ଆମ ଜିଲା ଖବର

ମିଳୁନି ‘ଧୁଡ଼ୁ’ର ପତ୍ତା

ତେଲକୋଇ,୧୪।୪: କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ବହୁ ଚର୍ଚ୍ଚିତ ବାର୍‌ହା ‘ଧୁଡ଼ୁ’ର ପତ୍ତା ମିଳୁନି। ୩ ଦିନ ହେବ ସେ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ ଫେରିନି।…

5 years ago

ଫେରୁଛନ୍ତି ପ୍ରବାସୀ, ବଢୁଛି ଗଞ୍ଜାମର ଚିନ୍ତା

ଛତ୍ରପୁର,୧୪ା୪: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାକୁ ଫେରୁଥିବା ପ୍ରବାସୀମାନେ ସାଙ୍ଗରେ ଆର୍‌ଟି-ପିସିଆର୍‌ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।…

5 years ago

ପୋଖରୀ ଖୋଳିବା ବେଳେ ବାହାରିଲା ଶିବ ଲିଙ୍ଗ

ଜହ୍ନାପଙ୍କ,୧୪।୪: ବୌଦ୍ଧ ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅଧୀନ ଜଗଦିଶପୁର ନିକଟରେ ପୋଖରୀ ଖୋଳା ଯିବା ସମୟରେ ଏକ ଶିବ ଲିଙ୍ଗ ଉଦ୍ଧାର ହୋଇଛି ।ଏହି ଖବର ପ୍ରଚାରିତ…

5 years ago

ପିପିଲିରେ ସାନି ନିର୍ବାଚନ: ଜିଲା ରିଟର୍ନିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୪।୪: ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ହୋଇଯାଇଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ କହିଛନ୍ତି, ଜିଲା ରିଟର୍ନିଂ…

5 years ago

ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୧୪।୪: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ପିପିଲି ଉପର୍ନିବାଚନ ବନ୍ଦ ହୋଇପାରେ। ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୫୨ ଅନୁଯାୟୀ, ନିର୍ବାଚନ ଲିଢୁଥିବା ପ୍ରାର୍ଥୀଙ୍କ…

5 years ago

ବିନା ଭକ୍ତରେ ମେରୁ ଯାତ୍ରା

ସୋରଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବିନା ଭକ୍ତରେ ବୁଧବାର ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ସମସ୍ତ ମନ୍ଦିରରେ କଟକଣା ସହିତ ପୋଲିସ ମୁତୟନ କରାଯାଇଛି। ବିଧିମୁତାବକ ଦଣ୍ଡୁଆମାନଙ୍କୁ ନେଇ…

5 years ago

କରୋନା ସ୍ଥିତି ସମୀକ୍ଷା: ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ

ସମ୍ବଲପୁର, ୧୪।୪(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ। ଭୀମସାରର ନବନିର୍ମିିତ ମେଡିସିନ ୱାର୍ଡରେ ଏହି…

5 years ago

ଗୋପାଳବନ୍ଧ, ମେରୁ ପଡ଼ିଆ ଖାଁ ଖାଁ : କଟକଣାରେ ଶେଷ ହେଲା ଦଣ୍ଡ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଛି। ଏହା ମହା ବିଷୁବ ସଂକ୍ରାନ୍ତି ଓ…

5 years ago

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ ତୃତୀୟ…

5 years ago

ମହୁଲ ଗୋଟାଇବା ହେଲା କାଳ: ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କ ଜୀବନ ନେଲା ହାତୀ

ବରଗଡ଼ ଅଫିସ,୧୪।୪: ବରଗଡ଼ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ ବୁଧବାର ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ହେଲେ…

5 years ago