ଆମ ଜିଲା ଖବର

ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକୋ

ବୁଗୁଡ଼ା,୩୦ା୬(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକ ବିରଞ୍ଚତ୍ପୁର ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୂରଣ କରି ଘରକୁ ଫେରିଥିବା ପ୍ରବାସୀ ଓଡ଼ିଆ ସହାୟତା ରାଶି ଦାବିରେ ମଙ୍ଗଳବାର ବିରଞ୍ଚତ୍ପୁର…

6 years ago

ଆଜି ରାତିରୁ ପୁରୀକୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୩୦।୬: ବାହୁଡ଼ା ଯାତ୍ରା ପାଇଁ ପୁରୀକୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ମଙ୍ଗଳବାର ରାତି ୯ଟାରୁ ୨ ତାରିଖ ରାତି ୧୧ଟା ୩୦ ପର୍ଯ୍ୟନ୍ତ…

6 years ago

ଦୈନିକ ୨ଥର ପୋଷାକ, ମାସ୍କ ବଦଳାନ୍ତୁ ସରକାରୀ ଅଧିକାରୀ-କର୍ମଚାରୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୩୦।୬(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ଅଧିକାଂଶ ସରକାରୀ, କର୍ମଚାରୀ ରହିଥିବାକୁ ନେଇ ପ୍ରଶାସନର ଚିନ୍ତା ବଢିଛି। କୋଭିଡ…

6 years ago

ଶିିକୁଳା ଗ୍ରାମକୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ ବ୍ୟକ୍ତିଙ୍କୁ…

6 years ago

ଗଞ୍ଜାମରେ ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି ପାଇଛି।…

6 years ago

ଅଗ୍ନିଶମ ବିଭାଗ, ହୋମଗାର୍ଡର ଏଡିଜିପି ଭାବେ ଦାୟିତ୍ୱ ଗ୍ରହଣକଲେ ଡ. ସୌମ୍ୟା ମିଶ୍ର

କଟକ ଅଫିସ,୩୦।୬: ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡର ଏଡିଜିପି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସୌମ୍ୟା ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଗ୍ନିଶମ ଡିଜି…

6 years ago

ଅନୁଗୋଳ ଜିଲାରେ ପ୍ରଥମ ମୁଣ୍ଡ ନେଲା କରୋନା: ନାଲକୋ ଡିଜିଏମ୍‌ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୩୦।୬: ଅନୁଗୋଳ ଜିଲା ନାଲ୍‌କୋ ଡିଜିଏମ୍‌ଙ୍କର କାରାନାରେ ମୃତ୍ୟୁ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ସେ କରୋନା ସଙ୍କ୍ରମିତ ହୋଇ ତାଳଚେର କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିଲେ।…

6 years ago

ଗଞ୍ଜାମରେ କରୋନା ନେଲା ୨ ମହିଳାଙ୍କ ଜୀବନ: ଜିଲାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ୨ ମହିଳାଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତକ ୪୮…

6 years ago

ବାହୁଡ଼ା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ, ୩୦।୬: ଜୁଲାଇ ୧ରେ ବାହୁଡ଼ା ଯତ୍ରା। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ତେଣୁ ଏହାକୁ…

6 years ago

ଭିଡିଓ ରେକର୍ଡିଂରେ ହେବ ଯୁକ୍ତ ୨ ପାଠପଢ଼ା: ତାଲିମ ନେବେ ଅଧ୍ୟାପକ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ ପଢ଼ିବେ…

6 years ago