ଆମ ଜିଲା ଖବର

ବେଲପଡାରେ ଡବଲ ମର୍ଡର: ଗାଁରେ ଉତ୍ତେଜନା, ପୋଲିସ ମୁତୟନ

ବେଲପଡା,୧୧ା୭(ଡି.ଏନ.ଏ.)-ବଲାଙ୍ଗୀର ଜିଲା ବେଲପଡା ଥାନା ଅଧୀନ ମୁଣ୍ଡାଗଁାରେ ଏକ ଡବଲ ମର୍ଡର ଘଟଣା ଘଟିଛି ା ଟଙ୍କା ଦେଣନେଣକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଏହି ଦୁଃଖଦ…

6 years ago

ପାରାଦୀପରେ କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ

ପାରାଦୀପ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଶନିବାର ପ୍ରଥମ କରି କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ ହୋଇଛି। ସାରେ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରେ କଣ୍ଟେନର ବୋଝେଇ ଜାହାଜ…

6 years ago

ବାଲେଶ୍ୱରରେ ଆତ୍ମହତ୍ୟାର ଲାଇଭ ଭିଡିଓ

ଖଇରା,୧୧।୭(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା(୩୮)ନିଜର ଲାଇଭ ଭିଡିଓ ମାଧ୍ୟମରେ ଆତ୍ମହତ୍ୟା କରିବା ଘଟଣା ନେଇ ଏକ ଭିଡିଓ…

6 years ago

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ…

6 years ago

କୋଭିଡ୍‌ ନିୟମ ଉଲ୍ଲଂଘନ କରି ମନ୍ଦିର ପ୍ରତିଷ୍ଠା ଘଟଣା: ନାଏବ ସରପଞ୍ଚଙ୍କ ସମେତ ୧୧ ଗିରଫ

ପୋଲସରା,୧୧ା୭(ଡି.ଏନ.ଏ.)- ରାଜ୍ୟରେ ଗଞ୍ଜାମ ଜିଲା ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ମାତ୍ର କୋଭିଡ୍‌ ନିୟମ ଉଲ୍ଲଂଘନ କରି ପୋଲସରା ବ୍ଲକ ଜା.ଡ଼େଙ୍ଗାପଦର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମରେ ଏକ…

6 years ago

ବଜ୍ରଗୁମ୍ମା ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଅସବର୍ଣ୍ଣ ପରିବାରଙ୍କୁ ଗାଁ ବାସନ୍ଦ

ଦିଗପହଣ୍ଡି,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁରେ ଗତ କିଛିଦିନ ହେଲା ସବର୍ଣ୍ଣ- ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଅସବର୍ଣ୍ଣ ଗୋଷ୍ଠୀର…

6 years ago

କରୋନାରେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ହିଞ୍ଜିଳିକାଟୁ,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପ୍ରେସ୍‌ କ୍ଲବର ସଭାପତି ତଥା ଖବରଦାତା ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍‌ ହସ୍ପିଟାଲରେ ପରଲୋକ ଘଟିଛି। ସ୍ବର୍ଗତ…

6 years ago

ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସ୍କ୍ରିନିଂ: ୧୮୧ କରୋନା ସନ୍ଦିଗ୍ଧ ଚିହ୍ନଟ, ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା

ବ୍ରହ୍ମପୁର ଅଫିସ,୧୧ା୭: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ଡୋର୍‌ ଟୁ ଡୋର୍‌ ସ୍ବାସ୍ଥ୍ୟ ଯାଞ୍ଚର ଦୁଇଦିନରେ ୧୮୧ ଜଣ…

6 years ago

ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍‌…

6 years ago

ଚୌଦ୍ୱାର ପୌରାଞ୍ଚଳର ସମସ୍ତ ନମୁନା ନେଗେଟିଭ୍‌

ଚୌଦ୍ୱାର,୧୧ା୭(ଡି.ଏନ୍‌.ଏ.): ଚୌଦ୍ୱାର ପୌର ଅଧିବାସୀଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଗତ ୮ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୌରପାଳିକାର ସଙ୍ଗରୋଧ କେନ୍ଦ୍ର ଓ ହୋମ୍‌ କ୍ୱାରାଣ୍ଟାଇନ୍‌ରେ…

6 years ago