍ତ ଆରମ୍ଭ

ସଜନାଗଡ଼,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତ ପିଡବ୍ଲ୍ୟୁ ୧୯ନଂ. ରାଜ୍ୟ ରାଜପଥ ପାର୍ଶ୍ୱ ତିନିକୋଶିଆ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ପୁଣି ଜଣେ ଯୁବକଙ୍କ…

6 years ago

ଗାଜଲବାଡ଼ି ଘାଟିରେ ସରୁନି ଗାର୍ଡଓ୍ବାଲ କାର୍ଯ୍ୟ, ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଲା ବଡ଼ଧରଣର ଦୁର୍ଘଟଣା

ଦାରିଙ୍ଗବାଡ଼ି,୨।୨(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ରବିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟିକୁ ରୋକିବାରେ ସଫଳ…

6 years ago

ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର, ପୋଷ୍ଟର: ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଉଲ୍ଲେଖ

ମାଲକାନଗିରି,୨।୨(ସ୍ବ.ପ୍ର.): ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର ଓ ପୋଷ୍ଟର ରବିବାର ଦେଖିବାକୁ ମିଳିଛି। ପୋଲିସ ଓ ସରକାରଙ୍କୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି। ଯୋଡ଼ାମ୍ବରୁ…

6 years ago