ଆମ ଜିଲା ଖବର

ଅନୁଗୋଳର ଏହି ଦୁଇ ପଞ୍ଚାୟତ ଶଟ୍‌ଡାଉନ୍‌

ମାଧପୁର,୧୭ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଏବଂ ପୁରୁଣାମାନତ୍ରୀ ପଞ୍ଚାୟତକୁ ସୋମବାରଠାରୁ ୩ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ଦ୍ୱୟ ଶଟ୍‌ଡାଉନ୍‌ ଘୋଷଣା…

6 years ago

ପ୍ରଥମ ଥର ପାଇଁ ବ୍ୟାଙ୍କକୁ ଗଲା ଭତ୍ତା ଟଙ୍କା

ଗଞ୍ଜାମ,୧୭ା୮(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ସରକାର ବିଭିନ୍ନ ଭତ୍ତା ଆଗୁଆ ୪ ମାସର ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ କରୋନା ସାମାନ୍ୟ ଥମିଥିଲେ ମଧ୍ୟ ଚଳିତ ମାସ…

6 years ago

ପାଟଣାରେ ଅଗ୍ନିକାଣ୍ଡ

ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଦ ଗ୍ରାମରେ ସୋମବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବନମାଳୀ ମହାନ୍ତଙ୍କ ୨ ବଖରା ଆଜବେଷ୍ଟସ୍‌…

6 years ago

ହୀରାକୁଦ ଡ୍ୟାମ୍‌ର ୧୨ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୧୭ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୧୨ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର…

6 years ago

ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ

ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ ଯୋଗୁ…

6 years ago

ବହୁଚର୍ଚ୍ଚିତ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ ଅଫିସ,୧୭ା୮: ରାୟଗଡ଼ାର ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ମଣ୍ଡଳ କାରାଗାର…

6 years ago

ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ ଅଧିକ…

6 years ago

୧୫ ମାସର ପୁଅକୁ ହାତଗୋଡ଼ ବାନ୍ଧି ମାଡ଼

ଗୋପ, ୧୭ା୮(ଡି.ଏନ୍‌.ଏ.): ଜନ୍ମଦାତ୍ରୀ ମା’ ପାଲଟିଲା ନିଷ୍ଠୁର। ପାରିବାରିକ କଳହକୁ ନେଇ ନିଜ ୧୫ମାସର ଶିଶୁ ପୁତ୍ରକୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଛି ମା’।…

6 years ago

ସିଏମ୍‌ସିରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି

କଟକ ଅଫିସ,୧୭।୮: ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର…

6 years ago

ପୁଣି ୧୪ ଅନ୍ତେବାସୀ କରୋନା ଆକ୍ରାନ୍ତ

ବ୍ରହ୍ମପୁର ଅଫିସ, ୧୭ା୮- ଗଞ୍ଜାମ ଜିଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ ଆକ୍ରାନ୍ତ…

6 years ago