ଆମ ଜିଲା ଖବର

ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସ୍କ୍ରିନିଂ: ୧୮୧ କରୋନା ସନ୍ଦିଗ୍ଧ ଚିହ୍ନଟ, ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା

ବ୍ରହ୍ମପୁର ଅଫିସ,୧୧ା୭: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ଡୋର୍‌ ଟୁ ଡୋର୍‌ ସ୍ବାସ୍ଥ୍ୟ ଯାଞ୍ଚର ଦୁଇଦିନରେ ୧୮୧ ଜଣ…

6 years ago

ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍‌…

6 years ago

ଚୌଦ୍ୱାର ପୌରାଞ୍ଚଳର ସମସ୍ତ ନମୁନା ନେଗେଟିଭ୍‌

ଚୌଦ୍ୱାର,୧୧ା୭(ଡି.ଏନ୍‌.ଏ.): ଚୌଦ୍ୱାର ପୌର ଅଧିବାସୀଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଗତ ୮ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୌରପାଳିକାର ସଙ୍ଗରୋଧ କେନ୍ଦ୍ର ଓ ହୋମ୍‌ କ୍ୱାରାଣ୍ଟାଇନ୍‌ରେ…

6 years ago

ପୁଅକୁ ହତ୍ୟା କଲେ ବାପା

ନବରଙ୍ଗପୁର,୧୧ା୭(ବି.ପ୍ର.): ନିଜର ଏକମାତ୍ର ପୁଅକୁ ହତ୍ୟା ଜଣେ ମଦ୍ୟପ ବାପା ହତ୍ୟା କରିବା ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ଥାନା ଅନ୍ତର୍ଗତ ଗୋଡ଼ିଗାଁ ଗ୍ରାମରେ…

6 years ago

ଏହି ୮ ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳ ମନା

ଢେଙ୍କାନାଳ ଅଫିସ,୧୧ା୭: ରାଜ୍ୟର ୮ଟି ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି…

6 years ago

ଝାରସୁଗୁଡ଼ାରେ ମାଡୁଛି କରୋନା: ଗୋଟିଏ ଦିନରେ ୩୧ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡା ଅଫିସ,୧୧ା୭- ଝାରସୁଗୁଡା ଜିଲାରେ ଶନିବାର ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଦୁଇଜଣ ପୌର କର୍ମଚାରୀ ସାମିଲ। ଏହି ପୌର କର୍ମଚାରୀମାନେ କୋଭିଡ ମୁକାବିଲା କାର୍ଯ୍ୟରେ…

6 years ago

ଟୁଇଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ: ଗଞ୍ଜାମରେ ସ୍ବାବ୍‌ ସଂଗ୍ରହ କରିବ ମୋବାଇଲ ଭ୍ୟାନ୍‌

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାକୁ…

6 years ago

ପଜିଟିଭ୍‌ ଚିହ୍ନଟ ପରେ ସାନିଟାଇଜ ହେଲା ରାଇକିଆ

ରାଇକିଆ,୧୧ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହରରୁ ଶୁକ୍ରବାର ୨ଜଣ ପଜିଟିଭ୍‌ ଚିହ୍ନଟ ପରେ ଶନିବାର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲୋକାଲ କେସ ହୋଇଥିବାରୁ ରାଇକିଆ…

6 years ago

ଗଞ୍ଜାମ ବଡ଼ମାଧପୁରରେ କରୋନା ସ୍ଥିତି ଅସମ୍ଭାଳ

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁରଠାରେ ୫୧ ଜଣଙ୍କ ଆଣ୍ଟିଜେନ୍‌ ଟେଷ୍ଟିଙ୍ଗ କରାଯାଇଛି। ଏଠାରେ ଏପରି ଟେଷ୍ଟିଂ ପ୍ରଥମ ବୋଲି ଜଣାପଡିଛି। କରୋନା ପଜିଟିଭ୍‌…

6 years ago

କରୋନାରେ ଆଖି ବୁଜିଲେ ଦିଗପହଣ୍ଡି ବିଜୁ ଯୁବ ବାହିନୀ ସଦସ୍ୟ

ଦିଗପହଣ୍ଡି,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ କିଛିଦିନ…

6 years ago